ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗୋ ଫାଷ୍ଟର ଉଡାଣ ବାତିଲ
ନୂଆଦିଲ୍ଲୀ,୨୮।୮: ଗୋ ଫାଷ୍ଟ ଏୟାର ଲାଇନ୍ସରେ ପରିଚାଳନା କାରଣ ଦର୍ଶାଇ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହାର ଉଡାଣକୁ ବାତିଲ ରଖିଛି। କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଗୋ-ଫାଷ୍ଟର ଦ୍ୱାରା ଜାରି ଏକ ବୟାନରେ,…
ଭାଜପା କରିଥିଲା ପୁଲଓ୍ବାମା ଆକ୍ରମଣ, ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି: ଉଦ୍ଧବ…
ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲି କରିଥିଲେ ଯେଉଁଠାରେ ସେ ତାଙ୍କ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ଉଦ୍ଧବ ଠାକରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଉଦ୍ଧବ ଠାକରେ କହିଥିଲେ…
ରୋଜଗାର ମେଳାରେ ମୋଦି କହିଲେ, ୟୁପିରେ ଅପରାଧରେ ଲାଗିଛି ଲଗାମ ବଢିଛି ନିବେଶ, ଏଠାରେ ଏବେ ଚାଲିଛି ଆଇନର ରାଜ
ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନସିଂ ଜରିଆରେ ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଙ୍ଗଠନରେ ପ୍ରାୟ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଏହି ସମୟରେ ସେ ଏକ ସମ୍ବୋଧନରେ କହିଛନ୍ତି ଯେ ଅପରାଧକୁ ରୋକିବା…
ଶିନ୍ଦେଙ୍କ ସହ ଯୋଗଦେବାରେ ମୋର କୌଣସି ସ୍ବାର୍ଥ ନାହିଁ: ଅଜିତ ପାଓ୍ବାର…
ମୁମ୍ବାଇ,୨୮।୮ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ର ଦ୍ୱାରା ଧର୍ମନିରପେକ୍ଷ ମହାରାଷ୍ଟ୍ର ଉପକୃତ ହେବ। ଏହି କାରଣରୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରରେ…
ନେହେରୁ କେବଳ ବଡ଼ ବଡ଼ କଥା କହିନାହାଁନ୍ତି, ନିଷ୍ପତ୍ତି ମଧ୍ୟ ନେଇଛନ୍ତି: ଜୟରାମ ରମେଶ
ନୂଆଦିଲ୍ଲୀ,୨୮।୮: ଭାରତୀୟ ମହାକାଶ ଗବେଷଣା ଏଜେନ୍ସି (ଆଇଏସଆରଓ) ଗଠନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅବଦାନକୁ ହଜମ କରିବାରୁ ନ ଥିବା ଭାଜପାକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଏମ୍ପି ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ। ଜୟରାମ ରମେଶ…
‘ଅଧାଥିବା ଶୋଭାଯାତ୍ରାକୁ ପୂରଣ କରିବ ବିଶ୍ୱ ହିନ୍ଦୁ ପରିଷଦ’, ନୁହରେ ଉତ୍ତେଜନା ମଧ୍ୟରେ କହିଲେ ଭିଏଚପି ନେତା
ନୁହ,୨୮।୮: ହରିୟାଣାର ନୁହରେ ଗତ ମାସରେ ହୋଇଥିବା ହିଂସା ପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ପୁଣିଥରେ ଘୋଷଣା କରିଛି କି ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରାକୁ ପୂରଣ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏଥିପାଇଁ ଅନୁମତି ଦେଇନାହାଁନ୍ତି। ଏହା…
ଏନଡିଏ ଏମୋଇବା ଭଳି, ଏହାର କୌଣସି ଆକାର ନାହିଁ: ଭାଜପାକୁ ଉଦ୍ଧବଙ୍କ ଜବାବ…
ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନଡିଏକୁ ଏମୋଇବା ସହ ତୁଳନା କରି କହିଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର କୌଣସି ସ୍ଥିର ରୂପ ନାହିଁ। ବିରୋଧୀ ଦଳକୁ ଅହଂକାରୀ ଏବଂ “ଇଣ୍ଡିଆନ ମୁଜାହିଦ୍ଦିନ” ବୋଲି କହି…
ଅଗଷ୍ଟ ୩୧ରେ ଉନ୍ମୋଚିତ ହେବ ‘ଇଣ୍ଡିଆ’ ଲୋଗୋ
ନୂଆଦିଲ୍ଲୀ,୨୮।୮:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ତୃତୀୟ ବୈକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠରେ ‘ଇଣ୍ଡିଆ’ର ଲୋଗୋ ମଧ୍ୟ ଉନ୍ମୋଚିତ ହେବ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି।…
‘ଏପଟ ସେପଟ ନ କହି କୁହନ୍ତୁ କାରଗିଲକୁ କିଏ ଲୁଟିଛି’, ନ୍ୟାଶନାଲ କନଫରେନ୍ସ କଂଗ୍ରେସକୁ ଟାର୍ଗେଟ କଲେ ଭାଜପା ଏମପି
ନୂଆଦିଲ୍ଲୀ,୨୮।୮: କାରଗିଲ ହିଲ ଡେଭଲପମେଣ୍ଟ କାଉନସିଲ ପାଇଁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ନିର୍ବାଚନ ହେବ। ଏହାକୁ ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ରବିବାର ଭାଜପା ଏମପି ଜାମିଆଙ୍ଗ ସେରିଙ୍ଗ ନାମଗ୍ୟାଲ ଜାତୀୟ ସମ୍ମିଳନୀ ତଥା କଂଗ୍ରେସ ମିଳିତ ମଞ୍ଚ…
ହିମାଚଳ ପ୍ରଦେଶରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କୌଣସି ଔପଚାରିକ ସ୍ବାଗତ ସମାରୋହ ହେବ ନାହିଁ: ସୁଖୁ ସରକାର
ଶିମଲା,୨୮।୮: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରବିବାର କହିଛନ୍ତି କି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି କି ଅଫିସିୟାଲ କାର୍ଯ୍ୟକ୍ରମ ସମୟରେ ଗଣମାନ୍ୟ ଲୋକଙ୍କୁ ଶାଲ, ପଗଡି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସ୍ବାଗତ କରିବାର ପରମ୍ପରା…
‘ଶରଦ ପାଓ୍ବାରଙ୍କ କୃପାରୁ ଅଜିତ ୪ଥର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି’
ମୁମ୍ବାଇ,୨୮।୮: ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ଚାଲିଥିବା କଳହକୁ ନେଇ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମଧ୍ୟ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଦଳର ମୁଖପତ୍ର ସାମ୍ନାରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…
ପୁଣି ଭାଜପାକୁ ଟାର୍ଗେଟ୍ କଲେ ଓଓ୍ବାଇସି
ନୁହ,୨୮।୮: ହରିୟାଣାର ନୁହରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଜଳାଭିଷେକ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ରାଷ୍ଟ୍ରୀୟ ସଭାପତି ଅସଦୁଦ୍ଦିନ ଓୱାଇସି ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ହରିୟାଣାର…
Archives


