ଜାତୀୟ

ପୃଥିବୀର ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୧୫।୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍‌-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମନିଭର୍‌’ ସଫଳତାର ସହ ପରିବର୍ତ୍ତନ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏକ୍ସ ମାଧ୍ୟମରେ ଏହି…

ଦିଲ୍ଲୀ-ଏନ୍‌ସିଆର୍‌ରେ ବାଣ ନିଷେଧ ଆବେଦନ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୪ା୯: ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ବାଣ ଉପରେ ନିଷେଧାଦେଶ ଜାରି କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ରାଜଧାନୀ ସହରରେ ବାଣ ବିକ୍ରି ଲାଗି ଅସ୍ଥାୟୀ ଲାଇସେନ୍ସ ଇସ୍ୟୁ…

କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଗୁଆହାଟୀ,୧୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇଙ୍କ ବିରୋଧରେ ୧୦ କୋଟି ଟଙ୍କା ମାନହାନି ମାମଲା ଦାୟର କରିବେ। ଲୋକ ସଭାରେ କଂଗ୍ରେସ ନେତା ଗୌରବ ଗୋଗୋଇ ଦାବି କରିଛନ୍ତି ଯେ, ଶର୍ମାଙ୍କ ପତ୍ନୀ…

ଗାଈ ଗୋବରକୁ ନେଇ କଂଗ୍ରେସ କରିଛି ଦୁର୍ନୀତି: ମୋଦି

ରାୟଗଡ଼,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର ରାୟଗଡ଼ ଜିଲା ଗସ୍ତରେ ଆସିଛନ୍ତି। ୭୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ରାଜ୍ୟ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ସେ କଂଗ୍ରେସ ନେତୃତ୍ୱାଧୀନ ସରକାର ଉପରେ କଡ଼ା…

ସନାତନ ପରେ ଏବେ ହିନ୍ଦୀକୁ ନେଇ ଅମିତ ଶାହାଙ୍କ ଉପରେ ବର୍ଷିଲେ ଉଦୟନିଧି

ଚେନ୍ନାଇ,୧୪।୯: ତାମିଲନାଡୁର ସରକାରରେ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ସନାତନ ଧର୍ମ ପରେ ହିନ୍ଦୀକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଅମିତ ଶାହାଙ୍କୁ ହିନ୍ଦୀ…

ରାଜ୍ୟର ଖଣିଜ ସମ୍ପଦକୁ ଏଟିଏମ ଭଳି ବ୍ୟବହାର କରିଛି କଂଗ୍ରେସ: ରାୟଗଡରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ ଗସ୍ତରେ ଯାଇଛନ୍ତି। ସେଠାରେ ସେ ରାୟଗଡ଼ରେ ପହଞ୍ଚି ଏକ ରୋଡ ଶୋ’ କରିଛନ୍ତି। ଏହାସହ ବିଜୟ ଶଙ୍ଖନାଦ ରାଲିକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ୬,୩୫୦ କୋଟିର ରେଳ ପରିଯୋଜନାକୁ ରାଷ୍ଟ୍ରକୁ ସମର୍ପିତ…

ମୁମ୍ବାଇ ଏୟାରପୋର୍ଟରେ ରନଓ୍ବେରୁ ଖସିଲା ପ୍ରାଇଭେଟ ଚାର୍ଟର୍ଡ ବିମାନ, ହେଲା ଦୁଇଖଣ୍ଡ

ମୁମ୍ବାଇ,୧୪।୯: ମୁମ୍ବାଇ ବିମାନ ବନ୍ଦରରେ ଗୁରୁବାର ଲ୍ୟାଣ୍ଡିଂ କରିବା ସମୟରେ ଏକ ପ୍ରାଇଭେଟ ଚାର୍ଟର୍ଡ ବିମାନ ରନଓ୍ବେରୁ ଖସି ଯାଇଛି। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରିୟୁ ସଦସ୍ୟ ଥିଲେ। ଡିଜିସିଏ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି…

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍‌ ଜାରି କଲା ଭାଜପା, କଂଗ୍ରେସ

ନୂଆଦିଲ୍ଲୀ,୧୪।୯: ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ସେମାନଙ୍କ ନିଜ ନିଜ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରି ୧୮ ରୁ ୨୨ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ କହିଛନ୍ତି। ଗୁରୁବାର କଂଗ୍ରେସ ଏହାର…

ଅନନ୍ତନାଗରେ ସେନା ଅପରେଶନ ଜୋରଦାର, ନିଆଯାଉଛି ହେରୋନ ଡ୍ରୋନର ସାହାଯ୍ୟ

ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଡ୍ରୋନ ବ୍ୟବହାର କରି ସର୍ଚ୍ଚ ଅପରେଶନ ଜାରି ରଖାଯାଇଛି। ଯେଉଁଠାରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଜମ୍ମୁ କଶ୍ମୀର ପୋଲିସ ଗୁରୁବାର ଅନନ୍ତନାଗ ଜିଲାରେ ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରି…

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କୁ ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ପୋର୍ଟାଲ ସହିତ ସଂଯୋଗ କରିଥିବାରୁ ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଗୁରୁବାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସିଜେଆଇ ଚନ୍ଦ୍ରଚୁଡଙ୍କ ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।…

ଯୁଦ୍ଧ ଶାନ୍ତି ଆଣେ ନାହିଁ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଘଟିଥିବା ଏନକାଉଣ୍ଟରରେ ତିନିଜଣ ସୁରକ୍ଷା ଅଧିକାରୀଙ୍କ ଶହୀଦ ହେବା ଉପରେ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, କିଏ କହୁଛି ଆତଙ୍କବାଦ ସମାପ୍ତ ହୋଇଛି। ବର୍ତ୍ତମାନ ତାଲିମପ୍ରାପ୍ତ ଆତଙ୍କବାଦୀ…

ପତ୍ନୀଙ୍କ ଉପରେ ଲାଗିଥିବା ଅଭିଯୋଗ ପ୍ରମାଣ ହେଲେ, ସାର୍ବଜନିକ ଜୀବନରୁ ସନ୍ୟାସ ନେବି: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୧୪।୯: କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ଗୌରବ ଗୋଗୋଇଙ୍କ ମଧ୍ୟରେ ଏକ ଟୁଇଟର (ବର୍ତ୍ତମାନ ଏକ୍ସ) ଯୁଦ୍ଧ ଆରମ୍ଭ ହୋଇଛି। ଗୁରୁବାର ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ଯଦି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?