ଜାତୀୟ

ମଣିପୁରରେ ଆଉ ୫ ଦିନ ବଢିଲା ଇଣ୍ଟରନେଟ୍‌ ପ୍ରତିବନ୍ଧକ

ଇମ୍ଫାଲ,୭।୧୦: ମଣିପୁରରେ ହିଂସା ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ରାଜ୍ୟରେ ଇଣ୍ଟରନେଟ୍‌ ଉପରେ ଥିବା ପ୍ରତିବନ୍ଧକକୁ ଆହୁରି ୫ ଦିନ ବୃଦ୍ଧି କରିଛି। ମଣିପୁର ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି, ସୁରକ୍ଷା ବାହିନୀ ସହ…

ନିର୍ବାଚନକୁ ହିଂସାମୁକ୍ତ କରିବାକୁ ସିଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬ା୧୦: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକ କରିଥିଲେ। ଅର୍ଥବଳକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିବା ସହ ନିର୍ବାଚନ ଯେପରି ହିଂସାମୁକ୍ତ…

୭ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୭ ଜୀବନ, ୬୦ ଆହତ

ମୁମ୍ବାଇ,୬ା୧୦: ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଥିବା ଏକ ୭ ମହଲା ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଶିଶୁ ଥିବା ଜଣାଡିଛି। ୬୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ…

ରାହୁଲଙ୍କୁ ‘ରାବଣ’ ଦର୍ଶାଇ ଫସିଲା ଭାଜପା! ଜୟପୁରରେ ଜେପି ନଡ୍ଡାଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର,୬।୧୦: ଭାଜପାର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କୁ ‘ରାବଣ’ ଦର୍ଶାଇ ଏକ ପୋଷ୍ଟର ଶେୟାର କରାଯାଇଥିଲା। ଏହାକୁ ନେଇ ବିରୋଧୀ ଦଳ ଭାଜପାକୁ ଟାର୍ଗେଟ କରୁଥିବା ବେଳେ ରାଜସ୍ଥାନର ରାଜଧାନୀ ଜୟପୁରରେ ଦଳ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ବିରୋଧରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ୫୦୦ କୋଟି ଟଙ୍କା ଦାବି କରିଛନ୍ତି ଇମେଲ୍‌ ପ୍ରେରକ

ନୂଆଦିଲ୍ଲୀ,୬।୧୦: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଏକ ଧମକପୂର୍ଣ୍ଣ ଇମେଲ୍‌ ପାଇଛି। ଏହି ଇମେଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ବ୍ୟତୀତ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଛି।…

ଭାରତ ଗସ୍ତରେ ଆସିବେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ହାସନ

ନୂଆଦିଲ୍ଲୀ,୬।୧୦: ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ହାସନ ନୂଆଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ବର୍ହିବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି। ବର୍ହିବ୍ୟାପାର…

ଏକ୍ସ, ୟୁଟ୍ୟୁବ୍‌ ଏବଂ ଟେଲିଗ୍ରାମକୁ ନୋଟିସ୍‌ ପଠାଇଲା ଆଇଟି ମନ୍ତ୍ରଣାଳୟ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୬।୧୦: ଇଣ୍ଟରନେଟ୍‌ରେ ଶିଶୁ ଯୌନ ଶୋଷଣ ସହ ଜଡିତ ବିଷୟବସ୍ତୁ ପ୍ରତି ଭାରତ ସରକାର ବର୍ତ୍ତମାନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୈଦ୍ୟୁତିକ ଏବଂ ଆଇଟି ମନ୍ତ୍ରଣାଳୟର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଯଦି କୌଣସି ପ୍ରକାର…

ଫ୍ରିବିଜ ରାଜନୀତି: ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳକୁ ରୋକାଯାଇପାରିବ ନାହିଁ

ନୂଆଦିଲ୍ଲୀ,୬।୧୦: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଫ୍ରିବିଜ ବାଣ୍ଟିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ ଉଭୟ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିଓ୍ବାଲା…

ଦେଶର ନିମ୍ନ କୋର୍ଟରେ ବଢିଛି ମହିଳା ବିଚାରପତିଙ୍କ ନିଯୁକ୍ତି ସଂଖ୍ୟା: ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୬।୧୦: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ କୋର୍ଟ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଏକ ଖୁସି ଖବର ବାଣ୍ଟିଛନ୍ତି। ସେ କହିଛନ୍ତି, ସାରା ଦେଶର ନିମ୍ନ ଅଦାଲତରେ ମହିଳା ବିଚାରପତିଙ୍କ ନିଯୁକ୍ତି ସଂଖ୍ୟାରେ ବୃଦ୍ଧି ଘଟିଛି। ଏନେଇ ସିଜେଆଇ…

ଟାଇମ ମାଗାଜିନର ‘ଏମରଜିଂ ଲିଡର୍ସ ୨୦୨୩’ ତାଲିକାରେ ଲୋକପ୍ରିୟ ୟୁଟ୍ୟୁବର ଧ୍ରୁଭ ରାଠୀ, ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୬।୧୦: ଲୋକପ୍ରିୟ ୟୁଟ୍ୟୁବର ତଥା ଭାରତୀୟ ମୂଳ ଧ୍ରୁଭ ରାଠୀ ଟାଇମ ମାଗାଜିନର ଉଦୀୟମାନ(ଏମରଜିଂ) ଲିଡର୍ସ ୨୦୨୩ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତାଙ୍କର ଫ୍ୟାକ୍ଟ ଚେକିଂ ଓ ଶିକ୍ଷଣୀୟ କଣ୍ଟେଣ୍ଟ ପାଇଁ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଧ୍ରୁଭ ସୋସିଆଲ…

କମିଶନ ଟଙ୍କା ନ ଦେବାରୁ ବୁଲ୍‌ଡୋଜର ଲଗାଇ ରାସ୍ତା ଖୋଳିଦେଲେ

ଶାହାଜାହାନପୁର,୫ା୧୦: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାକାମ ଠିକା ନେଇଥିବା କମ୍ପାନୀ କମିଶନ ନେ ଦେବାରୁ ସ୍ଥାନୀୟ ଭାଜପା ବିଧାୟକଙ୍କ ପ୍ରତିନିଧି ବୁଲ୍‌ଡୋଜର ଲଗାଇ ନିର୍ମାଣାଧୀନ ରାସ୍ତାର ଅଧା କିଲୋମିଟର ଖୋଳିଦେଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ବିହାରରେ ୮୦ପରିବାର ଜଳବନ୍ଦୀ

ପାଟନା,୬।୧୦: ବିହାରର ମୁଙ୍ଗର ସହରରେ ପ୍ରାୟ ୮୦ ପରିବାର ଜଳବନ୍ଦୀରେ ଅଛନ୍ତି। ଏହି ୮୦ପରିବାରରେ ୩୦୦ଲୋକ ରହୁଛନ୍ତି। ଗତ କିଛି ଦିନ ଧରି ଲଗାଣ ବର୍ଷା ହେତୁ ସମଗ୍ର ଗାଁ ପାଣି ଘେରରେ ରହିଛି। ରାସ୍ତାରେ ଦୁଇ ଫୁଟର ପାଣି ଚାଲୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?