ଜାତୀୟ

ମହିଳାମାନେ ନିଜ ସାଥୀଙ୍କ ବିରୁଦ୍ଧରେ ଅସ୍ତ୍ର ଭାବରେ ବଳାତ୍କାର ବିରୋଧୀ ଆଇନର ଅପବ୍ୟବହାର କରୁଛନ୍ତି: ହାଇକୋର୍ଟ…

ଡେରାଡୁନ,୨୩।୭ : ଉତ୍ତରାଖଣ୍ଡ ହାଇକୋର୍ଟ କହିଛନ୍ତି ସମ୍ପ୍ରତି ମହିଳାମାନେ ବଳାତ୍କାରକୁ ଅସ୍ତ୍ର ଭାବରେ ଅପବ୍ୟବହାର କରୁଛନ୍ତି। ଯେତେବେଳେ ସେମାନଙ୍କର ପୁରୁଷ ସାଥୀମାନଙ୍କ ସହିତ ମତଭେଦ ରହୁଛି ସେତେବେଳେ ସେମାନେ ଏଭଳି କରି ଆଇନର ସାହାରା ନେଉଛନ୍ତି। ଜଣେ ମହିଳା ତାଙ୍କୁ ବିବାହ…

ଚାଇନାକୁ ଜବାବ ଦେବାକୁ ଭିଏତନାମକୁ ଆଇଏନଏସ କୃପାଣ ଦେଲା ଭାରତ

ନୂଆଦିଲ୍ଲୀ,୨୩।୭: ଭାରତ ଶନିବାର ଏହାର ମିଶ୍ର ଦେଶ ଭିଏତନାମକୁ ଆଇଏନଏସ କୃପାଣ ଉପହାର ଦେଇଛି। ଏହି ଯୁଦ୍ଧ ଜାହାଜ ଭାରତୀୟ ସେନାରେ ୩୨ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇଛି। ଭିଏତନାମରେ ହୋଇଥିବା ଏକ ସେରିମନିରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି…

ତାମିଲନାଡୁ କୋର୍ଟରେ ଲଗାଯିବା କେବଳ ମହାତ୍ମା ଗାନ୍ଧୀ-ସନ୍ଥ ଥିରୁଭାଲୁଭାରଙ୍କ ଫଟୋ: ହାଇକୋର୍ଟ…

ଚେନ୍ନାଇ,୨୩।୭ : ମାଡ୍ରାସ ହାଇକୋର୍ଟ କହିଛନ୍ତି ତାମିଲନାଡୁ ଏବଂ ପୁଡୁଚେରୀର କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଏବଂ ତାମିଲ ସନ୍ଥ ଥିରୁଭାଲୁଭାରଙ୍କ ଫଟୋ ଲଗାଯାଇ ପାରିବ। ସମସ୍ତ ଜିଲା ଅଦାଲତକୁ ଦିଆଯାଇଥିବା ଏକ ସର୍କୁଲାରରେ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ ନୂତନ ନିର୍ମାଣ…

ବିଧାନସଭା ନିର୍ବାଚନକୁ ନେଇ ୫ ରାଜ୍ୟରେ ‘ମୋଦି କିର୍ତ୍ତନ’, ‘ରକ୍ଷା ବନ୍ଧନ’ ଯୋଜନା କରିଛି ଭାଜପା

ନୂଆଦିଲ୍ଲୀ,୨୩।୭: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦେଶର ପାଞ୍ଚଟି ନିର୍ବାଚନ ରାଜ୍ୟ ପାଇଁ ‘ମହିଳା, ମୋଦି କିର୍ତ୍ତନ ଏବଂ ରାଖୀ ବନ୍ଧନ’ ଭଳି ଯୋଜନା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଯୋଜନା କରିଛି, ଯାହା ଆଗାମୀ ଦିନରେ ଅନେକ ଉପାୟରେ…

ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ଗ୍ବାଲିଅର,୨୩।୭: ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ଅଜବ ପାରିବାରିକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପାରିବାରିକ ବିବାଦ ମଧ୍ୟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଥିଲେ। ବଳଦେବ ଅଗ୍ରଓ୍ବାଲ…

ଗୁପ୍ତଧନ ଲାଳସାରେ ୯ବର୍ଷର ଶିଶୁକୁ ବଳି, ୪ଗିରଫ

ନାସିକ,୨୩।୭: ଅତ୍ୟଧିକ ଲୋଭ ମଣିଷକୁ ବିବେକଶୂନ୍ୟ କରିଦିଏ। ଏହି ଉଦାହରଣର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଶିକ ଜିଲାରେ। ଗୁପ୍ତଧନ ଲାଳସାରେ ୪ଜଣ ବ୍ୟକ୍ତି ୯ବର୍ଷର ଶିଶୁକୁ ବଳି ଦେଇଛନ୍ତି। ଏହି ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ,…

ଯଦି ମନ୍ଦିର ଯୋଗୁ ହିଂସା ବଢୁଛି ତେବେ ମନ୍ଦିର ବନ୍ଦ କରି ଦିଅନ୍ତୁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୨୩।୭: ଦିନକୁ ଦିନ ସମାଜରେ ମନ୍ଦିର ପାଇଁ ହିଂସା ବଢୁଛି। ତେଣୁ ଏହାକୁ ବନ୍ଦ କରିଦେବା ଶ୍ରେୟସ୍କର ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ମନ୍ଦିରରେ ହେଉଥିବା ଉତ୍ସବ ଏବେ କିଛି ସମୂହ ପାଇଁ…

ଜି୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଲା ପ୍ରଗତି ମୈଦାନର ଆଇଟିପିଓ କମ୍ପ୍ଲେକ୍ସ, ୨୬ ଜୁଲାଇରେ ମୋଦି କରିବେ ଉଦଘାଟନ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ପୁନଃବିକଶିତ ଆଇଟିପିଓ କମ୍ପ୍ଲେକ୍ସରେ ଭାରତର ଜି -୨୦ ନେତାଙ୍କ ବୈଠକ ଆୟୋଜିତ ହେବ। ଏହି କମ୍ପ୍ଲେକ୍ସ ୨୬ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ। ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ (ଆଇଟିପିଓ)…

ଏଆଇ ଦ୍ୱାରା ଅପବ୍ୟବହାର କିମ୍ବା ଭୁଲ ତଥ୍ୟ ଦେବା ହୋଇପାରେ ବିପଦ: ସିଜେଆଇ ଚନ୍ଦ୍ରଚୂଡ

ଚେନ୍ନାଇ,୨୩।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଅପବ୍ୟବହାର, ଭୁଲ ତଥ୍ୟ ଏବଂ ଗାଳିଗୁଲଜ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି। ଆଇଆଇଟି ଚେନ୍ନାଇର ୬୦ତମ ସମାରୋହକୁ ସମ୍ବୋଧନ କରି ସିଜେଆଇ କହିଛନ୍ତି, ବୈଷୟିକ କ୍ଷେତ୍ରରେ ଆପଣ…

ରାଗିଲେ ଜ୍ୟୋତିରାଦିତ୍ୟ

ମୁମ୍ବାଇ,୨୩।୭: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ପକ୍ଷରୁ କରାଯାଇଥିବା ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶଦ୍ରୋହୀ ବୋଲି କୁହାଯିବା ପରେ ସିନ୍ଧିଆ କହିଛନ୍ତି ଯେ ଯଦି ଏପରି ହୋଇଥାନ୍ତା ତେବେ କଂଗ୍ରେସ ତାଙ୍କୁ ଏବଂ ତାଙ୍କ ପିତା ମାଧବରାଓ ସିନ୍ଧିଆଙ୍କୁ କାହିଁକି…

ମିଜୋରାମରୁ ମେଇତି ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି, ବଢାଗଲା ସୁରକ୍ଷା

ଆଇଜଲ,୨୩।୭: ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ମଧ୍ୟରେ ମିଜୋରାମରେ ଥିବା ମେଇତି ସମ୍ପ୍ରଦାୟ ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ପୂର୍ବତନ ଉଗ୍ରବାଦୀ ସଂଗଠନ ମେଇତି ଲୋକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ…

ମିଶନ ଗଗନାୟନ: ଇସ୍ରୋ-ନୌସେନା କଲେ ହାର୍‌ବର ରିକଭରି ଟେଷ୍ଟ

ବେଙ୍ଗାଲୁରୁ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ନୌସେନା ‘ମିଶନ ଗଗନୟାନ’ ପାଇଁ ବିଶାଖାପାଟନମ ହାର୍‌ବର ଠାରେ ମାନବ ସ୍ପେସ ମିଶନ କ୍ରୁ ମଡ୍ୟୁଲ ରିକଭରି ଏବଂ ଲିଫ୍ଟିଂ ଟେଷ୍ଟକୁ ସଫଳତାର ସହ ଶେଷ କରିଛନ୍ତି। ବିଶାଖାପାଟନମର ସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri