ଜାତୀୟ

‘ହିସାବ କିତାବ ଆଉ ବେଶି ଦୂର ନୁହେଁ’, ଭାରତୀୟ କୁସ୍ତି ମହାସଂଘର ନିଲମ୍ବନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୪।୮: ବିଶ୍ୱ କୁସ୍ତିର ସର୍ବୋଚ୍ଚ ସଂସ୍ଥା ୟୁଡବ୍ଲୁଡବ୍ଲୁ ନିର୍ଦ୍ଦାରିତ ସମୟରେ ନିର୍ବାଚନ ନ କରିବାକୁ ନେଇ ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ଗୁରୁବାର ନିଲମ୍ବିତ କରି ଦିଆଯାଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି…

ଖୁବ୍‌ଶୀଘ୍ର ମହାକାଶକୁ ଯିବ ମାନବ ଯାନ: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୪ା୮: ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍‌ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ।…

‘ଚନ୍ଦ୍ରୟାନ-୩’କୁ ନେଇ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲା ଅମୂଲ

ଚନ୍ଦ୍ରୟାନ-୩ ଅଗଷ୍ଟ ୨୩ରେ ଜହ୍ନରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତର ଚର୍ଚ୍ଚା ହେଉଥିବା ବେଳେ ଅନେକ ଦେଶ ଶୁଭେଚ୍ଛା ଜଣାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହା ଟ୍ରେଣ୍ଡ କରୁଛି। ଏହି କ୍ରମରେ ଅମୁଲ ଗ୍ରୁପ୍‌…

ବିଳମ୍ବ ହେବାରୁ ପ୍ଲାଟଫର୍ମ ଭିତରେ କାର୍‌ ପୂରାଇଦେଲେ ମନ୍ତ୍ରୀ

ଲକ୍ଷ୍ନୌ,୨୪।୮: ୟୁପିର ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ ବିଳମ୍ବ ହେବାରୁ ଟ୍ରେନ ଚଢିବା ପାଇଁ ରେଳ ପ୍ଲାଟଫର୍ମ ଭିତରେ ନିଜ କାରକୁ ପୁରାଇ ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ୟୁପି…

୨୦୨୪ ନିର୍ବାଚନରେ କାହିଁକି ମେଣ୍ଟରୁ ଦୂରେଇ ରହିବାକୁ ଘୋଷଣା କରିଥିଲେ ମାୟାବତୀ, କହିଲେ କାରଣ

ଲକ୍ଷ୍ନୌ,୨୪।୮: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଶାସକ ଦଳ ଭାଜପା ନେତୃତ୍ୱାଧୀନ ମେଣ୍ଟ ନିଜକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏଥି ସହିତ ଏହି ନିର୍ବାଚନରେ ଲୋକ ସଭାରେ ସର୍ବାଧିକ ଆସନ ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶ ଉପରେ ରହିଛି। ୟୁପିରେ…

କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୪।୮: କାବେରୀ ଜଳ ବିବାଦ ମାମଲାରେ କର୍ନାଟକ ସରକାର ଗୁରୁବାର ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରିଛନ୍ତି। କର୍ନାଟକ ସରକାର କହିଛି ଯେ ରାଜ୍ୟ ଜଳଭଣ୍ଡାରରୁ ଦୈନିକ ୨୪ ହଜାର କ୍ୟୁସେକ ଜଳ ମୁକ୍ତ କରିବାକୁ ତାମିଲନାଡୁର ଆବେଦନ ଚଳିତ ବର୍ଷ ସାଧାରଣ…

୪ ବର୍ଷ ପୂର୍ବେ ଏକ ଟୁଇଟ୍‌ କରି ଅଡୁଆରେ ଥିଲେ କେଜ୍‌ରିଓ୍ବାଲ, ଏବେ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୮: ଆମ ଆଦମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପଠାନକୋଟ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରାୟ ୪ ବର୍ଷ ପୂର୍ବେ ପଠାନକୋଟ କୋର୍ଟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି। ୨୦୧୯ ଏପ୍ରିଲ…

ହଲିଉଡ ଫିଲ୍ମ ‘ଇଣ୍ଟରଷ୍ଟେଲାର’ ଠାରୁ କମ୍‌ ଚନ୍ଦ୍ରାୟାନ ୩ର ବଜେଟ୍‌, ପ୍ରତିକ୍ରିୟା ଦେଲେ ମସ୍କ

ନୂଆଦିଲ୍ଲୀ,୨୪।୮:ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଚନ୍ଦ୍ରାୟାନ ୩। ଏନେଇ ୧୪୦କୋଟି ଭାରତୀୟ ଗର୍ବିତ। ବିଶ୍ୱରେ ଭାରତର ଚନ୍ଦ୍ରୟାନ ୩ ଇତିହାସ ରଚିଛି। ବିଶ୍ୱରେ ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ବିକ୍ରମକୁ ଲ୍ୟାଣ୍ଡ କରି ଆମେ ଚନ୍ଦ୍ରରେ ନିଜ ନାଁ ଲେଖିଛୁ। ତେବେ…

ତ୍ରିପୁରାର କାର୍ଯ୍ୟକାରୀ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ

ଅଗରତାଲା,୨୪।୮: ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଲାଲ ମିୟାଁ ତାଙ୍କ ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏବେ ସେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ମିୟାଁ ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟକଳାପ…

ଜିତନ ରାମ ମାଂଝିଙ୍କୁ ଝଟକା, ହମ ଛାଡି ଜେଡିୟୁରେ ସାମିଲ ହେଲେ ଅନେକ ନେତା

ପାଟନା,୨୪।୮: ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚାର ସଂରକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଦଳକୁ ବଡ ଝଟକା ଲାଗିଛି। ହିନ୍ଦୁସ୍ତାନି ଆଓ୍ବାମ ମୋର୍ଚ୍ଚାର ଅନେକେ କର୍ମୀ ଗୁରୁବାର ଜେଡିୟୁରେ ମିଶି ଯାଇଛନ୍ତି। ଦଳରେ ଯୋଗ ଦେଇଥିବା ନୂଆ କର୍ମୀଙ୍କୁ ଜେଡିୟୁ…

ଦକ୍ଷିଣ ଆଫ୍ରିକା ଖବରକାଗଜରେ ମୋଦିଙ୍କ ଗୁଣଗାନ, ଫଟୋ ଶେୟାର କଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪ା୮: ଭାରତର ଚନ୍ଦ୍ରୟାନ-୩ ମିଶନର ସଫଳତା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଏହି ସଫଳତା ପାଇଁ ବିଶ୍ୱର ସମସ୍ତ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଇଏସ୍‌ଆର୍‌ଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା, ରୁଷିଆର ସ୍ପେସ୍‌ ଏଜେନ୍ସି ରସ୍କୋସମୋସ,…

ବଢିବ ଚିନି ଦର

ନୂଆଦିଲ୍ଲୀ,୨୪।୮: ସାତ ବର୍ଷରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଭାରତ ସରକାର। ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଚିନି ଋତୁରେ ଏହି ନିଷ୍ପତ୍ତି ନିଆଯାଇପାରେ। ଚଳିତ ବର୍ଷ କମ ବର୍ଷା ହେତୁ ଆଖୁ ଫସଲ ହ୍ରାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri