ଜାତୀୟ

ହିଂସାକୁ ରୋକିବା ପାଇଁ ବିଶ୍ୱ ଏକଜୁଟ ହେବା ଆବଶ୍ୟକ

ନୂଆଦିଲ୍ଲୀ,୧୩।୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଇସ୍ରାଏଲ-ଗାଜା ଯୁଦ୍ଧର କାରଣ ହମାସଙ୍କ ଆତଙ୍କବାଦୀ ଆକ୍ରମଣକୁ ଦର୍ଶାଇଛନ୍ତି। ତେବେ ଏହାକୁ ରୋକିବା ପାଇଁ ଉଭୟ ପକ୍ଷରୁ ହିଂସା ହ୍ରାସ କରିବାର ଜରୁରୀ ଆବଶ୍ୟକତା ରହିଛି ଏବଂ…

ଜଣେ ଶିଶୁକୁ ହତ୍ୟା କରିପାରିବୁନି

ନୂଆଦିଲ୍ଲୀ,୧୩ା୧୦:ଆମେ ଜଣେ ଶିଶୁକୁ ହତ୍ୟା କରିପାରିବୁ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଅଜନ୍ମିତ ପିଲା ତଥା ଜୀବନ୍ତ ଭ୍ରୂଣ ଏବଂ ନିଜ ଶରୀର ଉପରେ ମା’ର ନିଷ୍ପତ୍ତି ସ୍ବାୟତ୍ତତା ଅଧିକାର ମଧ୍ୟରେ ସନ୍ତୁଳନ ବଜାୟ ରଖାଯିବା ଜରୁରୀ…

ଅମ୍ବାନୀ ସବୁଠୁ ଧନୀ ଭାରତୀୟ

ନୂଆଦିଲ୍ଲୀ,୧୩ା୧୦:ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ଶ୍ରେଷ୍ଠ ୧୦୦ ଭାରତୀୟଙ୍କ ତାଲିକାର ଶୀର୍ଷ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୯୨ ବିଲିୟନ ଡଲାର (୭.୬ ଲକ୍ଷ କୋଟି ଟଙ୍କା)। ଗତବର୍ଷ ସବୁଠୁ…

ବିଶ୍ୱ କ୍ଷୁଧା ସୂଚକାଙ୍କ:୪ ସ୍ଥାନ ଖସିଲା ଭାରତ

ନୂଆଦିଲ୍ଲୀ,୧୩ା୧୦:ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୪ ସ୍ଥାନ ତଳକୁ ଖସିଛି। ୧୨୫ ଦେଶକୁ ନେଇ କରାଯାଇଥିବା ଆକଳନରୁ ଭାରତ ୨୮.୭ ସ୍କୋର ସହ ୧୧୧ତମ ସ୍ଥାନରେ ରହିଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବୋଲି ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର…

କବିତାଙ୍କ ଭବିଷ୍ୟବାଣୀ, ଭାଙ୍ଗିଯିବ ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ,୧୩।୧୦: ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ବିରୋଧୀ ଦଳ ‘ଇଣ୍ଡିଆ’ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପାଞ୍ଚଟି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନର ଫଳାଫଳ ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଭାଙ୍ଗିଯିବ।…

ଭାଜପାକୁ ଧୋକାବାଜ୍‌ କହିଲେ ଅଖିଳେଶ

ଲକ୍ଷ୍ନୌ,୧୩।୧୦: ସମାଜବାଦୀ ପାର୍ଟି ମିଶନ ୨୦୨୪ ଜିତିବା ପ୍ରୟାସ ଆରମ୍ଭ କରିଛି। ଦଳ ସୁପ୍ରିମୋ ଅଖିଳେଶ ଯାଦବ ନବରାତ୍ରିରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶରୁ ୮୦ଟି ଲୋକ ସଭା ଆସନ ଜିତିବାର ଲକ୍ଷ୍ୟ…

ଇସ୍ରାଏଲ୍‌ରୁ ଫେରିଲେ ୨୧୨ ଭାରତୀୟ: ମୋଦି ସରକାରଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଏମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତ ସରକାରଙ୍କୁ…

ଦେଶରେ ଘୃଣାକୁ ପ୍ରୋତ୍ସାହିତ କରିବାରେ ମେଟା ଦୋଷୀ, ଜୁକରବର୍ଗଙ୍କୁ ପତ୍ର ଲେଖିଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ,୧୨।୧୦: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଗୁରୁବାର ଏକ ଚିଠି ଲେଖିଛି। ଏହି ଚିଠିକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା…

ଗଙ୍ଗାଜଳ ଉପରେ ଜିଏସ୍‌ଟି ଲାଗୁ ହୋଇ ନ ଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୨ା୧୦: ଗଙ୍ଗାଜଳ ଉପରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହୋଇ ନ ଥିବା କେନ୍ଦ୍ର ସରକାର ଗୁରୁବାର ସ୍ପଷ୍ଟ କରିଛନ୍ତି। ଗଙ୍ଗାଜଳ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଯାଇଥିବା ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି…

ଚନ୍ଦ୍ରବାବୁ ନାଇଡୁଙ୍କ ଅଡୁଆ ବଢିଲା

ଅମରାବତୀ,୧୨।୧୦: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏସିବି କୋର୍ଟରେ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ଫାଇବରନେଟ ସ୍କାମ ମାମଲାରେ ହାଜର କରାଯିବ। ଫାଇବରନେଟ ସ୍କାମ ମାମଲାରେ ଗୁରୁବାର ଏସିବି କୋର୍ଟ ସିଆଇଡିକୁ ମାମଲାରେ ଚନ୍ଦ୍ରବାବୁଙ୍କ ପାଇଁ ପିଟି ୱାରେଣ୍ଟ ଜାରି…

ଦିଲ୍ଲୀ ପୋଲିସ ଟିମ୍‌ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ

ନୂଆଦିଲ୍ଲୀ,୧୨ା୧୦: ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ କରି କାନାଡାର ଗ୍ୟାଙ୍ଗ୍‌ଷ୍ଟର ଆର୍ଶ ଡଲା ସଦସ୍ୟ ଗିରଫ ହୋଇଛନ୍ତି। ରାଜଧାନୀରେ ବୁଧବାର ରାତିରେ ଏନ୍‌କାଉଣ୍ଟର ବେଳେ ପୋଲିସ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ ହୋଇଥିଲା। ଦିଲ୍ଲୀ ପୋଲିସ…

ନୀତୀଶଙ୍କ ହାତ ଛାଡ଼ିଲେ ଲଲନ ପାଶୱାନ

ପାଟନା,୧୨।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳକୁ ଆଉ ଏକ ଝଟକା ଲାଗିଛି। କିଛି ଦିନ ପୂର୍ବରୁ ରଣବୀର ନନ୍ଦନ ଦଳରୁ ଇସ୍ତଫା ଦେଇଥିବାବେଳେ ବର୍ତ୍ତମାନ ଜେଡିୟୁ ପ୍ରଦେଶ ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଲଲନ ପାଶୱାନ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?