ଜାତୀୟ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗିରଫ ହେଲେ ଲଶ୍କରର ୨ ଆତଙ୍କବାଦୀ

ଅମୃତସର,୧୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ପଞ୍ଜାବ ପୋଲିସ ଲଶ୍କର-ଏ-ତାଇବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ଦେଶରେ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ବେଳେ ଅମୃତସରରୁ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହଯୋଗରେ ଏକ ଅପରେଶନ କରି ସଫଳତା ହାସଲ…

ପଞ୍ଜାବରେ ଆମ ଆଦମୀ ପାର୍ଟିର ବଡ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୧୪।୧୦: ଆମ ଆଦମୀ ପାର୍ଟି(ଏଏପି) ତୁରନ୍ତ ପ୍ରଭାବ ସହିତ ପଞ୍ଜାବର ବ୍ଲକ ଇନଚାର୍ଜ ଏବଂ ସର୍କଲ ଇନଚାର୍ଜର ସମସ୍ତ ପଦବୀକୁ ଭାଙ୍ଗି ଦେଇଛି। ସଂଗଠନ ଶୀଘ୍ର ବିସ୍ତାର ହେବ। ଖୁବ ଶୀଘ୍ର ନୂତନ ପଦାଧିକାରୀ ନିଯୁକ୍ତ ହେବେ। ସୂଚନାଯୋଗ୍ୟ ଯେ ଆମ…

କୋଟାରେ ଲଜ୍ଜା: ନିଟ୍‌ ପରିକ୍ଷାର୍ଥୀଙ୍କୁ ମଦ ପିଆଇ ବଳତ୍କାର କଲେ ହଷ୍ଟେଲ କର୍ମଚାରୀ

କୋଟା,୧୪।୧୦: କୋଚିଂ ସିଟି କୋଟାରେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସହରକୁ ବଦନାମ କରୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଟାରେ ନିଟ୍‌ ପ୍ରସ୍ତୁତି କରୁଥିବା ବିହାରର ଜଣେ ୧୫ ବର୍ଷୀୟ କୋଚିଂ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୧୪।୧୦: ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ବିଶ୍ୱକପ୍‌ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏହାର ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର…

ପାଲେଷ୍ଟାନୀୟଙ୍କୁ ସମର୍ଥନ କଲା ସିପିଏମ

ଥିରୁଭାନନ୍ତପୁରମ,୧୪।୧୦: କେରଳରେ କ୍ଷମତାସୀନ ସିପିଏମ ସରକାର ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଛି। ଯୁଦ୍ଧ ବନ୍ଦ ହେବା ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ମିଳିତ ଜାତିସଂଘର ଦୁଇ ଦେଶ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ…

ମୋଦି ଲେଖିଲେ ‘ଗର୍ବା’ ସଙ୍ଗ, ଗାଇଲେ ଧ୍ୱନି ଭାନୁଶାଳୀ

ନୂଆଦିଲ୍ଲୀ,୧୪।୧୦: ଓ୍ବାସ୍ତେ ଏବଂ ଲେଜା ରେ ଭଳି ଗୀତ ପାଇଁ ଲୋକପ୍ରିୟ ଧ୍ୱନି ଭାନୁଶାଳୀ ଶନିବାର ଏକ ନୂତନ ଗୀତ ରିଲିଜ କରିଛନ୍ତି। ସିଙ୍ଗର ନବରାତ୍ରୀ ପୂର୍ବରୁ ‘ଗାର୍ବୋ’ ନାମକ ଏକ ନୂତନ ଗୀତ ସହିତ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ। ଏକ୍ସରେ,…

ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନେଇପାରେ ଭାଜପା: ଅଖିଳେଶ

ଲକ୍ଷ୍ନୌ,୧୪।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତି ଜନଗଣନାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋରରେ ଉଠାଉଛନ୍ତି ଏବଂ ପ୍ରତ୍ୟେକ ପ୍ଲାଟଫର୍ମରେ ଏହା ବିଷୟରେ ଆଲୋଚନା ହୋଉଥିବା ବେଳେ ଜନଗଣନା ସପକ୍ଷରେ ଭାଜପା ନାହିଁ। ଭାଜପା…

ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇପାରିବେ କଏଦୀ, ଦିଲ୍ଲୀ ସରକାର ଆଣିପାରନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧୦: ନିକଟରେ ଦିଲ୍ଲୀ ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି, ଜେଲର ମହାନିର୍ଦ୍ଦେଶକ (ଡିଜି) କଏଦୀଙ୍କ ବୈବାହିକ ପରିଦର୍ଶନ ଅଧିକାର ସମ୍ପର୍କରେ ଗୃହ ବିଭାଗକୁ ଏକ ପ୍ରସ୍ତାବ ପଠାଇଛନ୍ତି। ଜେଲ ପରିପ୍ରେକ୍ଷୀରେ, ବୈବାହିକ ପରିଦର୍ଶନର ଅର୍ଥ ହେଉଛି ଜଣେ କଏଦୀଙ୍କୁ ତାଙ୍କ ଜୀବନସାଥୀ…

୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲା: ପୋଷ୍ଟପାର୍ଟମ ସାଇକୋସିସରେ ପୀଡିତ ମହିଳା

ନୂଆଦିଲ୍ଲୀ,୧୪।୧୦: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ୨୬ସପ୍ତାହରେ ଗର୍ଭପାତ ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ଏମ୍ସକୁ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଏବଂ ଗର୍ଭସ୍ଥ ଭ୍ରୂଣର ବର୍ତ୍ତମାନ ସ୍ଥିତି ଦେଖିବା ପାଇଁ…

ପଞ୍ଜାବ ପୋଲିସକୁ ସଫଳତା, ଦୁଇ ଲଶ୍କର ଆତଙ୍କବାଦୀ ଗିରଫ, ଆଇଇଡି ସମେତ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ଚଣ୍ଡିଗଡ଼,୧୪।୧୦: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ ସେଲକୁ ବହୁତ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଏବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।…

ଇସ୍ରାଏଲ-ହମାସ ଯୁଦ୍ଧରେ କାନପୁରର ଚମଡା ବ୍ୟବସାୟରେ ପଡିବ ପ୍ରଭାବ, ପାଣିରେ ପଡିବ ୧୫୦କୋଟି ଟଙ୍କାର ବ୍ୟବସାୟ

କାନପୁର,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସପ୍ତାହେ ବିତିଥିବାବେଳେ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରି ନର ସଂହାର ରଚିବାରେ ଲାଗିଛି। ତେବେ ଯୁଦ୍ଧ ଯୋଗୁ ଇସ୍ରାଏଲର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିବାର ସମ୍ଭାବନା ରହିଛି।…

ଭାରତୀୟଙ୍କୁ ନେଇ ଗଢିବୁ ଆଉ ଏକ ଇସ୍ରାଏଲୀ ସେନା, ଭାରତର ସମର୍ଥନକୁ ନେଇ କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ବିତିଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ଇସ୍ରାଏଲକୁ ସମର୍ଥନ ଦେଇଥିବାରୁ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଗିଲନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?