ଜାତୀୟ

ବିନା ହେଲମେଟରେ ଗାଡ଼ି ଚଳାଇଲେ ଅଧୀର ରଂଜନ: ପଚାରିବାରୁ କହିଲେ, ପୋଲିସ ଦଣ୍ଡ ଦେଲେ ଅସୁବିଧା ନାହିଁ

ନୂଆଦିଲ୍ଲୀ,୧୫।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ବ୍ରହ୍ମପୁର ନିକଟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବିନା ହେଲମେଟରେ ବାଇକ ଚଲାଇବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏହି ଭିଡିଓରେ କଂଗ୍ରେସ ନେତାମାନେ କାର୍ଯ୍ୟକର୍ତ୍ତାଙ୍କ…

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍‌, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚରେ ଭାରତ ବିଜୟୀ ହୋଇଛି। ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ମ୍ୟାଚରେ ଚକା ଛଉକା ରେକର୍ଡ ହେଉଥିବାବେଳେ ମ୍ୟାଚ ଦେଖୁଥିବା ଉତ୍ସାହୀ ଦର୍ଶକମାନେ ମଧ୍ୟ ରେକର୍ଡ…

ଶସ୍ତା ହୋଇପାରେ ଚାଉଳ

ନୂଆଦିଲ୍ଲୀ,୧୫।୧୦: ପାର୍ବଣ ଆରମ୍ଭ ପୂର୍ବରୁ ଚାଉଳର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୪ପର୍ଯ୍ୟନ୍ତ…

ବିଶ୍ୱକପର ୧୩ତମ ମ୍ୟାଚ: ଟସ ଜିତିଲା ଇଂଲଣ୍ଡ ବୋଲିଂ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୫।୧୦ : (୦୧) ବିଶ୍ୱକପ କ୍ରିକେଟ ୨୦୨୩ର ୧୩ ତମ ମ୍ୟାଚରେ ରବିବାର ଇଂଲଣ୍ଡ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ବିଜୟ ଧାରାକୁ ଫେରିବା ପାଇଁ ଉଭୟ ଦଳ ପ୍ରସ୍ତୁତି କରିଛନ୍ତି।…

ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ।…

ଯତ୍ନରେ ଅବହେଳା ଯୋଗୁ ଝିଅମାନଙ୍କଠାରେ ଯକ୍ଷ୍ମା ହେବାର ଆଶଙ୍କା ଅଧିକ…

ନୂଆଦିଲ୍ଲୀ,୧୫।୧୦ : (୦୧) ପିଲାମାନଙ୍କଠାରେ ଯକ୍ଷ୍ମା ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସର୍ବଶେଷ ଅଧ୍ୟୟନରେ ୬୮୬ ପିଲା ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ବୟସ ୧୫ ବର୍ଷରୁ କମ। ସେଥିମଧ୍ୟରୁ ୫୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିବାବେଳେ ତିନି ପ୍ରତିଶତ ସଂକ୍ରମଣ…

ଗୀତିକାର ସାଜିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତିକାର ପାଲଟିଛନ୍ତି। ମୋଦି ଲେଖିଥିବା ଏକ ନୂଆ ‘ଗର୍ବା’ ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ଧ୍ୱନି ଭାନୁଶାଳୀ ଗାଇଛନ୍ତି। ତନିଷ୍କ ବାଗ୍‌ଚୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ସହ ନୃତ୍ୟର ଭିଡିଓକୁ ଧ୍ୱନି ଏକ୍ସ’ରେ ଶେୟାର…

କଂଗ୍ରେସ ପକ୍ଷରୁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ, ଛିିନ୍ଦୱାଡାରୁ ଲଢ଼ିବେ କମଲ ନାଥ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ବର୍ତ୍ତମାନ ୨୩୦ ସିଟ ମଧ୍ୟରୁ ୧୪୪ ନାମ ଅନୁମୋଦନ କରିଛି। କମଲ ନାଥ ଏଥର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ। ପାର୍ଟି ପୂର୍ବରୁ…

ୟୁଟ୍ୟୁବର୍‌ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ

ନୂଆଦିଲ୍ଲୀ,୧୫।୧୦: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କଣ୍ଟେଣ୍ଟ କ୍ରିଏଟର ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ ଅଭିନେତ୍ରୀଙ୍କ…

ସମୃଦ୍ଧି ଏକ୍ସପ୍ରେସ୍‌ ଓ୍ବେ’ରେ ଭୟଙ୍କର ଦୁର୍ଘଟଣା: କଣ୍ଟେନରକୁ ଧକ୍କା ଦେଲା ମିନି ବସ୍‌, ଚାଲିଗଲା ୧୨ ଜୀବନ

ସମ୍ଭାଜିନଗର,୧୫।୧୦: ମହାରାଷ୍ଟ୍ରର ଛତ୍ରପତି ସମୱଜିନଗର ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ ୱେରେ ଶନିବାର ବିଳମ୍ବିତ ରାତିରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମିନି ବସ ଏବଂ ଏକ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ…

ମଧ୍ୟପ୍ରଦେଶ-ଛତିଶଗଡ଼-ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୧୦: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ ୩୦ ଜଣ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।…

ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ ପରେ ସମ୍ମାନ ଦେଲାନି ସେନା

ମନସା(ପଞ୍ଜାବ),୧୫।୧୦: ଭାରତର ପ୍ରଥମ ଅଗ୍ନିବୀର ଭାବେ ପ୍ରାଣ ହରାଇଥିବା ପଞ୍ଜାବ ମନ୍‌ସା ଅଞ୍ଚଳର ଅମ୍ରିତ୍‌ପାଲ ସିଂଙ୍କ ଶେଷକୃତ୍ୟରେ ଭାରତୀୟ ସେନା ସାମିଲ ନ ହେବା ଏବଂ ଗାର୍ଡ ଅଫ୍‌ ଅନର ପ୍ରଦାନ କରା ନ ଯିବା ଦୁଃଖଦାୟକ। ଏପରି କି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?