ଜାତୀୟ

ବଂଶବାଦ ରାଜନୀତି ନେଇ କଂଗ୍ରେସର ଜବାବ , ପିତାଙ୍କ ସମ୍ପତ୍ତି ଉପରେ ପୁଅଙ୍କର ଥାଏ ଅଧିକାର…

ନୂଆଦିଲ୍ଲୀ,୧୯।୧୦ : ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଅଣାଯିବା ପରେ କଂଗ୍ରେସ ନେତା ରାଜମଣି ପଟେଲ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଗାନ୍ଧୀ ପରିବାର ପିଢ଼ି ପରେ ପିଢ଼ି ଦେଶ ଶାସନ କରିଆସୁଛନ୍ତି। ଏହାକୁ…

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…

ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ନଭେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୮।୯: ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏବଂ ଦିଲ୍ଲୀର ପୂର୍ବତନ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସୁପ୍ରିମକୋର୍ଟ ନଭେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସତ୍ୟେନ୍ଦ୍ର ଜେନା ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଜାମିନ ଉପରେ ଶୁଣାଣି…

ମନର ଯନ୍ତ୍ରଣା ବଖାଣିଲେ ଶିବପାଲ

ଲକ୍ଷ୍ନୌ,୧୮।୧୦: ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ, ସ୍ତ୍ରୀ ତାଞ୍ଜିମ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜାମଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସମାଜବାଦୀ…

ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ ଅନେକ…

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଦୀପାବଳି ଭେଟି

ଲକ୍ଷ୍ନୌ,୧୮।୧୦: ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ମିଳିବ। ଏଥିପାଇଁ ଖୁବ ଶୀଘ୍ର ଏକ କ୍ୟାବିନେଟ ପ୍ରସ୍ତାବ ଅଣାଯିବ। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୬୬୦ ଟଙ୍କା ପଠାଇବେ। ଏହାସହ ୩୦୦ ଟଙ୍କା କେନ୍ଦ୍ର ସରକାରଙ୍କଠାରୁ…

ଯୁବତୀମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ, ୧୬ ବର୍ଷରୁ ଅଧିକ ବୟସ୍କଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ହଟାଯାଉ: ହାଇକୋର୍ଟ…

କୋଲକାତା,୧୯।୧୦ : କୋଲକାତା ହାଇକୋର୍ଟ କହିଛନ୍ତି କିଶୋରୀ ବାଳିକାମାନେ ଦୁଇ ମିନିଟର ଆନନ୍ଦ ପରିବର୍ତ୍ତେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ କିଶୋର ବାଳକମାନେ ଯୁବତୀ ଏବଂ ମହିଳାଙ୍କୁ ସମ୍ମାନ ଦେବା ଜରୁରୀ। ପ୍ରୋଭାତ ପୁରକେତ ବନାମ ଷ୍ଟେଟ…

ଚଳିତବର୍ଷ ଉତ୍ପାଦନ ହେବ ୩୨.୯୬କୋଟି ଟନ ଶସ୍ୟ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧୦: ଚଳିତ ବର୍ଷ ଦେଶରେ ଫସଲ ରେକର୍ଡ ସ୍ତରରେ ଉତ୍ପାଦନ ହେବାର ଆଶଙ୍କା ରହିଛ। ଏନେଇ କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆକଳନ ଅନୁଯାୟୀ, ୨୦୨୧-୨୨ରେ ଶସ୍ୟ ଉତ୍ପାଦନ ୩୧.୫୬କୋଟି ଟନ ହୋଇଥିଲା। କିନ୍ତୁ ଚଳିତବର୍ଷ ଅର୍ଥାତ୍‌…

ଗର୍ଭାଶୟ କର୍କଟ ରୋଗୀ ସହରରେ ଅଧିକ ଦିନ ରହୁଛନ୍ତି ଜୀବିତ, ଗୁଜରାଟ ଆଗରେ…

ମୁମ୍ବାଇ,୧୯।୧୦ : କର୍କଟ ଚିକିତ୍ସା ଦେଶର ସବୁ ସ୍ଥାନରେ ସମାନ ନୁହେଁ। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଗର୍ଭାଶୟ କର୍କଟ ରୋଗୀମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରରେ ଅଧିକ…

ସୁପ୍ରିୟା ମ୍ୟାଡାମ୍‌ଙ୍କୁ ଗାଜା ପଠାଇ ଦିଆଯାଉ

ନୂଆଦିଲ୍ଲୀ,୧୯।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହି ପ୍ରସଙ୍ଗରେ ଭାରତରେ ରାଜନୈତିକ ପ୍ରତିକ୍ରିୟା ଜାରି ରହିଛି। ପାଲେଷ୍ଟାଇନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସମାଲୋଚନା କରିଛନ୍ତି। ସେ କହିଛନ୍ତି,…

ଶାବକର ମୃତ୍ୟୁ ପରେ ମା’ହାତୀର ତାଣ୍ଡବ, ୨ ଜଣଙ୍କୁ ଦଳି ମାରିଲା…

କୋଲକାତା,୧୯।୧୦ : ପଶ୍ଚିମବଙ୍ଗର ଝାଡଗ୍ରାମ ଜିଲାରେ ଶାବକ ମୃତ୍ୟୁରେ ପାଗଳ ଭଳି ହୋଇ ମା’ ହାତୀ ତାଣ୍ଡବ ରଚିଛି। କ୍ରୋଧିତ ମା’ ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି। ବନ ଅଧିକାରୀ କହିଛନ୍ତି ନୟାଗ୍ରାମର ଚନ୍ଦବିଲା ଜଙ୍ଗଲ ନିକଟରେ ଥିବା…

ଫୁଟପାଥରେ ଯାଉଥିବା ୫ ଲୋକଙ୍କୁ ଧକ୍କା ଦେଲା କାର, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୧୯।୧୦ : କର୍ନାଟକର ମାଙ୍ଗାଲୁରୁରେ ହିଟ ଓ ରନ ମାମଲା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଠାରେ ଏକ ଫୁଟପାଥରେ ଯାଉଥିବା ପାଞ୍ଚ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?