ମୋଦି-ଶାହା ଅଛନ୍ତି ଭୟଭୀତ: ଦିଗ୍ବିଜୟ
ଭୋପାଳ,୨୭।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ନିର୍ବାଚନ ପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଦିଗ୍ବିଜୟ ସିଂ କହିଛନ୍ତି, ଆସନ୍ତା ବିଧାନସଭା…
୩୦୦୦ କ୍ୟୁସେକ ଜଳ ଛାଡିବା ପ୍ରସ୍ତାବ ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସିଦ୍ଦାରାମାୟା
ବେଙ୍ଗାଲୁରୁ,୨୭।୯: କାବେରୀ ଜଳ ବିବାଦ ମାମଲାରେ କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି ଯେ, ଜଳ ଛାଡିବା ସମ୍ପର୍କରେ ସେ ତାଙ୍କ ଓକିଲଙ୍କ ସହ କଥା ହୋଇଛନ୍ତି। କାବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି) ୩୦୦୦ କ୍ୟୁସେକ ଜଳ ମୁକ୍ତ କରିବାକୁ ପ୍ରସ୍ତାବ…
ମାମୁ ଶିବରାଜଙ୍କ ଶାସନରେ ମଧ୍ୟପ୍ରଦେଶ ସହିଛି ବହୁ ଆର୍ଥିକ କ୍ଷତି: କଂଗ୍ରେସ…
ଭୋପାଳ,୨୭।୯ : ମଧ୍ୟପ୍ରଦେଶର ଗୁନାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମନ୍ତ୍ରୀ ତଥା ଦିଗବିଜୟ ସିଂଙ୍କ ପୁଅ ଜୟବର୍ଦ୍ଧନ ସିଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।…
ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ରାଜ୍ୟ
ଭୋପାଳ,୨୭।୯: ମଧ୍ୟପ୍ରଦେଶର ଇନ୍ଦେରରେ ଅନୁଷ୍ଠିତ ସ୍ମାର୍ଟ ସିଟିର ନ୍ୟାଶ୍ନାଲ୍ କନଫରେନ୍ସ ସାମିଲ ହୋଇନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇନ୍ଦୋର ସମେତ ୧୫ରୁ ଅଧିକ ସହରକୁ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ…
ଆମ ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ: କଂଗ୍ରେସ…
ପାଟନା,୨୭।୯ : ଆମର ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ ଜାରି ରହିଛି ବୋଲି ବିହାର କଂଗ୍ରେସ ସଭାପତି ଜନସାଧାରଣଙ୍କୁ କହିଛନ୍ତି। ବିହାର କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂ ବିହାରର ଆରାଠାରେ ଆୟୋଜିତ ସଂକଳ୍ପ…
ଆସାମ-ମେଘାଳୟ ସୀମାନ୍ତ ଗାଁରେ ମୁହାଁମୁହିଁ ସ୍ଥିତି…
ଗୁଆହାଟୀ/ଶିଲଂ,୨୭।୯ : ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ନିକଟରେ ଥିବା ଏକ ଗ୍ରାମରେ ସଂଘର୍ଷ ଘଟିଛି। ଏହି ସମୟରେ ଉଭୟ ପକ୍ଷ ପରସ୍ପର ଉପରେ କଡ଼ା ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଆକ୍ରମଣ ପାଇଁ ବାଟୁଳି ଏବଂ ଧନୁତୀର ବ୍ୟବହାର କରାଯାଇଥିଲା।…
ସୋସିଆଲ ମିଡିଆ ମାଧ୍ୟମରେ ଦେଶରେ ଖାଲିସ୍ତାନୀ ଏଜେଣ୍ଡା ବିସ୍ତାର କରୁଛି ଆଇଏସ୍ଆଇ
ନୂଆଦିଲ୍ଲୀ,୨୭।୯: ପାକିସ୍ତାନ କୌଣସି ପ୍ରକାରେ ଭାରତ ବିରୋଧରେ ଷଡଯନ୍ତ୍ର ଜାରି ରଖିଛି। ସମସ୍ତେ ଏହା ଭଲ ଭାବରେ ଜାଣନ୍ତି। ଆତଙ୍କବାଦୀଙ୍କ ସହ ବର୍ତ୍ତମାନ ପାକିସ୍ତାନର ଖଲିସ୍ତାନୀ ସହିତ ବନ୍ଧୁତା ମଧ୍ୟ ବୃଦ୍ଧି ପାଇଛି। ଏହି ବନ୍ଧୁତା ଘୃଣାର ମୂଳଦୁଆ ଉପରେ ଆଧାରିତ,…
ସୂର୍ଯ୍ୟ-ଚନ୍ଦ୍ର ପରେ ଏବେ ଇସ୍ରୋର ଶୁକ୍ର ମିଶନ: ଡିସେମ୍ବରରେ ହୋଇପାରେ ଉତକ୍ଷେପଣ…
ହାଇଦ୍ରାବାଦ,୨୭।୯ : ଚନ୍ଦ୍ରୟାନ-୩ ର ସଫଳତା ପରେ ଇସ୍ରୋ ଗୋଟିଏ ପରେ ଗୋଟିଏ ମିଶନ ପଠାଇବା ଉପରେ କାର୍ଯ୍ୟ କରୁଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ଇସ୍ରୋ ବର୍ତ୍ତମାନ ଅନ୍ୟ ଗ୍ରହମାନଙ୍କୁ ମଧ୍ୟ ମିଶନ ପଠାଇବାକୁ ଯାଉଛି। ଏଥର ଭାରତୀୟ ସ୍ପେସ…
ଇସ୍କନ କଂସେଇଖାନାକୁ ବିକ୍ରି କରୁଛି ଗାଈ: ମେନକାଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୨୭।୯: ଭାଜପା ଏମପି ମେନକା ଗାନ୍ଧୀ ଇଣ୍ଟରନ୍ୟାଶନାଲ କୃଷ୍ଣ ଚେତନା ସୋସାଇଟି (ଇସ୍କନ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଇସ୍କନକୁ ଦେଶର ସବୁଠୁ ବଡ ଠକ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଇସ୍କନ ଗୋଆଶ୍ରୟସ୍ଥଳରୁ ଗାଈଙ୍କୁ…
ୟୁପି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଏହି ନେତାଙ୍କୁ ସୁଯୋଗ ଦେଇପାରେ ଭାଜପା
ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ମାସ ନବରାତ୍ରୀରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ସୂତ୍ରରୁ ପ୍ରକାଶ…
ଆସନ ବଣ୍ଟନକୁ ନେଇ ଇଣ୍ଡିଆ ମେଣ୍ଟରେ ମିଳିନି ସହମତି, ୫ ରାଜ୍ୟ ନିର୍ବାଚନ ପରେ ହେବ ଚୂଡାନ୍ତ ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୯: ୨୦୨୪ ଲୋକ ସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ହେଲେ ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନକୁ ନେଇ କୌଣସି ସହମତି ହୋଇପାରିନାହିଁ। ସୂତ୍ରରୁ ପ୍ରକାଶ ଯେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ…
ଏଲିଅନଙ୍କୁ ନେଇ ବୈଜ୍ଞାନିକଙ୍କ ବଡ ଦାବି, ମଣିଷଙ୍କ ଠାରୁ କେତେ ଭିନ୍ନ ଏଲିଅନ…
ନୂଆଦିଲ୍ଲୀ,୨୭।୯: କାହିଁ କେତେ ବର୍ଷରୁ ଅନ୍ୟ ଗ୍ରହର ଜୀବସତ୍ତାକୁ ନେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ସେମାନଙ୍କ ଉପସ୍ଥିତି ଜାଣିବା ପାଇଁ ଅନ୍ୟ ଗ୍ରହକୁ ମହାକାଶଯାନ ପଠାଇବା ସହ ବିଭିନ୍ନ ପ୍ରକାର ଅଧ୍ୟୟନ କରାଯାଉଛି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ…
Archives


