ଜାତୀୟ

ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ: ଡାକ୍ତରଖାନା ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୫।୧୦: ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ସମୟରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ମୃତ ଘୋଷଣା କରିଥିବା ନବଜାତ ଶିଶୁର ଅନ୍ତିମ ସଂସ୍କାର ସମୟରେ ଜୀବନ୍ତ ଦେଖିବାକୁ ମିଳିଥିଲା। ଏ ନେଇ ଡାକ୍ତରଖାନା ବିରୋଧରେ ମାମଲା…

ଅନଲାଇନ ବେଟିଂ ଆପ ମାମଲା: ଇଡିର ନଜରରେ ୧୨ ସେଲିବ୍ରେଟି, ୧୦୦ରୁ ଅଧିକ ଇନଫ୍ଲୁଏନସର

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ବେଟିଂ ଆପ ସ୍କାମ ମାମଲାରେ ଯାଞ୍ଚ ଏଜେନ୍ସି ଇଡିର ତଦନ୍ତରେ ଆହୁରି ଅନେକ ସେଲିବ୍ରେଟି ଶିକାର ହେବାକୁ ଯାଉଛନ୍ତି। ଇଡି ଶୁକ୍ରବାର ଦିନ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ଶିବିରକୁ ଆସିବା ପାଇଁ ସମନ ଜାରି…

ଯୁବବର୍ଗଙ୍କୁ ହଇରାଣ କରୁଛି ଭୂତ ଚାକିରି: ଆମେରିକାରେ ଅଧିକ…

ନୂଆଦିଲ୍ଲୀ,୫।୧୦ : ପ୍ରାୟତଃ ଦୁଇ ପ୍ରକାରର ଚାକିରି ବିଷୟରେ ଶୁଣାଯାଇଥାଏ। ପ୍ରଥମଟି ସରକାରୀ ଚାକିରି ପ୍ରଥମ ଦ୍ୱିତୀୟଟି ହେଉଛି ପ୍ରାଇଭେଟ ଚାକିରି। କିନ୍ତୁ ଏବେ ଭୂତ ଚାକିରି(ଘୋଷ୍ଟ ଜବ)ବିଷୟରେ ଚର୍ଚ୍ଚା ହେଉଛି। ଆମେରିକାରେ ଭୂତ ଚାକିରିର ଧାରା ବିଶେଷ ଭାବେ ପ୍ରଚଳିତ।…

ଏନ୍‌ଡିଏ ହାତ ଛାଡିଲେ ପୱନ କଲ୍ୟାଣ

ନୂଆଦିଲ୍ଲୀ,୫।୧୦: ଅଭିନେତା ତଥା ନେତା ପୱନ କଲ୍ୟାଣ ଗୁରୁବାର ଭାଜପା ନେତୃତ୍ୱାଧୀନ ଏନଡିଏ ହାତ ଛାଡି ଟିଡିପିକୁ ସମର୍ଥନ କରିଛନ୍ତି। ବିକାଶ ପାଇଁ ଆନ୍ଧ୍ରପ୍ରଦେଶକୁ ଜନସେନା ଏବଂ ଟିଡିପି ଆବଶ୍ୟକ ବୋଲି କହିଛନ୍ତି। ଜନସେନା ମୁଖ୍ୟ ପୱନ କଲ୍ୟାଣ କହିଛନ୍ତି, ଟିଡିପି…

‘ଇଡି-ସିବିଆଇ ହେଉଛି ଭାଜପାର ଷ୍ଟାର ପ୍ରଚାରକ’

ନୂୂଆଦିଲ୍ଲୀ,୫।୧୦: ଦିଲ୍ଲୀର ନୂଆ ମଦ ନୀତି ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ଏଏପି ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଏପି ବିଧାୟକ ଦିଲୀପ ପାଣ୍ଡେ ନିଜର ପ୍ରତିକ୍ରିୟା…

ଖାଇବୁନି ଅବା ଖାଇବାକୁ ଦେବୁନି, ଯିଏ ଖାଇଥିବ ତାକୁ ଓଗଳାଇବୁ: ଭାଜପା…

ନୂଆଦିଲ୍ଲୀ,୫।୧୦ : ମଦ ନୀତି ଦୁର୍ନୀତିରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ଏମପି ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି। ଏଏପି କହିଛି ପ୍ରତିଶୋଧ ଆଧାରରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଛି। ତେବେ ସଞ୍ଜୟ ସିଂଙ୍କ ଗିରଫ ହେବାର କାରଣ…

କଶ୍ମୀର-ଅରୁଣାଚଳ ପ୍ରଦେଶକୁ ଭାରତରୁ ବିଚ୍ଛିନ୍ନ ଦେଖାଇବାକୁ ନ୍ୟୁଜକ୍ଲିକ୍‌ କରିଥିଲା ଷଡଯନ୍ତ୍ର: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୫।୧୦: ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ କଶ୍ମୀର ଓ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳକୁ ଭାରତ ଠାରୁ ବିଚ୍ଛିନ୍ନ ଦେଖାଇବାକୁ ଷଡଯନ୍ତ୍ର କରିଥିଲେ। ନ୍ୟୁଜକ୍ଲିକ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆଣିଛି ଦିଲ୍ଲୀ ପୋଲିସ। ଆତଙ୍କବାଦ ବିରୋଧୀ ଆଇନ…

ଗାଈ-ଛେଳି-ମେଣ୍ଢାଙ୍କ ସଂଖ୍ୟା ଗଣନା ହେଉଛି, ମଣିଷଙ୍କର କାହିଁକି ହୋଇ ପାରିବ ନାହିଁ: ମୋଦିଙ୍କୁ ଭାଜପା ଏମପିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୫।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତି ଏବେ ଜୋର ଧରିଛି। ଉନ୍ନାଓରେ ପହଞ୍ଚିଥିବା ଭାଜପା ଏମପି ମୁକେଶ ରାଜପୁତ ଜାତିଗତ ଜନଗଣନାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କେବଳ ଉତ୍ତରପ୍ରଦେଶ ନୁହେଁ ସମଗ୍ର ଦେଶରେ…

ରୀତିନୀତି ବିନା ହିନ୍ଦୁ ବିବାହ ଅମାନ୍ୟ,ସପ୍ତପଦୀ ଅନିବାର୍ଯ୍ୟ: ହାଇକୋର୍ଟ…

ପ୍ରୟାଗରାଜ,୫।୧୦ : ରୀତିନୀତି ବିନା କରାଯାଇଥିବା ହିନ୍ଦୁ ବିବାହକୁ ଅମାନ୍ୟ ବିବେଚନା କରାଯିବ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ହିନ୍ଦୁ ବିବାହକୁ ସପ୍ତପଦୀ ବିନା ସମ୍ପୂର୍ଣ୍ଣ ବିବେଚନା କରାଯାଇପାରିବ ନାହିଁ। ଏକ ହିନ୍ଦୁ ବିବାହର ମାନ୍ୟତା ପାଇଁ ସପ୍ତପଦୀ ବାଧ୍ୟତାମୂଳକ ବୋଲି…

ଦାଉଦର ‘ଡି’ କମ୍ପାନୀର ନେଟଓ୍ବର୍କ ସହାୟତାରେ ଗଢି ଉଠିଛି ଖଲିସ୍ତାନୀ ସାମ୍ରାଜ୍ୟ

ନୂଆଦିଲ୍ଲୀ,୫।୧୦: ସାରା ବିଶ୍ୱରେ ଆତଙ୍କବାଦ ରଚିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମର ଅପରାଧ ନେଟୱର୍କରେ ଆରମ୍ଭ ହୋଇଛି ବୋଲି ଜଣାପଡିଛି। ସ୍ଥାନୀୟ ଅପରାଧୀଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା,…

ମୁଣ୍ଡରୁ ପାଦ ଯାଏ ଦୁର୍ନୀତିରେ ବୁଡି ରହିଛନ୍ତି ମୋଦି: କେଜରିଓ୍ବାଲ…

ନୂଆଦିଲ୍ଲୀ,୫।୧୦ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେରିୱାଲ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ। ୧୦…

ନିଆଁ ସହ ଖେଳୁଛନ୍ତି ରାହୁଲ ଗାନ୍ଧୀ: କିରେନ ରିଜିଜୁ

ନୂଆଦିଲ୍ଲୀ,୫।୧୦: ଜନସଂଖ୍ୟା ଅନୁଯାୟୀ ଜଣେ ସମାନ ଅଧିକାର ପାଇବା ଉଚିତ ବୋଲି କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ଏମ୍‌ପି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲଙ୍କ ଏହି ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ରିଜିଜୁ ଚେତାବନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri