ଜାତୀୟ

ପୁରୁଷ ନେଇପାରିବେ ଗର୍ଭନିରୋଧକ ଟିକା, ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୧୨।୧୦: ଗର୍ଭନରୋଧକ ଟିକା ଏବେ କେବଳ ମହିଳା ନୁହେଁ ପୁରଷ ମଧ୍ୟ ନେଇପାରିବେ। ଆଉ ଏହି ଟିକା ପ୍ରଥମ ଦେଶ ଭାବେ ଭାରତରେ ସଫଳତାର ସହ ପରୀକ୍ଷଣ ହୋଇଯାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ପ୍ରସ୍ତୁତ ଏହି…

ଯୁବପିଢିଙ୍କ ଠାରେ ବନ୍ଦେ ଭାରତ କ୍ରେଜ: ୫୬ ପ୍ରତିଶତ ଯୁବପିଢି-କର୍ମଚାରୀ କରୁଛନ୍ତି ଯାତାୟତ

ନୂଆଦିଲ୍ଲୀ,୨୧।୧୦: ଆରାମଦାୟକ ଯାତ୍ରା ପାଇଁ ଯୁବପିଢି ବନ୍ଦେ ଭାରତ ଟ୍ରେନକୁ ବେଶ୍‌ ପସନ୍ଦ କରୁଛନ୍ତି। ଯୁବପିଢିଙ୍କ ଠାରୁ ଆରମ୍ଭ କରି ଉଭୟ ପୁରୁଷ,ମହିଳା କାର୍ଯ୍ୟରତ କର୍ମଚାରୀ ଏହି ଟ୍ରେନରେ ଯାତାୟତ କରିବା ପାଇଁ ସୁବିଧା ମଣୁଛନ୍ତି। ଦେଶରେ ପ୍ରାୟ ୫୬ପ୍ରତିଶତ ଯୁବପିଢି…

ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ…

ଆସୁଛି ବାତ୍ୟା ! ଆରବ ସାଗରରେ ସୃଷ୍ଟି ହେଉଛି ବାତ୍ୟା ସ୍ଥିତି, ରାସ୍ତା ବଦଳାଇ ଏହି ରାଜ୍ୟରେ ଧକ୍କା ହେବା ଆଶଙ୍କା

ନୂଆଦିଲ୍ଲୀ,୨୦।୧୦: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ୨୧ ଅକ୍ଟୋବରକୁ ବାତ୍ୟାର ନେବାର ସମ୍ଭାବନା ରହିଛି। ଚଳିତବର୍ଷର ଆରବ ସାଗରରେ ଦ୍ୱିତୀୟ ବାତ୍ୟା ହେବ। ଯଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ନିୟମ ଅନୁଯାୟୀ ଏହାର ନାମ ‘ତେଜ’ ରହିବ।…

ଏଏପି ନେତା ସଞ୍ଜୟ ସିଂଙ୍କୁ ହାଇକୋର୍ଟରୁ ଝଟକା

ନୂଆଦିଲ୍ଲୀ,୨୦।୧୦: ମଦ ଦୁର୍ନୀତି ମାମଲାରେ ରିମାଣ୍ଡ ଏବଂ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ…

ପଞ୍ଜାବ ସରକାର, ରାଜ୍ୟପାଳଙ୍କ ବିବାଦ ମଧ୍ୟରେ ବିଧାନସଭା ଅଧିବେଶନ ସ୍ଥଗିତ, ସୁପ୍ରିମକୋର୍ଟ ଯିବେ ମୁଖ୍ୟମନ୍ତ୍ରୀ ମାନ

ଚଣ୍ଡିଗଡ,୨୦।୧୦: ପଞ୍ଜାବରେ ଭଗବନ୍ତ ମାନ ସରକାର ଏବଂ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ବିବାଦ ମଧ୍ୟରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅନୁରୋଧ ପରେ ଅଧିବେଶନକୁ ସ୍ଥଗିତ କରାଯାଇଛି। ଏଥିସହ ଅକ୍ଟୋବର ୩୦ରେ…

ଚାରି ମାସର ଉଚ୍ଚ ସ୍ତରରେ ସୁନା ଦାମ୍; ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ଡଲାର ରେଟ୍ ହ୍ରାସର ପ୍ରଭାବ

ନୂଆଦିଲ୍ଲୀ, ୨୦/୧୦: ସୁନା ଏବଂ ରୁପା ଦାମରେ ଶୁକ୍ରବାର ବୃଦ୍ଧି ପରିଲକ୍ଷିତ ହୋଇଛି, ଯେତେବେଳେ କି ଗତ କାଲି ଏଥିରେ ହ୍ରାସ ଦଖିବାକୁ ମିଳିଥିଲା। ଇସ୍ରାଏଲ ହମାସ ୟୁଦ୍ଧ ମଧ୍ୟରେ ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ସମ୍ପର୍କିତ କଠୋର ନିଷ୍ପତି…

‘ଆଭ୍ୟନ୍ତରୀଣ ମାମଲାରେ କରୁଛନ୍ତି ହସ୍ତକ୍ଷେପ’, ୪୧ କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୧୦: ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, କୂଟନୀତିଜ୍ଞଙ୍କ ସମ୍ପର୍କରେ କାନାଡାର ବିବୃତ୍ତି ଉପରେ ଶୁକ୍ରବାର ଭାରତ ସରକାର ପ୍ରତିକ୍ରିୟା ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର…

ଦୋସା ତିଆରି କଲେ ରାହୁଲ ଗାନ୍ଧୀ, କରତାଳି ଦେଲେ କାର୍ଯ୍ୟକର୍ତ୍ତା

ହାଇଦ୍ରାବାଦ୍‌,୨୦।୧୦: ତେଲେଙ୍ଗାନା ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ନିର୍ବାଚନ ପ୍ରଚାର କରୁଛନ୍ତି। ସେ…

‘ଯେପରି ଭାରତ କଲା, ୪୦-୫୦ ବର୍ଷରେ କୌଣସି ଦେଶ ଏପରି କରି ନାହାନ୍ତି’, ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଏପରି କହିଲା କାନାଡ଼ା

ନୂଆଦିଲ୍ଲୀ,୨୦ା୧୦: କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି। କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲୀ ଗୁରୁବାର ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା ଏବଂ ଏଚ୍‌ଆର୍‌ ମୁଖ୍ୟଙ୍କ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ ଗିରଫ ମାମଲା: ଦିଲ୍ଲୀ ପୋଲିସକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୦: ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏଚ୍‌ଆର୍‌ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ ଗିରଫ କରାଯିବାକୁ ବିରୋଧ କରି ସେମାନେ କରିଥିବା ଆବେଦନ ଆଧାରରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ଜବାବ ମାଗିଛନ୍ତି। ପ୍ରବୀର ଓ ଅମିତ…

ଆରଆରଟିଏସ କରିଡରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ମୁଁ ପିଲାଦିନ ରେଳ ପ୍ଲାଟଫର୍ମରେ ବିତାଇଛି

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାହିବାବାଦ ରାପିଡଏକ୍ସ ଷ୍ଟେଶନରେ ଦେଶକୁ ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ କରିଡର ଉପହାର ଦେଇଛନ୍ତି। ସାହିବାବାଦ ଏବଂ ଦୁହାଇ ଡିପୋ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ରାପିଡଏକ୍ସ ଟ୍ରେନକୁ ସବୁଜ ପତାକା ଦେଖାଛନ୍ତି। ଏହିପରି ଭାବରେ ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?