ଜାତୀୟ

ଶିକ୍ଷକ ଭାରତରେ ସର୍ବାଧିକ ଭରସା ଯୋଗ୍ୟ, ପୃଥିବୀରେ ଡାକ୍ତର ଶୀର୍ଷରେ…

ନୂଆଦିଲ୍ଲୀ,୩୦।୧୦ : ଇପ୍ସୋସ ଗ୍ଲୋବାଲ ଟ୍ରଷ୍ଟୱର୍ଥିନେସ ଇଣ୍ଡେକ୍ସ-୨୦୨୩ର ରିପୋର୍ଟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଶିକ୍ଷକମାନେ ଭାରତରେ ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ଥିବାବେଳେ ପୃଥିବୀରେ ଡାକ୍ତରମାନେ ବଶ୍ୱାସନୀୟତାର ଶୀର୍ଷରେ ଅଛନ୍ତି। ଭାରତରେ ଶିକ୍ଷକମାନଙ୍କ ପରେ ସଶସ୍ତ୍ର ବାହିନୀର କର୍ମଚାରୀ ଦ୍ୱିତୀୟ ସ୍ଥାନରେ…

ମୋଦିଙ୍କ ଗୁଜରାଟ ଗସ୍ତ, ବନାସକାଂଠାରେ କଲେ ରୋଡ ଶୋ

ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି। ଏହି ସମୟରେ ସେ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପୂଜା ସମୟରେ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ବି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ରାଜ୍ୟ…

ଚାଇନା ମୋବାଇଲ ବ୍ରାଣ୍ଡଠାରୁ ଦୂରେଇ ଯାଉଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ…

ନୂଆଦିଲ୍ଲୀ,୩୦।୧୦ : ଭାରତୀୟମାନେ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ଦୂରେଇବାରେ ଲାଗିଛନ୍ତି। ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୩ ବର୍ଷର ତୃତୀୟ ତ୍ରୟମାସିକରେ ସାମସଙ୍ଗ ଏବଂ ଆପଲ ବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକ ହୋଇଛି। ବଜାର ଅଂଶଧନ ଦୃଷ୍ଟିରୁ ଏହି…

ବିଷାକ୍ତ ଲୋକ, ବିଷ ବିସ୍ତାର ଜାରି ରଖିବେ: କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଗିଗଲେ କେରଳ ମୁଖ୍ୟମନ୍ତ୍ରୀ

କୋଚି,୩୦।୧୦: କେରଳର କନ୍‌ଭେନଶନ୍‌ ସେଣ୍ଟରରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ଟାର୍ଗେଟ୍‌ କରିଛନ୍ତି। ରାଜୀବ ଚନ୍ଦ୍ରଶେଖର କହିଥିଲେ, ହମାସ ଆତଙ୍କବାଦୀମାନେ କେରଳରେ ବିସ୍ଫୋରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏଠାରେ ଦିଲ୍ଲୀରେ…

ବଢ଼ିବ କି ମୋବାଇଲ ବିଲ୍‌ ? ଜିଓ-ଏୟାରଟେଲ-ଭୋଡାଫୋନ ପକ୍ଷରୁ ଏଭଳି ମନ୍ତବ୍ୟ…

ନୂଆଦିଲ୍ଲୀ,୩୦।୧୦ : ଟେଲିକମ କମ୍ପାନୀଗୁଡିକ ପୁଣି ଥରେ ମୋବାଇଲ ବିଲ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ଦୁଇଟି ବଡ ଟେଲିକମ କମ୍ପାନୀ ଏୟାରଟେଲ ଏବଂ ଭୋଡା ଆଇଡିଆ ବ୍ୟବହାରକାରୀଙ୍କ ହାରାହାରି ରାଜସ୍ବ ବୃଦ୍ଧି ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି,…

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୩୦।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ପୂର୍ବତନ ଆଠଜଣ କର୍ମଚାରୀଙ୍କ ପରିବାରକୁ ଭେଟିଛନ୍ତି। ଭାରତ ସେମାନଙ୍କ ମୁକ୍ତିକୁ ନିଶ୍ଚିତ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବ ଜୟଶଙ୍କର କହିଛନ୍ତି। ସୂତ୍ରରୁ…

ଭୋଟ ମାଗିବାକୁ ଯାଇଥିବା ନେତାଙ୍କୁ ହିସାବ ମାଗିଲେ ଜନତା

ଭୋପାଳ,୩୦।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ନେତାଙ୍କ ଉପରେ ଜନସାଧାରଣଙ୍କ କ୍ରୋଧ ଖୁବ ଭାରି ପଡିଛି। ଏହି ବିଷୟ ସିଙ୍ଗରୌଲି ଜିଲାର ଦେବସର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଛି, ଯେଉଁଠାରେ ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ମେଶ୍ରାମ ଭୋଟ ମାଗିବା…

ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ଭାଜପା ନେତାଙ୍କ ପୁଅଙ୍କୁ ଦେଖି ଫଟୋ ଶେୟାର କରି ବର୍ଷିଲେ ଅଖିଳେଶ

ଲକ୍ଷ୍ନୌ,୩୦।୧୦: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଇକାନା ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ନେତାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ମାଧ୍ୟମରେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିିଛନ୍ତି।…

ସିସୋଡିଆଙ୍କୁ ଲାଗିଲା ଝଟ୍‌କା, ଜାମିନ ପାଇଁ ମନାକଲେ କୋର୍ଟ

ନୂଆଦିଲ୍ଲୀ,୩୦।୧୦: ସୁପ୍ରିମକୋର୍ଟରେ ସୋମବାର ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ଶୁଣାଣି ପରେ ସିସୋଡିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ…

ଶିକ୍ଷକଙ୍କୁ ମିଳିବ ସରକାରୀ ଘର, ସରକାରଙ୍କ ନୂଆ ଯୋଜନା, ପ୍ରଥମେ ମିଳିବ ୫ ଲକ୍ଷଙ୍କୁ…

ପାଟନା,୩୦।୧୦ : ବିହାରର ସରକାରୀ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ ବିଦ୍ୟାଳୟ ନିକଟରେ ରହିବା ସୁବିଧା ଯୋଗାଇବା ପାଇଁ ଶିକ୍ଷା ବିଭାଗ ଦ୍ୱାରା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଯୋଜନା ଅନ୍ତର୍ଗତ ପ୍ରଥମେ ରାଜ୍ୟର ପ୍ରାୟ ୫ ଲକ୍ଷ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ…

ନାବାଳିକା ଅପହରଣରେ ନୂଆ ମୋଡ, ଅବିବାହିତା ମହିଳାଙ୍କ ମିଥ୍ୟା ଡେଲିଭରୀ ଘଟଣାର ପର୍ଦ୍ଦାଫାଶ…

ଭୋପାଳ,୩୦।୧୦ : ଅକ୍ଟୋବର ୨୧ରେ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ କନ୍ୟା ପୂଜନ ନାମରେ ଦୁଇ ନିରୀହ ନାବାଳିକାଙ୍କୁ ଅପହରଣ ମାମଲା ସାମ୍ନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚ ତୃତୀୟ ଦିନରେ ପ୍ରାୟ ୬୦ଘଣ୍ଟା ପରେ କୋଲାରର ଇଂରାଜୀ ଭିଲ୍ଲା କଲୋନୀରୁ ଉଭୟ ନାବାଳିକାଙ୍କୁ…

ଭୋଟ ସହିତ ଲୋକଙ୍କୁ ନୋଟ୍‌ ମାଗୁଛନ୍ତି ପୂର୍ବତନ ଭାଜପା ନେତା, ଭାଇରାଲ ଭିଡ଼ିଓ ଦେଖନ୍ତୁ…

ଭୋପାଳ,୩୦।୧୦ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ଭାଜପା ସମସ୍ତ ୨୩୦ ଟି ଆସନ ପାଇଁ ପ୍ରାର୍ଥୀ ନିଶ୍ଚିତ କରିଛି। ତେବେ ବହୁ ଭାଜପା ନେତା ଅଛନ୍ତି ଯେଉଁମାନେ ଦଳରୁ ଟିକେଟ ନ ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?