୨୦ କୋଟି ଦେଲ ନାହିଁ, ଏବେ ୨୦୦ କୋଟି ନ ଦେଲେ ଗୁଳି ମାରିଦେବୁ; ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ…
ମୁମ୍ବାଇ,୨୯।୧୦: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ଇମେଲ ଜରିଆରେ ଶନିବାର ପୁଣି ଥରେ ହତ୍ୟା ଧମକ ମିଳିଛି। ୨୦୦ କୋଟି ନ ଦେଲେ ତାଙ୍କୁ ଗୁଳି ମାରି ଦିଆଯିବ ବୋଲି ଧମକରେ କୁହାଯାଇଛି।…
କେରଳ ରାଲିରେ ହମାସ ନେତା: ରାଜନୈତିକ ବିବାଦ ଆରମ୍ଭ
ଥିରୁଭାନନ୍ତପୁରମ୍, ୨୯।୧୦: ଇସ୍ରାଏଲ-ହମାସ ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏହି ସମୟରେ ପାଲେଷ୍ଟାଇନକୁ ସମର୍ଥନ କରି କେରଳରେ ଏକ ରାଲିର ଆୟୋଜନ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା…
କୋଚିରେ ଏକ ଖ୍ରୀଷ୍ଟିଆନ୍ ପ୍ରାର୍ଥନା ସଭାରେ ୫ ବିସ୍ଫୋରଣ: ଜଣେ ମୃତ, ୨୩ ଆହତ
କୋଚି,୨୯।୧୦: କେରଳର କୋଚିରେ ଏକ କନ୍ଭେସନ(ସମ୍ମିଳନୀ) ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଠାରେ ଗୋଟିଏ ପରେ ଗୋଟିଏ ୫ ବିସ୍ଫୋରଣ ଘଟିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ରୁ…
ଦିଓ୍ବାଲୀ ପୂର୍ବରୁ ୧୫୦ଟପିବ ପିଆଜ, ଜାଣନ୍ତୁ ଆପଣଙ୍କ ସହରରେ କେତେ…
ନୂଆଦିଲ୍ଲୀ,୨୯।୧୦: ଦିଓ୍ବାଲୀ ବେଳକୁ କନ୍ଦାଇବ ପିଆଜ। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଦୁଇ ଦୁଇ ଥର ବଢିଲାଣି ପିଆଜ ଦର। ଗତ କିଛି ଦିନ ମଧ୍ୟରେ ପିଆଜ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶର କେତେକ ସ୍ଥାନରେ ପିଆଜ…
ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଦେଶବାସୀ: ମନ କି ବାତରେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୯।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୬ ତମ ଏପିସୋଡ ରବିବାର ପ୍ରସାରିତ ହୋଇଥିଲା। ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥିଲେ। ମନ କି ବାତ ଅଲ ଇଣ୍ଡିଆ ରେଡିଓରେ ସିଧା…
KAZIND-2023ରେ ଶକ୍ତି ପ୍ରଦର୍ଶନ କରିବ ଭାରତ
ନୂଆଦିଲ୍ଲୀ,୨୯।୧୦: ଶକ୍ତି ପ୍ରଦର୍ଶନ କରିବ ଭାରତ। ସୋମବାର ଠାରୁ ଭାରତ ଏବଂ କାଜାକିସ୍ତାନ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ହେବାକୁ ଯାଉଛି। ଏହି ମିଳିତ ଯୁଦ୍ଧାଭ୍ୟାସର ନାଁ ରହିଛି KAZIND-2023। କାଜାକିସ୍ତାନର ଓଟାରରେ ଏହା ଆୟୋଜିତ ହେବାକୁ ଯାଉଛି। ୩୦ ଅକ୍ଟୋବରରୁ ୧୧ନଭେମ୍ବର…
କଳା-ହଳଦିଆ ଟ୍ୟାକ୍ସି ମୁମ୍ବାଇ ରୋଡରୁ ହଟିବ, ୬୦ ବର୍ଷର ଇତିହାସ ହେବ ଶେଷ…
ମୁମ୍ବାଇ,୨୮।୧୦ : ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ…
ଇଣ୍ଟରନେଟ୍ରୁ ସୂଚନା କିମ୍ବା ଡାଟା ଲିକ୍ କଲେ ଏଣିକି ପଡ଼ିବେ ଧରା
ନୂଆଦିଲ୍ଲୀ,୨୮ା୧୦: ପ୍ରତିରକ୍ଷା କ୍ଷେତ୍ର ତଥା ଅନ୍ୟାନ୍ୟ ରଣନୀତିକ କ୍ଷେତ୍ରକୁ ଶତ୍ରୁମାନଙ୍କଠାରୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରମୁଖ ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଇସ୍ରୋ ଏହି…
ଚପରାସୀ ପଦବୀ ପାଇଁ ଇଞ୍ଜିନିୟରିଂ ପିଲାଙ୍କ ଲମ୍ବା ଲାଇନ, ସୋସିଆଲ ମିଡ଼ିଆରେ ଭାଇରାଲ…
ଥିରୁଭାନନ୍ତପୁରମ,୨୮।୧୦ : ବେକାର ଯୁବବର୍ଗମାନେ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଚାକିରି ଖୋଜିବାରେ ବ୍ୟସ୍ତ, କିନ୍ତୁ ଯେତେବେଳେ ଲୋକମାନେ ସେମାନଙ୍କର ଯୋଗ୍ୟତାଠାରୁ ବହୁତ କମ ଯୋଗ୍ୟତାର ଚାକିରି ପାଇଁ ଆବେଦନ କରିବା ଆରମ୍ଭ କରନ୍ତି ସେତେବେଳେ ଏହାସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ସେମାନେ କେବଳ…
ରେଳବାଇକୁ ୬୦ ହଜାର ଜରିମାନା, ୧୩ ଘଣ୍ଟା ବିଳମ୍ବର ଦଣ୍ଡାଦେଶ…
ଏର୍ନାକୁଲମ,୨୮।୧୦ : ଅକ୍ଟୋବର 28 ରେ, କେରଳର ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ରେଳବାଇକୁ ଟ୍ରେନ ବିଳମ୍ବ ହୋଇଥିବା ନେଇ ଜଣେ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଭାରତୀୟ ରେଳବାଇକୁ ୧୩…
କତାରରେ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ପଛରେ ହମାସ ? ଇସ୍ରାଏଲ ସହିତ ବନ୍ଧୁତା ପାଇଁ ମିଳିଲା ସଜା!
ନୂଆଦିଲ୍ଲୀ,୨୮ା୧୦: ଭାରତୀୟ ନୌସେନାର ଆଠ ପୂର୍ବତ୍ତନ ଅଧିକାରୀଙ୍କୁ କତାରରେ ମୃତ୍ୟୁଦଣ୍ଡ ସଜା ଦିଆଯାଇଛି। କତାରରେ ଗୋଇନ୍ଦା ବୃତି କରିବା ଅଭିଯୋଗରେ ଅଧିକାରୀମାନଙ୍କୁ ଏହି ସଜା ମିଳିଛି। ସେମାନଙ୍କର ଜାମିନ ଆବେଦନ ଅନେକ ଥର ଖାରଜ ହୋଇସାରିଛି। କାତାରର ଏକ କୋର୍ଟ ଗୁରୁବାର…
ନିଜ ପସନ୍ଦର ପୁଅଙ୍କୁ ବିବାହ କରିବା ଯୁବତୀଙ୍କର ଅଧିକାର, ପରିବାର କରିପାରିବେନି ଆପତ୍ତି ,ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ନୂଆଦିଲ୍ଲୀ,୨୮।୧୦ : ଯଦି କୌଣସି ଯୁବତୀ ଜଣେ ପୁଅକୁ ପସନ୍ଦ କରନ୍ତି ତା’ହେଲେ ସେହି ପୁଅକୁ ବିବାହ କରିବାର ଅଧିକାର ତାଙ୍କର ଅଛି। ପରିବାର ମଧ୍ୟ ଏଥିରେ ଆପତ୍ତି କରିପାରିବେ ନାହିଁ। ସମ୍ବିଧାନ ଅନୁଯାୟୀ, ଯୁବତୀଙ୍କର ନିଜ ପସନ୍ଦର ପୁଅକୁ ବିବାହ…

