ଜାତୀୟ

ଜାତିଗତ ଜନଗଣନା ଏକ ନିର୍ବାଚନୀ ରାଜନୀତି, ଦେଶର କରିବ ବିଭାଜନ: ଅନୀଲ ବିଜ୍‌…

ଚଣ୍ଡିଗଡ଼,୭।୧୦ : ଜାତିଗତ ଜନଗଣନା ନେଇ ଭାଜପା ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍‌ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜାତିଗତ ଜନ ଗଣନା ଦେଶକୁ ଏକଜୁଟ କରିବା ପରିବର୍ତ୍ତେ ଦେଶକୁ ବିଭାଜନ କରିବା ପାଇଁ…

ଏପରି ସାଧ୍ୱୀ ଥିଲେ ପାପୀଙ୍କର କୌଣସି ଆବଶ୍ୟକତା ନାହିଁ: ନିରଞ୍ଜନଙ୍କୁ ମହୁଆଙ୍କ କଟାକ୍ଷ…

କୋଲକାତା,୭।୧୦: ତୃଣମୂଳ କଂଗ୍ରେସ (ଟିଏମସି) ପ୍ରତିନିଧିମାନେୀ ଦିଲ୍ଲୀରେ ରାଷ୍ଟ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଟିଏମସି ଏମପି ମହୁଆ ମୋଇତ୍ର ଭାଜପା ନେତାଙ୍କ ଉପରେ ଦୋଷାରୋପ କରି କହିଛନ୍ତି ସାଧ୍ୱୀ ବୈଠକ ପାଇଁ ସମୟ ଦେଇ…

ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଡାକ୍ତରଙ୍କ ପ୍ରେସକ୍ରିପଶନରେ ନ ରଖିବାକୁ ପରାମର୍ଶ ଦେଲେ ଚିକିତ୍ସା ବିଶେଷଜ୍ଞ

ନୂଆଦିଲ୍ଲୀ,୭।୧୦: ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଏକ ପ୍ରେସକ୍ରିପଶନ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କାରଣ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଏହି ଔଷଧ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ତେବେ ଏହି…

ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ,୭।୧୦: ବିଏସପିର ପୂର୍ବତନ ନେତା ଇମ୍ରାନ୍‌ ମସୂଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଶନିବାର ସଂଗଠନର ମହାସଚିବ କେସି ଭେଣୁଗୋପାଳ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଇମ୍ରାନ୍‌ ମସୂଦ ପୂର୍ବରୁ କଂଗ୍ରେସରେ ହିଁ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଦେଇଥିଲେ।…

ଆଉ ନିଦରୁ ଉଠିବେନି ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରାୟାନ ୩ ମିଶନ ଶେଷ ହେବା ନେଇ ସଙ୍କେତ ଦେଲେ ପୂର୍ବତନ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୭।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଆଇଏସଆରଓ)ର ପୂର୍ବତନ ଚେୟାରମ୍ୟାନ ଏସ କିରଣ କୁମାର କହିଛନ୍ତ, ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସକ୍ରିୟ ହେବାର କୌଣସି ଆଶା ଦେଖାଯାଉ ନାହିଁ। ତେବେ ଅନୁମାନ କରାଯାଉଛି କି, ସେ ଚନ୍ଦ୍ରାୟାନ…

ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼ ଭୂମିକା…

ରେଲଓ୍ବେ ବୋର୍ଡରେ କାମ କରୁଥିବା ମହିଳାମାନେ କରିପାରିବେ ବିଭାଗ ପରିବର୍ତ୍ତନ, ଭାରତୀୟ ରେଲଓ୍ବେ ବୋର୍ଡ ଦେବ ବଡ ସୁଯୋଗ

ନୂଆଦିଲ୍ଲୀ,୭।୧୦: ରେଲଓ୍ବେ ମହିଳା ଚାଳକ ଏବଂ ଟ୍ରାକ ରକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲୱେ ବୋର୍ଡ ମହିଳାଙ୍କର ଚାକିରିର ବିଭାଗ ପରିବର୍ତ୍ତନ କରାଇବା ପାଇଁ ଆଲୋଚନା କରୁଛି। ତେବେ ରେଲଓ୍ବେରେ ନିଯୁକ୍ତ ମହିଳାଙ୍କର ଏକକାଳୀନ ବିକଳ୍ପ ଦେବାର ଦାବି…

ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମିଳିଲା ବୋମା ଧମକ

ମୁମ୍ବାଇ,୭।୧୦: ମୁମ୍ବାଇ ପୋଲିସକୁ ଗୁରୁବାର ଏକ ମେଲ ପଠାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଏହା ହେଉଛି ସେହି ଷ୍ଟାଡିୟମ, ଯେଉଁଠାରେ ଅଧିକାଂଶ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ସେଠାରେ…

ଇଣ୍ଡିଆ-ଭାରତ ବିବାଦ: ‘ଇଣ୍ଡିଆ’ ଶଦ୍ଦ ଭଲ ନ ଲାଗୁଥିଲେ ‘ହିନ୍ଦୁ’ ଶଦ୍ଦକୁ ବି କରନ୍ତୁନି ବ୍ୟବହାର, ଭାଜପାକୁ କଟାକ୍ଷ କଲେ ଥରୁର

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆ-ଭାରତକୁ ନେଇ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଭାଜପାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଇଣ୍ଡିଆ ଶବ୍ଦକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ନିଜକୁ ହିନ୍ଦୁ ବୋଲି କହିବାକୁ ପଛଘୁଞ୍ଚା…

ପୋଷ୍ଟର ବିବାଦ: କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୭।୧୦: ଭାଜପା ନେତା ମୁଖତାର ଅବ୍ବାସ ନକବି ଶନିବାର ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛନ୍ତି। ନିକଟରେ କେରଳ କଂଗ୍ରେସ ୟୁନିଟ ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ ଶାସକଙ୍କୁ ପ୍ରଧାନମନ୍ତ୍ରୀ…

ନୁହର କେଏମପି ଏକ୍ସପ୍ରେସ-ଓ୍ବେରେ ବଡ ଧରଣର ସଡକ ଦୁର୍ଘଟଣା

ନୁହ,୭।୧୦: ନୁହର ରୋଜକା ମେଓ ପୋଲିସ ଷ୍ଟେସନ ପରିସରରେ କେଏମପିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରାସ୍ତାରେ ଏକ ଭଙ୍ଗା ଟ୍ରକ ଠିଆ ହୋଇଥିଲା ବେଳେ ଏହାର ମରାମତି କାମ ଚାଲିଥିଲା ଏହି ସମୟରେ…

ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା ବିବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri