ଜାତୀୟ

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧୦: କରୋନା ଅବଧି ପରଠାରୁ ଦେଶରେ ଛାଡପତ୍ର ଏବଂ ଘରୋଇ ହିଂସା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରତିଦିନ ଏଭଳି ମାମଲା ଦେଶର ବିଭିନ୍ନ କୋର୍ଟରେ ପଞ୍ଜୀକୃତ ହେଉଛି। ଏକ ଛାଡପତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଛାଡପତ୍ର…

ରାଜ୍ୟର ମହିଳାଙ୍କୁ ଦିଆଯିବ ଦୁଇଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ଦୀପାବଳିଠାରୁ ଶୁଭାରମ୍ଭ…

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ଦୁଇଟି ଲେଖାଏ ମାଗଣା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦେବା ଉପରେ ମଙ୍ଗଳବାର ଯୋଗୀ କ୍ୟାବିନେଟ ମୋହର ମାରିଛନ୍ତି। ତେବେ ଭାଜପା ଗତ ନିର୍ବାଚନ ସମୟରେ ଦଳର ଘୋଷଣାପତ୍ରରେ ମହିଳାଙ୍କ…

ମଣିପୁରରେ ମିଆଁମାର ସୀମା ନିକଟରେ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କଲେ ଉଗ୍ରବାଦୀ

ନୂଆଦିଲ୍ଲୀ,୩୧।୧୦: ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ମିଆଁମାର ସୀମାକୁ ଲାଗିଥିବା ଏକ ଅଞ୍ଚଳରେ କିଛି ଉଗ୍ରବାଦୀ ମିଶି ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା କରିଛନ୍ତି। ଏହି ଘଟଣା ଟେଙ୍ଗନୋପାଲ ଜିଲ୍ଲାର ମୋରେହରେ ଘଟିଛି। ଏଠାରେ…

ଆପଲ୍ ଆଇଫୋନ୍ ହ୍ୟାକିଂ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୧/୧୦: ମଙ୍ଗଳବାର କେନ୍ଦ୍ର ସରକାର ବିରୋଧୀଙ୍କ ଆପଲ୍ ଆଇଫୋନ୍ ହ୍ୟାକିଂ ଦାବିକୁ ଖାରଜ କରିଛନ୍ତି। ଏହା ସହିତ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅଶ୍ୱିନ୍ ବୈଷ୍ଣବ କହିଛନ୍ତି ଯେ କିଛି ସହକର୍ମୀ ଆପଲ୍…

ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ ଯୁବକ: ଘଟିଲା ଏମିତି, ଦେଖନ୍ତୁ ହୃଦୟଥରା ଭିଡିଓ

ଗୁରୁଦାସପୁର,୩୧।୧୦: ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରିବା ମହଙ୍ଗା ପଡିଛି। ଏଥିରେ ଜଣେ ୨୯ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ଗୁରୁଦାସପୁର ଜିଲାର ଏକ ଗ୍ରାମୀଣ କ୍ରୀଡା ଇଭେଣ୍ଟରେ ଏହା ଘଟିଛି। ଏହି ଘଟଣାର ଯନ୍ତ୍ରଣାଦାୟକ ଭିଡିଓ ସୋସିଆଲ…

ଆୟଉତ୍ସ ପ୍ରକାଶ କରିବେ ସମସ୍ତ ରାଜନୈତିକ ଦଳ, କାଏମ ରହିବ ୨୦୧୯ ରାୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧/୧୦: ରାଜନୈତିକ ଦଳ ମାନଙ୍କର ଆୟଉତ୍ସ ପ୍ରକାଶ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସରକାରଙ୍କ ପକ୍ଷ ଏବଂ ଅପିଲକାର୍ତ୍ତାଙ୍କ ପକ୍ଷ ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ୨୦୧୯ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଯେଉଁଥିରେ ସମସ୍ତ ରାଜନୈତିକ ଦଳ…

ଭାରତ ଉପରେ ଅଭିମାନ କଲା ଇସ୍ରାଏଲ! ବଡ଼ ବୟାନ ଦେଲେ ନେତାନ୍ୟାହୁ

ନୂଆଦିଲ୍ଲୀ,୩୧/୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ବିରାମ ଲଗାଇବାକୁ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଆସିଥିଲା। ଭାରତ ଏହି ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିନଥିଲା। ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ସୋମବାର…

ଆସନ୍ତା ୨୫ ବର୍ଷ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଏକତା ନଗରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା…

ଫୋନ ପାଇଁ ୧୫ କି.ମି. ରାସ୍ତାରେ ଘୋଷାଡିଲେ ଲୁଟେରା, ବିଟେକ୍‌ ଛାତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ସାମ୍ନାକୁ ଆସିଲା ଗାଜିଆବାଦ ଘଟଣାର ପୂରା ଭିଡିଓ…

ଗାଜିଆବାଦ, ୩୧।୧୦: ଗାଜିଆବାଦର ଏକ ଅଟୋ ରିକ୍ସାରେ ଯାତ୍ରା କରୁଥିବା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ କିର୍ତ୍ତି ସିଂ (୧୯) ଗତ ଶୁକ୍ରବାର ଲୁଟ୍‌ର ଶିକାର ହୋଇଥିଲେ। କିର୍ତ୍ତି ଏବଂ ତାଙ୍କ ସାଙ୍ଗ ୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା…

ଖୁସି ଖବର: ବିନା ଭିଜାରେ ଯାଇହେବ ଥାଇଲ୍ୟାଣ୍ଡ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ/ବ୍ୟାଙ୍କକ୍‌,୩୧।୧୦: ଭାରତରୁ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଥାଇଲ୍ୟାଣ୍ଡ ଯିବା ପାଇଁ ସେମାନଙ୍କୁ ଆଉ ଭିଜା ଦରକାର ହେବ ନାହିଁ । ଥାଇଲ୍ୟାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ…

ଭାଜପାରେ ଏଣ୍ଟ୍ରି ହେଉଛି ସଚ୍ଚିନ ପାଇଲଟ କ୍ୟାମ୍ପ

ଜୟପୁର,୩୧।୧୦: ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏହାପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଟିକେଟ ନ ପାଇ କ୍ରୋଧିତ ନେତାମାନେ ଭାରତୀୟ ଜନତା ପାର୍ଟି (ଭାଜପା) ରେ ପ୍ରବେଶ କରିଛନ୍ତି। ସେମାନଙ୍କ…

ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି , ୪ ସପ୍ତାହ ପାଇଁ ମିଳିଲା ଜାମିନ

ଅମରାବତୀ,୩୧।୧୦: ଦକ୍ଷତା ବିକାଶ ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟର ଓକିଲ ସୁନକାରା କୃଷ୍ଣମୂର୍ତ୍ତି ଏହି ସୂଚନା ଦେଇଛନ୍ତି। ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?