ମଣିପୁରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୧
ଇମ୍ଫାଲ,୫।୧୧: ରବିବାର ଅପରାହ୍ନ ପ୍ରାୟ ୫ଟା ୪୨ ରେ ମଣିପୁରରେ ୩.୧ ତୀବ୍ରତାରର ଏକ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି। ରାଜ୍ୟର ଚୁରାଚାନ୍ଦପୁରରେ ଏହି ଭୂକମ୍ପ ଘଟିଥିଲା ଯାହାର ଗଭୀରତା ୩୦…
ସେନାବାହିନୀର ମହିଳା କର୍ମଚାରୀମାନଙ୍କ ଲାଗି ମାତୃତ୍ୱକାଳୀନ ଛୁଟି ଅବଧିକୁ ବୃଦ୍ଧି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୫।୧୧: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସେନାବାହିନୀର ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀର ମହିଳା ଯୋଦ୍ଧାମାନଙ୍କ ପାଇଁ ମାତୃତ୍ୱ, ଶିଶୁଯତ୍ନ ଏବଂ ପୋଷ୍ୟ ଶିଶୁ ଲାଳନପାଳନ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ ନିୟମ ଏହି ବର୍ଗର…
ପ୍ରତିରକ୍ଷା କ୍ଷେତ୍ରରେ ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ, ଭାରତରେ ରକେଟ ନିର୍ମାଣ କରିବ ବିଦେଶୀ କମ୍ପାନୀ
ନୂଆଦିଲ୍ଲୀ,୫/୧୧: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ବଡ ନିବେଶକୁ ସରକାର ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପାତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡ଼ିଆଇ) କୁ ମଞ୍ଜୁରୀ ଦେଇଛନ୍ତି। ଏହି ନିବେଶ ପରେ ଭାରତରେ…
ମାଗଣା ବିଜୁଳି, କୃଷକଙ୍କ ଋଣ ଛାଡ, ନିର୍ବାଚନ ରାଜ୍ୟରେ କଂଗ୍ରେସର ବଡ ଘୋଷଣା
ନୂଆଦିଲ୍ଲୀ,୫।୧୧: ଆଗାମୀ ଦିନରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ସର୍ବସାଧାରଣ ଭୋଟ ପାଇବା ପାଇଁ କଂଗ୍ରେସ-ଭାଜପା ସେମାନଙ୍କ ମନିଫେଷ୍ଟୋରେ ଅନେକ ପ୍ରତିଶୃତି ଦେଇଛି। କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡବାସୀଙ୍କୁ…
କେଦାରନାଥ ଦର୍ଶନ କଲେ ରାହୁଲ ଗାନ୍ଧୀ: ମନ୍ଦିର ପ୍ରାଙ୍ଗଣରେ ଲାଗିଲା ମୋଦି-ଜୟ ଶ୍ରୀରାମ ନାରା
ଡେରାଡୁନ,୫।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ କରିଛନ୍ତି। ରାହୁଲ ଭିଆପତ ହେଲିପ୍ୟାଡ୍ ନ ପହଞ୍ଚି ସାଧାରଣ ଯାତ୍ରୀଙ୍କ ହେଲିପ୍ୟାଡ୍ରେ ପହଞ୍ଚିଥିଲେ। ସେଠାରୁ ପାଖାପାଖି ଅଧ କିଲୋମିଟର ପାଦରେ ଚାଲି ଚାଲି ମନ୍ଦିର ନିକଟରେ ପହଞ୍ଚିଥିଲେ।…
ମଧ୍ୟପ୍ରଦେଶରେ କଂଗ୍ରେସକୁ ଚାଲୁ ପାର୍ଟି କହିଲେ ଅଖିଳେଶ ଯାଦବ, ‘ଆମକୁ ଧୋକା ଦେଇଛି.. ଆପଣଙ୍କୁ ମଧ୍ୟ..’
ମଧ୍ୟପ୍ରଦେଶ,୫/୧୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟପ୍ରଦେଶ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଏବଂ ଭାଜପକୁ କରିଛନ୍ତି। ଅଖିଳେଶ ସିଧାସଳଖ ଲୋକମାନଙ୍କୁ ଅପିଲ କରିଛନ୍ତି କଂଗ୍ରେସକୁ ଭୋଟ୍ ନ ଦେବାକୁ। ସେ କହିଛନ୍ତି ‘କଂଗ୍ରେସ ଏକ ଚାଲୁ ପାର୍ଟି…
‘କରପଶନ ହାଜ ମେନି ଫାଦର୍ସ…’ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୫।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମହାଦେବ ବେଟିଂ ଆପ ମାମଲା ସହ ଜଡିତ ଜଣେ ବ୍ୟକ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ଦେବା ଦାବି ଉପରେ ଭାଜପା ଆକ୍ରମଣାତ୍ମକ ଢଙ୍ଗ ଦେଖାଇଛି। ଏହି କ୍ରମରେ ରବିବାର ଦିଲ୍ଲୀରେ ଅନୁଷ୍ଠିତ ଭାଜପା ସାମ୍ବାଦିକ…
ରାସ୍ତା ନିର୍ମାଣ ହେବାର କିଛି ମିନିଟ୍ ନ ହେଉଣୁ ଚୋରାଇ ନେଇଗଲେ ଗ୍ରାମବାସୀ; ଦୁଇ ଘଣ୍ଟା ପରେ ଠିକାଦାର ଫେରିବା ପରେ ଉଡିଗଲା ହୋସ…
ସାଧାରଣତଃ ଚୋରିକୁ ନେଇ ଚକିତ କଲାଭଳି ଘଟଣା ଶୁଣିବାକୁ ନଚେତ ଦେଖିବାକୁ ମିଳିଥାଏ। କାରଣ ସବୁଥିରେ ଚୋର ବେଶ ଚତୁରତାର ସହ ଚୋରି କରିଥାଏ। ଏବେ ସେଭଳି ଏକ ଘଟଣାକ୍ରମରେ ଗ୍ରାମବାସୀମାନେ ପୁରା ରାସ୍ତାକୁ ଚୋରି କରି ନେଇଯାଇଥିବା ଘଟଣା ସାମ୍ନାକୁ…
୬ ବର୍ଷ ପାଇଁ ଦଳରୁ ବହିଷ୍କୃତ ହେଲେ ୩୫ ଭାଜପା ନେତା
ଭୋପାଳ,୫।୧୧: ପରିଶେଷରେ, ଭାରତୀୟ ଜନତା ପାର୍ଟି(ଭାଜପା) ଦଳର ଅଧିକୃତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ୨୦୨୩ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେତାମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ବହୁ ପୂର୍ବତନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ…
ମାଗଣା ରାଶନ ଯୋଜନା ବଢ଼ାଇଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା ଏହା ଆର୍ଥିକ ସଙ୍କଟର ଇଶାରା
ନୂଆଦିଲ୍ଲୀ,୫/୧୧: ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରିବା ପରେ କଂଗ୍ରେସ ଏହି ନିଷ୍ପତିକୁ କଟାକ୍ଷ କରିଛି। କଂଗ୍ରେସ କହିଛି ଯେ, ସରକାରଙ୍କ ଏହି ନିଷ୍ପତି…
ନୀତିଶଙ୍କୁ ‘ପଲଟୁରାମ’ ଆଖ୍ୟା ଦେଲେ ଅମିତ ଶାହା
ପାଟନା,୫।୧୧: ବିହାରର ମୁଜାଫରପୁରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ବିହାରର ଲୋକଙ୍କୁ ଛଠ ପର୍ବର ଶୁଭେଚ୍ଛା ଜଣାଉଛି। ମୁଁ…
ଜେଲରୁ ମୁକୁଳିବା ପରେ ଆତଙ୍କବାଦୀଙ୍କ ଗୋଡରେ ବନ୍ଧାଗଲା ପାଉଁଜି ଭଳି ଟ୍ରାକର…
ଶ୍ରୀନଗର,୫।୧୧ : ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ଟିମ କ୍ରମାଗତ ଭାବରେ ସେମାନଙ୍କ ହାଇ-ଟେକ ଟେକ୍ନୋଲୋଜି ମାଧ୍ୟମରେ ପୋଲିସ ସିଷ୍ଟମକୁ ମଜବୁତ କରୁଥିବା ଦେଖାଯାଉଛି। ଏପରିସ୍ଥଳେ ଜମ୍ମୁ-କଶ୍ମୀର ପୋଲିସ ଅପରାଧୀଙ୍କ ରିଅଲ ଟାଇମ ଟ୍ରାକିଂ ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଜିପିଏସ…

