ଜାତୀୟ

ମଙ୍ଗଳବାରଠୁ ଆରମ୍ଭ ହେବ ଜଳ ଦୀପାବଳି – “ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା ଅଭିଯାନ”

ନୂଆଦିଲ୍ଲୀ,୬।୧୧: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ମହତ୍ତ୍ୱାକାଂକ୍ଷୀ ଯୋଜନା ଅଟଳ ମିଶନ ଫର ରିଜୁଭିନେସନ୍‌‌ ଆଣ୍ଡ୍‌‌ ଅର୍ବାନ ଟ୍ରାନ୍ସଫରମେସନ୍‌‌ (ଅମୃତ) ଅଧୀନରେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଘଟଖଗ) ସହଭାଗିତାରେ ‘ଜଳ ପାଇଁ ମହିଳା, ମହିଳାଙ୍କ…

ଲଞ୍ଚ ହେଲା ‘ଭାରତ ଅଟା’: କିଲୋ ମାତ୍ର ୨୭ ଟଙ୍କା ୫୦ ପଇସାରେ ଅଟା ବିକିବେ ସରକାର

ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ବଢୁଥିବା ଦରଦାମ୍ ମଧ୍ୟରେ ଉପଭୋକ୍ତା ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ସୋମବାର ଠାରୁ ରିହାତି ଦରରେ ଅଟା ବିକିବା ଆରମ୍ଭ ହୋଇଛି। ଏହି ଅଟା ଦେଶ ବିଭିନ୍ନ ସ୍ଥାନରେ ଗହମ ଠାରୁ ମଧ୍ୟ…

‘ରାଜ୍ୟପାଳ ନିର୍ବାଚିତ ପ୍ରତିନିଧି ନୁହନ୍ତି: ବିଲ୍ ପାସ୍ ହେବାରେ ବିଳମ୍ବ କାହିଁକି ହେଉଛି’, ପଞ୍ଜାବ ମାମଲାରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୧୧: ପଞ୍ଜାବ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ଶୁଣାଣି କରି ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ପଞ୍ଜାବ ସରକାର ଦାଖଲ କରିଥିବା ପିଟିସନର ଶୁଣାଣି କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ପାରିତ ହୋଇଥିବା ବିଲ୍ ଗୁଡିକ ରାଜ୍ୟପାଳଙ୍କ…

ନାବାଳିକାଙ୍କୁ ବଳାତ୍କାର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ରାଏବରେଲିର ଖିରୋ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୯ ବର୍ଷୀୟ ବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବା…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ଯୋଗୀ ସରକାର

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ପ୍ରଦେଶର…

ଦିଲ୍ଲୀ-ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ, ରିକ୍ଟର ସେଲରେ ତୀବ୍ରତା ୫.୨

ନୂଆଦିଲ୍ଲୀ,୬/୧୧: ଉତ୍ତର ଭାରତଏର ପୁଣି ଭୂକମ୍ପ ଝଟକା। ସୋମବାର ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର କେନ୍ଦ୍ରବିନ୍ଦୁ ନେପାଳରେ ରହିଥିବା କୁହାଯାଉଛି। ଗତ ଚାରି ଦିନରେ ଏହା ଦ୍ୱିତୀୟ ଭୂମିକମ୍ପ। ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା…

ଦିଲ୍ଲୀରେ ବଢୁଛି ପ୍ରଦୂଷଣ: ଦଶମ, ଦ୍ୱାଦଶକୁ ଛାଡି ସବୁ କ୍ଲାସ୍‌ ହେବ ଅନଲାଇନ୍‌ରେ ପଢା

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଦଶମ ଏବଂ ଦ୍ୱାଦଶ ବ୍ୟତୀତ ସମସ୍ତ ଶ୍ରେଣୀକୁ ଅନଲାଇନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସପ୍ତାହ ଅର୍ଥାତ୍‌ ୧୦ ନଭେମ୍ବର ପର୍ଯ୍ୟନ୍ତ ଏବେ ଦିଲ୍ଲୀରେ କେବଳ…

ଯାନ୍ତ୍ରୀକ ତ୍ରୁଟି ହେତୁ ଫେରିଲା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର

ଅମରାବତୀ,୬।୧୧: ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାନ୍ତ୍ରୀକ ତ୍ରୁଟି ଯୋଗୁ ତେଲଙ୍ଗାନାର ସେହି ସ୍ଥାନକୁ ଫେରି ଆସିଛି, ଯେଉଁଠାରୁ ଏହା ଉଡାଣ ଆରମ୍ଭ କରିଥିଲା। ଏଥିରେ ନିର୍ବାଚନ ପ୍ରଚାର ପାଇଁ କେସିଆର ଦେବାକାଦରା ଯାଉଥିଲେ।…

ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା ମାମଲା: ଧରାପଡ଼ିଲେ ଅଭିଯୁକ୍ତ

ବେଙ୍ଗାଲୁରୁ,୬।୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଖଣି ଓ ଭୂତତ୍ତ୍ୱ ବିଭାଗର ୩୭ ବର୍ଷିୟା ଉପନିର୍ଦ୍ଦେଶିକା ପ୍ରତିଭାଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ଛୁରି ଭୁସି ହତ୍ୟା କରିଥିଲେ। ବେଙ୍ଗାଲୁରୁ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ…

ଭଉଣୀଙ୍କଠାରୁ ଆଶୀର୍ବାଦ ନେଇ ପ୍ରାର୍ଥୀପତ୍ର ଦାଖଲ କଲେ ଅଶୋକ ଗେହଲୋଟ

ଜୟପୁର,୬।୧୧: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସଦରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ହଜାର ହଜାର କଂଗ୍ରେସ କର୍ମୀ ମଧ୍ୟ ପହଞ୍ଚିଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗେହଲୋଟ…

ଦିଲ୍ଲୀ ପବନରେ ଜହର ପାଇଁ ଦାୟୀ ହରିୟାଣା: ଏଏପି-ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୬।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀର ଖରାପ ପବନ ପାଇଁ ହରିୟାଣାକୁ ଦାୟୀ କରିଛି।…

ମୁଖ୍ୟମନ୍ତ୍ରୀ ଆସନ ପାଇଁ ନାହିଁ ଲାଳସା: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୬।୧୧: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ କମଲ ନାଥ ମଧ୍ୟପ୍ରଦେଶରେ ଏକ ‘ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ’ ସରକାର ଚଳାଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ପାଖରେ ସମୟ ନ ଥିବାରୁ ବିଧାୟକ ତଥା ଲୋକଙ୍କୁ ‘ଚଲୋ, ଚଲୋ’ କହିଥିଲେ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?