ଜାତୀୟ

ଅନୁଚ୍ଛେଦ ୩୭୦ ରଦ୍ଦ ସମ୍ପୂର୍ଣ୍ଣ ଠିକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଠିକ ନିଷ୍ପତ୍ତିି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଡିତ ପାଞ୍ଚଜଣିଆ ବିଚାରପତିଙ୍କ…

ପିଲାଙ୍କ ମା’ମାନେ କରିବେ ମଧ୍ୟାହ୍ନ ଭୋଜନ ଯାଞ୍ଚ: ସରକାରଙ୍କ କଡ଼ା ନିର୍ଦ୍ଦେଶ…

ଶିମଲା,୧୧।୧୨ : ପ୍ରତିଷ୍ଠା ହେବାକୁ ଥିବା କ୍ଲଷ୍ଟର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟର ଯାଞ୍ଚ ପେଇଁ ପିଲାମାନଙ୍କର ମା’ ଏବଂ ମହିଳା ମଣ୍ଡଳଙ୍କ ସହାୟତାରେ ନିଆଯିବ। ଏନେଇ ହିମାଚଳ ପ୍ରଦେଶରେ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୩୦୦ରୁ ୫୦୦ ମିଟର…

ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫାତିମା ଓ୍ବାସିମ, ସେନା ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୧।୧୨: କ୍ୟାପଟେନ ଫାତିମା ୱାସିମ ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ସିଆଚେନ ଗ୍ଲାସିଅରରେ ଏକ ଅପରେସନ ପୋଷ୍ଟରେ ପୋଷ୍ଟ କରି ଇତିହାସ ସୃଷ୍ଟି କରିଛନ୍ତି। ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫୨୦୦ ଫୁଟ ଉଚ୍ଚରେ…

କାହା ମୁଣ୍ଡରେ ସୁନା କଳସ, କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, କଳ୍ପନାଜଳ୍ପନା ଜାରି…

ଭୋପାଳ,୧୧।୧୨ : ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ଭାଜପା ରାଜ୍ୟ ସଭାପତି ସମସ୍ତ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ଆମନ୍ତ୍ରଣ କରିଛନ୍ତି। ନିମନ୍ତ୍ରଣ ପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ…

ମହିଳାଙ୍କ ଉପରେ ଏସିଡ ଆକ୍ରମଣ: ଦେଶର ଏହି ସହରରେ ସର୍ବାଧିକ…

ନୂଆଦିଲ୍ଲୀ,୧୧।୧୨ : ମହିଳାମାନଙ୍କ ଉପରେ ଏସିଡ ଆକ୍ରମଣର ଅଧିକାଂଶ ଘଟଣା ବେଙ୍ଗାଲୁରୁରେ ଘଟିଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଗତ ବର୍ଷ ଦେଶରେ ମହିଳାଙ୍କ ଉପରେ ଏସିଡ ଆକ୍ରମଣର ସର୍ବାଧିକ ମାମଲା ପଞ୍ଜିକୃତ ହୋଇଥିଲା।…

ମଦ ନା ମହାଦେବ

ନୂଆଦିଲ୍ଲୀ,୧୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ସମ୍ପର୍କୀୟମାନଙ୍କ ମାଲିକାନାରେ ଥିବା ମଦଭାଟିଗୁଡ଼ିକରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିସାରିଲାଣି। ୨୦୧୮ ମେ’ରେ ଧୀରଜ ଉଚ୍ଚ ସଦନ ପାଇଁ କଂଗ୍ରେସରୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ବେଳେ ନିର୍ବାଚନ…

ପ୍ରତିବର୍ଷ ୪ କୋଟି ମହିଳା ପୀଡ଼ିତ

ନୂଆଦିଲ୍ଲୀ,୧୧ା୧୨: ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍‌ସେଟ୍‌ ଗ୍ଲୋବାଲ ହେଲ୍‌ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସନ୍ତାନ ଜନ୍ମ ପରେ ୩୫…

ଅନୁଚ୍ଛେଦ ୩୭୦ ପୁଣି ହେବ ଲାଗୁ, କହିଲେ ଗୁଲାମ ନବୀ…

ଶ୍ରୀନଗର,୧୧।୧୨: ଜମ୍ମୁ-କଶ୍ମୀରର ଅନ୍ୟ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଶା ପ୍ରକଟ କରିଛନ୍ତି ଅନୁଚ୍ଛେଦ ୩୭୦ ରଦ୍ଦ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଲୋକଙ୍କ ସପକ୍ଷରେ ଦେବେ। ଯେତେବେଳେ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦…

ଗୁପକର ଗ୍ରୁପର ଆଶା ପୁଣି ଫେରିବ ଅନୁଚ୍ଛେଦ ୩୭୦: ଆଜି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଜମ୍ମୁ-କଶ୍ମୀରର ଅନେକ ଦଳ ପୁରୁଣା ବ୍ୟବସ୍ଥା ପୁନଃ ସ୍ଥାପିତ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ଏଥି ସହ…

କର୍ନାଟକରେ ହେବ ମହାରାଷ୍ଟ୍ର ଭଳି ପରିସ୍ଥିତି, ଭାଙ୍ଗିଯିବ କଂଗ୍ରେସ ସରକାର: କୁମାରସ୍ବାମୀ

ନୂଆଦିଲ୍ଲୀ,୧୧।୧୨: ଜନତା ଦଳ (ସେକ୍ୟୁଲାର) ନେତା ଏଚଡି କୁମାରସ୍ବାମୀ ଦାବି କରିଛନ୍ତି ଯେ କର୍ନାଟକରେ କଂଗ୍ରେସ ସରକାର ଯେକୌଣସି ସମୟରେ ଭାଙ୍ଗିପାରେ। ସେ କହିଛନ୍ତି ଯେ କର୍ନାଟକ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ ଏବଂ ରାଜ୍ୟରେ କଂଗ୍ରେସର ଅବସ୍ଥା ମହାରାଷ୍ଟ୍ର ଭଳି…

ଆଜିର ଦିନରେ ବିଷ୍ଣୁଦେଓଙ୍କୁ କାହିଁକି ଭାଜପା ବାଛିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ୧୦ ଡିସେମ୍ବର ସହ କ’ଣ ରହିଛି ଭାଜପାର ସମ୍ପର୍କ

ନୂଆଦିଲ୍ଲୀ,୧୦।୧୨: ଛତିଶଗଡର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପରେ ବିଷ୍ଣୁଦେଓ ସାଇ ରାଜ ଭବନରେ ସମସ୍ତ ପ୍ରକ୍ରିୟା ଶେଷ କରିଥିଲେ। ଏହା ପରେ ପ୍ରଥମେ ରାୟପୁରର ଜୟ ସ୍ତମ୍ଭ ଚୌକରେ ପହଞ୍ଚିଥିଲେ। ଜୟ ସ୍ତମ୍ଭ ଚୌକ ପହଞ୍ଚିବା ବିଷ୍ଣୁଦେବ ସାଇଙ୍କ ପାଇଁ ଏହା…

ଭ୍ରଷ୍ଟାଚାର ଦୋକାନରେ ବେଇମାନ ଜିନିଷ: ଭାଜପା

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ରାଜ୍ୟ ସଭା ଏମପି ଧୀରଜ ସାହୁଙ୍କ ପରିସରରେ ହୋଇଥିବା ଚଢାଉରେ ଆୟକର ବିଭାଗ ଏପର୍ଯ୍ୟନ୍ତ ୩୧୮ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ୬ ଡିସେମ୍ବରରେ ହୋଇଥିବା ଚଢାଉ ପରେ ନୋଟ ଗଣନା ଜାରି ରହିଛି। ଏହି ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?