ଶୀତ ଆରମ୍ଭରୁ ଡରାଇଲାଣି କରୋନା! ଗତ ୨୪ ଘଣ୍ଟାରେ ୧୬୬ ନୂଆ ସଂକ୍ରମିତ
ନୂଆଦିଲ୍ଲୀ,୧୦।୧୨: ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନା ଜୀବାଣୁ ଶୀତର ଆଗମନ ସହିତ ପୁଣିଥରେ ଭାରତରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଗତ ୨୪ଘଣ୍ଟା ମଧ୍ୟରେ, ଦେଶରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୬୬ ରେକର୍ଡ କରାଯାଇଥିଲା, ଯାହା…
ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣନ୍ତୁ ଏହି ୧୦ କଥା…
ରାୟପୁର,୧୦ା୧୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଜଣେ ଆଦିବାସୀ ଚେହେରା, କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସପ୍ତାହେ ଧରି ଚାଲିଆସୁଥିବା ଚର୍ଚ୍ଚାରେ ରହିଥିଲେ। ଯଦିଓ ବିଷ୍ଣୁ ଶୀର୍ଷ ସିଏମ୍ ପୋଷ୍ଟ…
ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ
ରାୟପୁର,୧୦।୧୨: ଭାଜପା ରବିବାର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି। ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯାଇଛି। ବିଷ୍ଣୁଦେଓ ସାଏ ଭାଜପାର ଜଣେ ଭେଟେରାନ ନେତା। ସେ ୧୬ତମ…
ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ, ଦରମା ବଢିବ ୧୭ ପ୍ରତିଶତ…
ମୁମ୍ବାଇ,୧୦।୧୨ : ଅର୍ଥମନ୍ତ୍ରୀ ଭାଗବତ କରାଡ ସଂସଦରେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ସପ୍ତାହରେ ପାଞ୍ଚ ଦିନ କାର୍ଯ୍ୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଇବିଏର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଗ୍ରହଣ…
ମାୟାବତୀ ଘୋଷଣା କଲେ ନିଜର ଉତ୍ତରାଧିକାରୀ, ଜାଣନ୍ତୁ ଆକାଶ ଆନନ୍ଦ କିଏ…
ଲକ୍ଷ୍ନୌ,୧୦।୧୨: ବହୁଜନ ସମାଜ ପାର୍ଟି(ବିଏସ୍ପି) ସୁପ୍ରିମୋ ମାୟାବତୀ ରବିବାର ଦଳର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତାଙ୍କ ପରେ ପୁତୁରା ଆକାଶ ଆନନ୍ଦ ହିଁ ଦଳର ଦାୟିତ୍ୱ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଆକାଶ ଏବେ ବିଏସ୍ପିର ଜାତୀୟ ସଂଯୋଜକ…
ବରକନ୍ୟାଙ୍କ କାର୍କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍: ନବଦମ୍ପତିଙ୍କ ସମେତ ଚାଲିଗଲା ୫ ଜୀବନ
ରାୟପୁର,୧୦ା୧୨: ରବିବାର ଛତିଶଗଡ଼ର ଜାଞ୍ଜ୍ଗିର-ଚମ୍ପା ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ବରକନ୍ୟାଙ୍କ କାର୍ ସହ ଏକ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ନବଦମ୍ପତିଙ୍କ ସହ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି,…
୨୦୨୪ ଲୋକସଭା ନିର୍ବାଚନରେ ଆନନ୍ଦଙ୍କୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ମାୟାବତୀ…
ଲକ୍ଷ୍ନୌ,୧୦।୧୨ : ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଉତ୍ତରାଧିକାରୀ ଭାବରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ରବିବାର ଲକ୍ଷ୍ନୌରେ ପାର୍ଟି…
ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ କଲେ ଦ୍ୱିତୀୟ ବିବାହ, ହାଇକୋର୍ଟ ଦେଲେ ବଡ ଝଟକା…
ବେଙ୍ଗାଲୁରୁ,୧୦।୧୨ : କର୍ନାଟକରେ ହାଇକୋର୍ଟରେ ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାରେ ସ୍ତ୍ରୀଙ୍କୁ ଝଟକା ଦେବା ଭଳି ରାୟ ଦେଇଥିଲେ। କୋର୍ଟ ଭରଣପୋଷଣ ଭତ୍ତା ଆବେଦନକୁ ରଦ୍ଦ କରିଛନ୍ତି। ବାସ୍ତବରେ ଏହି ମାମଲା…
କିଏ ସେହି ଧୀରଜ ସାହୁ? ଜାଣନ୍ତୁ ତାଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା
ରାଞ୍ଚି,୧୦ା୧୨: ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବେଙ୍ଗଲରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ଏବଂ ଏହି ପରିମାଣ ବୃଦ୍ଧି ହେବାର…
ପୁତୁରା ଆକାଶ ଆନନ୍ଦଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ବିଏସପି ମୁଖ୍ୟ ମାୟାବତୀ
ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଆକାଶ ବର୍ତ୍ତମାନ ବିଏସପିର ଜାତୀୟ ସଂଯୋଜକ ମଧ୍ୟ ଅଛନ୍ତି। ୨୦୧୭ ରେ ଆକାଶଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ମାୟାବତୀ ୨୦୧୭ ରେ ଏକ…
ଛତିଶଗଡ଼ ପହଞ୍ଚିଲେ ଭାଜପା ପର୍ଯ୍ୟବେକ୍ଷକ, ଖୁବଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ
ରାୟପୁର,୧୦।୧୨: ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପାଇଁ ଛତିଶଗଡ଼ରେ ପହଞ୍ଚିଛନ୍ତି ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍। ରାଜ୍ୟରେ ପାଞ୍ଚ ବର୍ଷ ବିରୋଧୀ ଆସନରେ ବସିବା ପରେ ଦଳ କଂଗ୍ରେସକୁ ହରାଇ କ୍ଷମତାକୁ ଫେରିଛି। ରବିବାର ପୂର୍ବାହ୍ନରେ ପର୍ଯ୍ୟବେକ୍ଷକ – ଦୁଷ୍ୟନ୍ତ ଗୌତମ,…
ଭାରତୀୟଙ୍କ ଯୁବକଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଜର୍ମାନୀ ଯୁବତୀ, ହିନ୍ଦୁ ରୀତିନୀତିରେ କଲେ ବିବାହ
ଲକ୍ଷ୍ନୌ,୧୦ା୧୨: ଜଣେ ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ କରି ଭାରତର ବୋହୂ ସାଜିଛନ୍ତି। ପ୍ରାଚୀନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି ଜର୍ମାନୀ ଯୁବତୀ ଷ୍ଟିନା।…

