ଲୋକସଭା ବିଜୟ ପାଇଁ ଭାଜପାର ସି-ବର୍ଗ ସୂତ୍ର : ମୋଦି ପୁଣି ଫେରିବେ…
ନୂଆଦିଲ୍ଲୀ,୨୩।୧୨ : ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଏଥିପାଇଁ ସମସ୍ତ ଶକ୍ତିରେ ଲାଗିବାକୁ ନିବେଦନ କରିସାରିଛନ୍ତି। ଦଳ ଏହାର ଯୋଜନା ଉପରେ କାମ…
ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ଆଶଙ୍କା:ହୁତି ବିଦ୍ରୋହୀଙ୍କ ଯୋଗୁ ଆରବ ସାଗରରେ ଉତ୍ତେଜନା…
ନୂଆଦିଲ୍ଲୀ,୨୩।୧୨ : ୟେମେନର ହୁତି ବିଦ୍ରୋହୀମାନେ ଭାରତର ଭେରାଭାଲଠାରୁ ୨୦୦ ନ୍ୟୁଟିକାଲ ମାଇଲ ଦୂରରେ ଏକ ତୈଳ ଟ୍ୟାଙ୍କର୍ ଉପରେ ଡ୍ରୋନ ଆକ୍ରମଣ କରିଛନ୍ତି। ଏହି ଘଟଣା୧୮ ଡିସେମ୍ବରରେ ଘଟିଥିବା କୁହାଯାଉଛି । ଏହି ଆକ୍ରମଣରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା, କିନ୍ତୁ…
୨୦୨୩ରେ ମହିଳାମାନେ ଗୁଗ୍ଲରେ ଅଧିକ ସର୍ଚ୍ଚ କରିଛନ୍ତି ଏହି ସବୁ ଜିନିଷ, ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୨୩।୧୨: ଟେକ୍ନୋଲୋଜି, ଇଣ୍ଟରନେଟ, ଗୁଗ୍ଲ ପରି ସର୍ଚ୍ଚ ଇଞ୍ଜିନ ଆମର ନିତିଦିନଆ କାମକୁ ସହଜ କରି ଦେଇଛି। ମନରେ କିଛି ବି ପ୍ରଶ୍ନ ଥିଲେ କିଛି ବି ଦ୍ୱନ୍ଦ ଥିଲେ ଆମେ ଗୁଗ୍ଲରେ ସର୍ଚ୍ଚ କରି ସେ ବିଷୟରେ ଜାଣି ପାରୁଛୁ।…
୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର…
ଜୟପୁର,୨୩।୧୨ : ରାଜସ୍ଥାନର ଉଜ୍ୱଳା ଯୋଜନାର ହିତାଧିକାରୀମାନେ ଖୁବ ଶୀଘ୍ର ଘରୋଇ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କା ପାଇବେ। ନିକଟରେ ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା…
କିଏ ଏହି କାମିଆ ଜାନି, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ
ଭୁବନେଶ୍ୱର,୨୩।୧୨: ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି। କାମିଆ ଗୋ…
ନୂଆବର୍ଷରୁ ନୂଆ ନିୟମ, ବେଆଇନ ସିମ କାର୍ଡ କିଣିଲେ ୩ ବର୍ଷ ଜେଲ ସହିତ ୫୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୨୩।୧୨ : ନୂଆବର୍ଷରୁ ସିମ କାର୍ଡ କିଣିବା ନେଇ ନୂଆ ନିୟମ ଆସିବାକୁ ଯାଉଛି। ନୂଆ ବର୍ଷଠାରୁ ଯେକେହି ବେଆଇନ ସିମ କିଣିଲେ ତାଙ୍କୁ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। କେନ୍ଦ୍ର ସରକାରଙ୍କ…
ଇଟାର ଜବାବ ଦିଆଯିବ ପଥରରେ, ଏବେ ଆତଙ୍କବାଦକୁ କରାଯିବ ଧ୍ୱଂସ: ଭାଇରାଲ ଭିଡିଓରେ ଜୟଶଙ୍କର..
.ନୂଆଦିଲ୍ଲୀ,୨୩।୧୨: ଚାପୁଡ଼ା ଖାଇବା ପରେ ଭାରତ ଆଉ ଅନ୍ୟ ଗାଲକୁ ଦେଖାଇବ ନାହିଁ। ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହା ସ୍ପଷ୍ଟ ଭାବରେ କହିବା ସହିତ ଆତଙ୍କବାଦ ପ୍ରତି ଭାରତର ଆଭିମୁଖ୍ୟକୁ ସମଗ୍ର ବିଶ୍ୱ ସମ୍ମୁଖରେ ରଖିଛି। ଗତ ୧୦ ବର୍ଷ…
ଦଳ ପାଇଁ ତ୍ୟାଗ: ୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ‘ପ୍ରତିଜ୍ଞା’
ଭୋପାଳ,୨୩।୧୨: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ବିରଳ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି। ଏହି ସମୟରେ…
Covid Update: ଦେଶରେ ୨୪ ଘଣ୍ଟାରେ ୭୫୨ ଆକ୍ରାନ୍ତ ଚିହ୍ନଟ, ୪ ମୃତ
ନୂଆଦିଲ୍ଲୀ,୨୩।୧୨: ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୋଟିଏ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି। ସେହିଭଳି ୪ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଥିବା…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ମୃତଦେହ ନେଇଗଲେ ସାଥୀ ଆତଙ୍କବାଦୀ
ଜମ୍ମୁ,୨୩।୧୨: ଜମ୍ମୁ ଅଖନୁର ଖୋର୍ ସେକ୍ଟର ଅଞ୍ଚଳରେ ୪ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଯବାନ ଏହାକୁ ପଣ୍ଡ କରିଦେଇଛନ୍ତି। ଏପରିକି ଯବାନଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ, ୪ଜଣ…
ବିବାହ ପରଦିନଠାରୁ ସ୍ତ୍ରୀଙ୍କୁ ମାର୍ପିଟ୍ ସହ ନିର୍ଯାତନା; ମୋଟିଭେସନାଲ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ନାମରେ ଘରୋଇ ହିଂସା ଅଭିଯୋଗ
ନୂଆଦିଲ୍ଲୀ,୨୩।୧୨: ମୋଟିଭେସନାଲ ସ୍ପିକର୍, ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍ପିଟ ସହ ନିର୍ଯାତନା ଦେଉଥିବା…
୩୧ବର୍ଷ ପୂର୍ବେ ନେଇଥିଲେ ସଂକଳ୍ପ, ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ କରିବେନି ବିବାହ
ନୂଆଦିଲ୍ଲୀ,୨୩।୧୨: ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଆୟୋଜନ ପାଇଁ ଦେଶର କ୍ଷମତାଶାଳୀ ଲୋକ, ଶିଳ୍ପପତି, ବ୍ୟବସାୟୀ, ବିରୋଧୀ ଦଳର ବଡ ବଡ ନେତା…

