ଜାତୀୟ

ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ

ଯୋଧପୁର,୨୨ା୧୨: ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ମହିଳା ବର୍‌ମେରର ପୂର୍ବତନ କଂଗ୍ରେସ ବିଧାୟକ ମେଭାରାମ ଜୈନ ଏବଂ ଆର୍‌ପିଏସ୍‌ ଅଫିସର ଆନନ୍ଦ ସିଂ ରାଜପୁରୋହିତଙ୍କ ସମେତ ୯ ଜଣଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ପରେ ଯୋଧପୁରର ରାଜୀବଗାନ୍ଧୀ ନଗର ଥାନାରେ…

କେଜ୍‌ରିଓ୍ବାଲଙ୍କୁ ପୁଣି ସମନ

ନୂଆଦିଲ୍ଲୀ,୨୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୁଣିଥରେ ସମନ ଜାରି କରିଛି। ଜାନୁୟାରୀ ୩ରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ…

ହିଜାବ ବ୍ୟାନ ନିର୍ଦ୍ଦେଶକୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୨।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। ସେ କର୍ନାଟକରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ଭାଜପା ସ୍କୁଲ ଓ କଲେଜରେ ବ୍ୟାନ କରିଥିବା ହିଜାବକୁ କଂଗ୍ରେସ ସରକାର ସିଦ୍ଧରମେୟା ହଟାଇ ଦେଇଛନ୍ତି। ସେ କହିଛନ୍ତି,‘ପସନ୍ଦରେ କପଡ଼ା…

‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ

ନୂଆଦିଲ୍ଲୀ,୨୨।୧୨: ଆଉ ନାହନ୍ତି ଅମ୍ରିତାଙ୍କ ଇମ୍ରୋଜ। ଶୁକ୍ରବାର ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଇମ୍ରୋଜ ଓରଫ ଇନ୍ଦ୍ରଜିତ। ସେ ଜଣେ ଚିତ୍ରକାର ଥିଲେ। ହେଲେ ଅମ୍ରିତାଙ୍କ ପ୍ରେମ ତାଙ୍କୁ ସଜାଇଥିଲା କବି। ବଞ୍ଚିଥିବାବେଳେ ଅମ୍ରିତା-ଇମ୍ରୋଜଙ୍କ ପ୍ରେମ କେବେ ସଫଳ ହୋଇପାରି…

ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା

ନୂଆଦିଲ୍ଲୀ,୨୨।୧୨: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବଡ ନିଷ୍ପତ୍ତି ନେଇଛନ୍ତି। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ…

Jn.1 Variant: ରୋଗ ପ୍ରତିଶୋଧକ ଶକ୍ତି ଥିଲେ ବି ସଂକ୍ରମିତ କରୁଛି ନୂଆ ଭ୍ୟାରିଆଣ୍ଟ,ଏହି ୫ ଲକ୍ଷଣ ଦେଖିଲେ ହୁଅନ୍ତୁ ସାବଧାନ 

ନୂଆଦିଲ୍ଲୀ,୨୨।୧୨: ପୁଣି ଫେରିଛି କରୋନା। ଜେଏନ୍‌.୧ କୋଭିଡ-୧୯ ଭ୍ୟାରିଆଣ୍ଟ ଦେଶ ତଥା ବିଦେଶରେ ବ୍ୟାପିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଭାରତରେ ଗୁରୁବାର ୫୯୪ ନୂଆ କରୋନା-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ

ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା…

ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ

ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି,…

ଥଣ୍ଡାରୁ ବର୍ତ୍ତିବା ପାଇଁ ନିଆଁ ଜାଳି ଶୋଇଥିଲେ, ଆଉ ତାପରେ…

ହଜାରିବାଗ,୨୨ା୧୨: ଝାଡ଼ଖଣ୍ଡର ସିରସି ଗ୍ରାମରେ ଏକ ଅଘଟଣ ଘଟିଛି। ଶୋଇଥିବା ଅବସ୍ଥାରେ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାହୁଲ କୁମାର(୨୦), ଅଖିଳେଶ କୁମାର(୨୧), ପ୍ରିନ୍ସ କୁମାର(୨୦) ଏବଂ ଅର୍‌ମାନ ଅଲି(୧୯)। ସମସ୍ତଙ୍କ ଘର ବିହାରର…

ସଞ୍ଜୟ ସିଂଙ୍କୁ ଝଟକା, ମିଳିଲାନି ଜାମିନ୍‌

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଶୁକ୍ରବାର ଝଟକା ଲାଗିଛି। ସଞ୍ଜୟ ସିଂଙ୍କ ଜାମିନ୍‌ ଆବେଦନକୁ ରୌଜ୍‌ ଏଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଗୁରୁବାର ଏଏପି…

ଜ୍ୟାକଲିନଙ୍କୁ ଧମକ ଦେଲେ ସୁକେଶ

ନୂଆଦିଲ୍ଲୀ,୨୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ କିଛି ଅଣଦେଖା ପ୍ରମାଣକୁ ପ୍ରକାଶ କରିବାକୁ ଧମକ ଦେଇଛନ୍ତି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେ ସୁକେଶଙ୍କୁ ତାଙ୍କ ବିରୋଧରେ ସୂଚନା ଦେବା…

ମନୀଷ ସିସୋଡିଆଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ତାଙ୍କ ହେପାଜତ ସମୟ ବଢାଇ ଦେଇଛନ୍ତି। ତାଙ୍କୁ ଜାନୁୟାରୀ ୧୯, ୨୦୨୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ପଡିବ। ସିବିଆଇ ମୁଖ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?