ରାମ ମନ୍ଦିର ଉଦଘାଟନରେ ଯୋଗଦେବାକୁ ମନା କଲେ ୟେଚୁରୀ-ଡି ରାଜା…
ନୂଆଦିଲ୍ଲୀ,୨୫।୧୨ : କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ)ର ମହାସଚିବ ସୀତାରାମ ୟେଚୁରୀ ଆସନ୍ତା ବର୍ଷ ଜାନୁୟାରୀ ୨୨ ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର…
ମାନବ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ କିରନ ରେଡ୍ଡୀ: ଫ୍ରାନ୍ସରେ ଅଟକି ଥିବା ଯାତ୍ରୀବାହୀ ବିମାନ ସହିତ ରହିଛି ଲିଙ୍କ…
ନୂଆଦିଲ୍ଲୀ,୨୫।୧୨ : ମାନବ ଚୋରା ଚାଲାଣ ସନ୍ଦେହରେ ଫ୍ରାନ୍ସରେ ୩୦୩ ଭାରତୀୟଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଅଭିମୁଖେ ଯାତ୍ରା ବନ୍ଦ କରି ଏକ ବିମାନକୁ ଅଟକ ରଖାଯାଇଛି। ଏତେ ବଡ଼ ସଂଖ୍ୟାରେ ଘଟୁଥିବା ମାନବ ଚୋରା ଚାଲାଣର ଲିଙ୍କ ବର୍ତ୍ତମାନ ଭାରତ…
ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ୍ ଇମ୍ଫାଲ
ନୂଆଦିଲ୍ଲୀ,୨୫ା୧୨(ପି.ଟି.): ବ୍ରହ୍ମୋସ୍ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମିଶାଇଲ୍ରେ ସଜ୍ଜିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍ଏସ୍ ଇମ୍ଫାଲ ମଙ୍ଗଳବାର ନୌସେନାରେ ସାମିଲ ହେବ। ଭାରତ ମହାସାଗର ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାବେଳେ ନୌସେନାରେ ଆଇଏନ୍ଏସ୍ ଇମ୍ଫାଲ ସାମିଲ ହେଲେ ଭାରତର…
ମିମିକ୍ରି ବିବାଦକୁ ନେଇ ନିଜକୁ ପୀଡିତ ବୋଲି କହିଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୪।୧୨: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନିଜର ମିମିକ୍ରି ବିବାଦକୁ ନେଇ ଦୁଃଖ ପ୍ରକାଶ କରି ନିଜକୁ ‘ପୀଡିତ’ ବୋଲି କହିଛନ୍ତି। ରବିବାର ଭାରତୀୟ ପରିସଂଖ୍ୟାନ ସେବାର ଜଣେ ପ୍ରଶିକ୍ଷକ ଅଧିକାରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମସ୍ତ ଅପମାନର…
ଥରେ କି ଦୁଇଥର ନୁହେଁ, ହଜାରେ ଥର ଉପରାଷ୍ଟ୍ରପତିଙ୍କ ମଜା ଉଡ଼ାଇବି: ଟିଏମସି ଏମ୍ପି
ନୂଆଦିଲ୍ଲୀ,୨୪।୧୨:ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇ ବିବାଦରେ ଛନ୍ଦି ହୋଇପଡିଥିବା ଟିଏମସି ଏମ୍ପି କଲ୍ୟାଣ ବାନାର୍ଜୀ ପୁଣି ଥରେ ନିଜ ମତ ଦୋହରାଇଛନ୍ତି। ସେ କହିଛନ୍ତି, ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା…
ସୋସିଆଲ ମିଡ଼ିଆରୁ ଦୂରେଇବେ ୫୦% ୟୁଜର
ନୂଆଦିଲ୍ଲୀ,୨୪ା୧୨: ସୋସିଆଲ ମିଡିଆରେ ଭୁଲ୍ ତଥ୍ୟର ପ୍ରସାର ଯୋଗୁ ୟୁଜର ଅତିଷ୍ଠ ହୋଇପଡ଼ିଲେଣି। ଏହି କାରଣରୁ ଆଗାମୀ ୨୦୨୫ ସୁଦ୍ଧା ୫୦ ପ୍ରତିଶତ ୟୁଜର ସୋସିଆଲ ମିଡିଆରୁ ଦୂରେଇ ଯିବେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଗତ ୫ ବର୍ଷ ତୁଳନାରେ…
ଭାଷଣ ଦେଲାବେଳେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର
କାନପୁର,୨୪ା୧୨:କାନପୁର ବିଶ୍ୱବିଦ୍ୟାଳୟରେ ଜଣେ ୫୫ ବର୍ଷୀୟ ଆଇଆଇଟି ପ୍ରଫେସର ଭାଷଣ ଦେଉଥିବାବେଳେ ହୃଦ୍ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଇଆଇଟି କାନପୁର ଅଡିଟୋରିୟମରେ ସମୀର ଖଣ୍ଡେକର ନାମକ ପ୍ରଫେସର ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଉଥିବାବେଳେ ଟଳିପଡ଼ିଥିଲେ। ସେ ଉତ୍ତମ ସ୍ବାସ୍ଥ୍ୟ ଉପରେ…
ଦକ୍ଷିଣ-ପୂର୍ବ ଏସିଆ ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା, ସତର୍କ ରହିବାକୁ କହିଲା ଡବ୍ଲ୍ୟୁଏଚଓ
ନୂଆଦିଲ୍ଲୀ/ଜେନେଭା,୨୪।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ କରୋନା ଏବଂ ଇନଫ୍ଲୁଏଞ୍ଜାର ନୂତନ ସବ-ଭାରିଆଣ୍ଟ ଜେଏନ ୧ ସମେତ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତା ବୃଦ୍ଧି କରିବାକୁ ଅନୁରୋଧ କରିଛି। ହୁ ଲୋକଙ୍କୁ…
ଆନ୍ଧ୍ର ପ୍ରଦେଶରେ ଭାଜପାର ଦୁଇ ହାତରେ ଲଡୁ!
ଅମରାବତି,୨୪।୧୨: ଗତ ଲୋକ ସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଏକ ପ୍ରତିଶତରୁ କମ ଭୋଟ ପାଇଥିବା ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ଭଲ ସ୍ଥିତିରେ ଅଛି। ଏହାର କାରଣ ହେଉଛି ଯେ ରାଜ୍ୟର ଉଭୟ ମୁଖ୍ୟ ଆଞ୍ଚଳିକ…
ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ନୌସେନାରେ ସାମିଲ ହେବ ଆଇଏନ୍ଏସ୍ ଇମ୍ଫାଲ
ନୂଆଦିଲ୍ଲୀ,୨୪ା୧୨: ବ୍ରହ୍ମୋସ୍ ମିଶାଇଲ୍ରେ ସଜ୍ଜିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍ଏସ୍ ଇମ୍ଫାଲ ମଙ୍ଗଳବାର ନୌସେନାରେ ସାମିଲ ହେବ। ଭାରତ ମହାସାଗର ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବା ବେଳେ ନୌସେନାରେ ଆଇଏନ୍ଏସ୍ ଇମ୍ଫାଲ ସାମିଲ ହେଲେ ଭାରତର ସାମୁଦ୍ରିକ ସାମର୍ଥ୍ୟ ବୃଦ୍ଧି…
ସୋମବାର ମଧ୍ୟ ପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ
ଭୋପାଳ,୨୪।୧୨: ମଧ୍ୟପ୍ରଦେଶର ଡକ୍ଟର ମୋହନ ଯାଦବ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ସୋମବାର ଅପରାହ୍ନରେ ହୋଇପାରେ। ପ୍ରାୟ ୨୦ଜଣ ମନ୍ତ୍ରୀ ଅପରାହ୍ନରେ ଶପଥ ନେଇପାରନ୍ତି। ଏଥିରେ କିଛି ପୂର୍ବତନ ମନ୍ତ୍ରୀଙ୍କୁ ନୂଆ ଚେହେରା ସହିତ ସୁଯୋଗ ଦେବା କଥା। ସୂତ୍ରରୁ ପ୍ରକାଶ ଯେ…
ଜାନୁୟାରୀ ୬ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ
ନୂଆଦିଲ୍ଲୀ,୨୪ା୧୨: ଭାରତର ସୌର ଯାନ ଆଦିତ୍ୟ-ଏଲ୍୧ ଜାନୁୟାରୀ ୬ରେ ଲକ୍ଷ୍ୟସ୍ଥଳ ଲାଗ୍ରାଙ୍ଗିଆନ୍ ପଏଣ୍ଟ (ଏଲ୍୧)ରେ ପହଞ୍ଚିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍. ସୋମନାଥ ସୋମବାର କହିଛନ୍ତି। ଏହି ସ୍ଥାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ,…

