ଜୟ ଶ୍ରୀରାମ ନାରା ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦଯାତ୍ରା କରୁଛନ୍ତି ଏହି ମୁସଲମାନ ଯୁବତୀ: ଭାଇରାଲ ହେଉଛି ଭିଡିଓ
ଅଯୋଧ୍ୟା,୨୬।୧୨: ୨୨ ଜାନୁଆରୀ ୨୦୨୪ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। କାରଣ ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦୦୦ ଲୋକ ଯୋଗଦେବେ। ଏଥିପାଇଁ ଅନେକ ପ୍ରସ୍ତୁତି ଚାଲିଛି…
ଖ୍ରୀଷ୍ଟମାସରେ ପିଇଗଲେ ୧୫୪ କୋଟି ଟଙ୍କାର ମଦ
ଥିରୁଭାନନ୍ତପୁରମ,୨୬।୧୨: ଭାରତରେ ଯେକୌଣସି ପର୍ବ ପାଇଁ ପ୍ରସ୍ତୁତି ଏହା ଆସିବାର ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ଲୋକମାନେ ପର୍ବ ସମୟରେ ବହୁତ ସପିଂ କରନ୍ତି ଏବଂ ଏହାର ପ୍ରଭାବ ବଜାରରେ ମଧ୍ୟ ଦୃଶ୍ୟମାନ ହୁଏ। ଚଳିତ ବର୍ଷ ଖ୍ରୀଷ୍ଟମାସ ସମୟରେ ମଧ୍ୟ…
ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ
ଜମ୍ମୁ/ଶ୍ରୀନଗର,୨୬ା୧୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ପରେ ସେନା ୩ ଜଣଙ୍କୁ ଜେରା ପାଇଁ ଉଠାଇନେଇଥିଲା। ସେମାନଙ୍କର ମୃତଦେହ ମିଳିବା ପରେ ସୈନ୍ୟମାନେ ସେମାନଙ୍କୁ ଜେରା ବେଳେ ମାଡ଼ ମାରି ହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଥିଲେ। ନାଗରିକ…
ପ୍ରଥମ ଶିଳା ଖୋଦେଇ କରିଥିବା କାରିଗରଙ୍କୁ ଆମନ୍ତ୍ରଣ
ଲକ୍ଷ୍ନୌ,୨୬ା୧୨: ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଶିଳା ଖୋଦେଇ କରିଥିବା କାରିଗର ଅନ୍ନୁଭାଇ ସୋମପୁରା ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନ୍ନୁଭାଇଙ୍କୁ…
ଦେଶରେ ୬୩ ଜେଏନ୍.୧ ମାମଲା
ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଭାରତରେ କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଦ୍ଧା ୬୩ରେ ପହଞ୍ଚତ୍ଛି। ସେଥିରୁ କେବଳ ଗୋଆରେ ୩୪ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହରାଷ୍ଟ୍ରରେ ୯ ଜେଏନ୍.୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କର୍ନାଟକରେ ୮, କେରଳରେ…
ଜୀବନକାଳକୁ ଆକଳନ କରିପାରିବ ଏଆଇ ମଡେଲ
ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଗବେଷକମାନେ ଏଭଳି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବିକଶିତ କରିଛନ୍ତି, ଯାହା ମାନବର ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଓ ଆୟ ସମ୍ପର୍କିତ ଇତିହାସ ସମ୍ପର୍କରେ ଜଣାଇଦେବ। ଜଣେ ବ୍ୟକ୍ତିର ସମଗ୍ର ଜୀବନର ସବୁକିଛି ଏହା ପୂର୍ବାନୁମାନ କରିପାରିବ ବୋଲି…
ଟଏଲେଟ୍ ଗଲେ ସିଆଇଏସଏଫ ଅଧିକାରୀ: ଏପଟେ ବଳାତ୍କାର ଅଭିଯୁକ୍ତ ଛୁ
ଚଣ୍ଡିଗଡ,୨୬।୧୨: ପଞ୍ଜାବରେ ହୋଇଥିବା ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ବହାରେନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ଅଧିକାରୀଙ୍କ ହେପାଜତରୁ ଫେରାର ହୋଇଯାଇଛନ୍ତି। ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କୁ ଭେଦ କରି ସେ ପଳାଇ ଯାଇଥିଲେ। ସିଆଇଏସଏଫ…
ଅଟକ ଥିବା ୨୭୬ ଯାତ୍ରୀ ପହଞ୍ଚିଲେ ମୁମ୍ବାଇ
ମୁମ୍ବାଇ,୨୬।୧୨: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକି ରହିଥିବା ବିମାନରେ ଥିବା ୨୭୬ ଜଣ ଯାତ୍ରୀଙ୍କୁ ନେଇ ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ୨୭୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା…
ଏମଭି କେମ ପ୍ଲୁଟୋ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଦାବି ପରେ ଆରବ ସାଗରେ ମୁତୟନ ହେଲେ ୩ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ନୌସେନାର ଆଣ୍ଟି-ବିସ୍ଫୋରକ ଅର୍ଡାନ୍ସ ଟିମ ସୋମବାର ମୁମ୍ବାଇରେ ପହଞ୍ଚିବା ପରେ ଆରବ ସାଗରରେ ଡ୍ରୋନ ଆକ୍ରମଣର ସମ୍ମୁଖୀନ ହୋଇଥିବା ବାଣିଜି୍ୟକ ଜାହାଜ ଏମଭି କେମ ପ୍ଲୁଟୋ ବିଷୟରେ ବିସ୍ତୃତ ଯାଞ୍ଚ କରିଥିଲା। ନୌସନା ଅଧିକାରୀ କହିଛନ୍ତି ଯେ ଜାହାଜରେ…
୩ ନୂଆ କ୍ରିମିନାଲ ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୫ା୧୨: ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର…
Video: ଭୀଷଣ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନଈରେ ଏସୟୁଭି ଥାର ଚଳାଇଲେ ଡ୍ରାଇଭର
ନୂଆଦିଲ୍ଲୀ, ୨୫।୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ ଏସୟୁଭି ଥାର…
୩ ଦିନ ପରେ ଉଡାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ, ଧନ୍ୟବାଦ ଜଣାଇଲା ଭାରତ
ନୂଆଦିଲ୍ଲୀ,୨୫।୧୨: ଫ୍ରାନ୍ସରେ ଅଟକିଥିବା ବିମାନ ସୋମବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନକୁ ପ୍ୟାରିସ ନିକଟ ବିମାନବନ୍ଦରରେ ଅଟକା ଯାଇଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ଏଥିରେ…

