Posted inଜାତୀୟ

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍‌ ଇମ୍ଫାଲ

ନୂଆଦିଲ୍ଲୀ,୨୪ା୧୨: ବ୍ରହ୍ମୋସ୍‌ ମିଶାଇଲ୍‌ରେ ସଜ୍ଜିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ଇମ୍ଫାଲ ମଙ୍ଗଳବାର ନୌସେନାରେ ସାମିଲ ହେବ।

ଭାରତ ମହାସାଗର ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବା ବେଳେ ନୌସେନାରେ ଆଇଏନ୍‌ଏସ୍‌ ଇମ୍ଫାଲ ସାମିଲ ହେଲେ ଭାରତର ସାମୁଦ୍ରିକ ସାମର୍ଥ୍ୟ ବୃଦ୍ଧି ପାଇବ। ଏହା ହେଉଛି ପ୍ରଥମ ଯୁଦ୍ଧଜାହାଜ ଯାହା ଉତ୍ତରପୂର୍ବାଞ୍ଚଳର ଏକ ସହର ନାମରେ ନାମିତ କରାଯାଇଛି। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ଆଇଏନ୍‌ଏସ୍‌ ଇମ୍ଫାଲ ଜଳାବତରଣ କରିବ। ଏହାର ଓଜନ ୭,୪୦୦ ଟନ୍‌ ହୋଇଥିବାବେଳେ ଦୈର୍ଘ୍ୟ ୧୬୪ ମିଟର।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି

ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍‌ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍‌-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ...

ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ...

‘୪୦୦ ପାର୍‌’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍‌’

ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍‌’ ନାରା...

ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ...

୭୦ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କଲା ହ୍ବାଟ୍ସଆପ୍‌, ନିୟମ ଉଲ୍ଲଂଘନ କଲେ ସଂଖ୍ୟା ବଢିପାରେ

ନୂଆଦିଲ୍ଲୀ,୩ା୬: ନିୟମ ଉଲଂଘନ କାରଣରୁ ପ୍ରତିମାସ ହ୍ବାଟ୍ସଆପ୍‌ ଲକ୍ଷ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କରୁଛି। ଏହାର ସଦ୍ୟତମ ଭାରତ ମାସିକ ରିପୋର୍ଟରେ, ମେଟା ପ୍ରକାଶ...

୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…

ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍‌ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ...

ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ

ଶିମଲା,୩।୬: ହିମାଚଳ ପ୍ରଦେଶରେ ପୁଣି ଏକ ବଡ଼ ରାଜନନୈତିକ ଉତ୍ତେଜନା ଦେଖାଦେଇଛି। ବିଧାନସଭା ବାଚସ୍ପତି ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୪ରେ,...

‘ଲାପତା ଜେଣ୍ଟଲମ୍ୟାନ’ର ଉତ୍ତର ରଖିଲେ ରାଜୀବ କୁମାର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri