କଂଗ୍ରେସର ୫ମ ଗ୍ୟାରେଣ୍ଟି ଲାଗୁ, ଯୁବା ନିଧି ଯୋଜନା ଅଧୀନରେ ବେରୋଜଗାର ଯୁବକଙ୍କୁ ମିଳିବ ଟଙ୍କା
ବେଙ୍ଗାଲୁରୁ,୨୬।୧୨: କର୍ନାଟକରେ କଂଗ୍ରେସ ସରକାର ନିର୍ବାଚନ ପ୍ରତିଶ୍ରୁତିରେ ଘୋଷଣା କରିଥିବା ୫ମ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଗ୍ୟାରେଣ୍ଟି ଅନୁଯାୟୀ ବେରୋଜଗାର ସ୍ନାତକ ଏବଂ ରାଜ୍ୟର ଡିପ୍ଲୋମାଧାରୀ ଯୁବକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମଙ୍ଗଳବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଯୁବା…
୨୦୨୪ ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ବିଜୟ ଫର୍ମୁଲା ନେଇ ମନ୍ଥନ କଲେ ନଡା
କୋଲକାତା,୨୬।୧୨: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାଜପା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିଛି ମାସ ମଧ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ…
“ଯଦି ଭାରତ-ପାକିସ୍ତାନ ଆଲୋଚନା ନ ହୁଏ, ଗାଜା ଏବଂ ପାଲେଷ୍ଟାଇନ ଭଳି ସ୍ଥିତି ହେବ…”: ଫାରୁକ୍ ଅବଦୁଲ୍ଲା
ମୁମ୍ବାଇ,୨୬।୧୨: ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ ଗାଜା ଏବଂ…
ବିହାର ରାଜନୀତିରୁ ବଡ଼ ଖବର: ଜାତୀୟ ପରିଷଦ ବୈଠକ ପୂର୍ବରୁ ଇସ୍ତଫା ଦେବେ ଲଲନ ସିଂ!
ପାଟନା,୨୬।୧୨: ବିହାରର ରାଜନୀତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଇସ୍ତଫା ଦେଇପାରନ୍ତି। ୨୯ ଡିସେମ୍ବରରେ ହେବାକୁ ଥିବା ଜାତୀୟ ପରିଷଦ ବୈଠକ ପୂର୍ବରୁ ଲଲନ ସିଂ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ସୂଚନାନୁସାରେ, ଲଲନ…
ମେନୁରେ ମଟନ୍ ନଥିବାରୁ ରାଗରେ ବାହାଘର ଭାଙ୍ଗିଦେଲେ ବରପକ୍ଷ
ହାଇଦ୍ରାବାଦ, ୨୬୧୨: ବରଯାତ୍ରୀ ମାନଙ୍କ ପାଇଁ ମେନୁରେ ମଟନ୍ ନଥିବାରୁ ବାହାଘର ଭାଙ୍ଗି ଦେଲେ ବରପକ୍ଷ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ବର ପରିବାର ଇଛା ମୁତାବକ ନନ୍ ଭେଜ ମେନୁରେ ମଟନ୍ ପରିବେଷଣ କରାଯାଇ ନ…
ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩ ମୃତ୍ୟୁ, ୪୧୨ ନୂଆ ସଂକ୍ରମିତ
ନୂଆଦିଲ୍ଲୀ,୨୬।୧୨: କରୋନା ଭାଇରସ ସଂକ୍ରମର ପୁଣିଥରେ ଦେଶରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୧୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା…
ଘନ କୁହୁଡି ଯୋଗୁ ଦିଲ୍ଲୀରେ ବିମାନ ସେବା ପ୍ରଭାବିତ
ନୂଆଦିଲ୍ଲୀ,୨୬।୧୨: ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପି ସମେତ ଦେଶର ଅନେକ ରାଜ୍ୟରେ ସକାଳେ ଘନ କୁହୁଡି ରହିଥିଲା। ସବୁଠାରୁ ଖରାପ ପରିସ୍ଥିତି ହେଉଛି ରାଜଧାନୀ ଦିଲ୍ଲୀରେ। ପ୍ରଦୂଷଣ ଏବଂ କୁହୁଡି ଯୋଗୁ ଏଠାରେ ରାସ୍ତାଘାଟ ଦିଶୁନାହିଁ। ଯାହା ବିମାନ ସେବା…
ପ୍ରେମ ନଗରୀ ଆଗ୍ରାରେ ହିନ୍ଦୁ ରୀତିନୀତିରେ ବିବାହ କଲେ ଫ୍ରେଞ୍ଚ କପଲ
ଆଗ୍ରା,୨୬।୧୨: ପ୍ରେମର ସହର ଭାବେ ପରିଚିତ ଆଗ୍ରାରେ ହିନ୍ଦୁ ରୀତିନୀତି ଅନୁଯାୟୀ ପୁଣି ଥରେ ଏକ ବିଦେଶୀ ଦମ୍ପତି ବିବାହ କରିଛନ୍ତି। ଏହି ଦମ୍ପତିଙ୍କ ନାମ ହେଉଛି ଇସ୍କେଣ୍ଡର୍ ଏବଂ ବସମା। ଉଭୟ ଫ୍ରାନ୍ସର ବାସିନ୍ଦା ଏବଂ ଦୀର୍ଘ ଦିନ ଧରି…
ନୂଆବର୍ଷ ସେଲିବ୍ରେଶନକୁ ନେଇ ବଢୁଛି ଭୟ
ନୂଆଦିଲ୍ଲୀ,୨୬।୧୨: ପ୍ରଥlମ ଖ୍ରୀଷ୍ଟମାସ ଏବଂ ବର୍ତ୍ତମାନ ନୂଆ ବର୍ଷ, ପର୍ବ ଋତୁ ଆରମ୍ଭ ହେବା ମାତ୍ରେ ଲୋକଙ୍କ ବାହାରକୁ ଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଲୋକମାନେ ହିଲ ଷ୍ଟେଶନ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଛୁଟି କିମ୍ବା ଛୁଟି…
ହିନ୍ଦୁ ଏକ ପ୍ରତାରଣା: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଣି ବିବାଦୀୟ ମନ୍ତବ୍ୟ
ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହିନ୍ଦୁ ଏକ ପ୍ରତାରଣା। ୧୯୯୫ରେ ସୁପ୍ରିମକୋର୍ଟ କହିଥିଲେ ଯେ, ହିନ୍ଦୁ ଧର୍ମ ନୁହେଁ, ଏହା ବଞ୍ଚିବାର ଏକ ଶୈଳୀ। ଆରଏସଏସ…
ଡିସେମ୍ବର ୩୦ରେ ଅଯୋଧ୍ୟାରେ ଅମୃତ ଭାରତ ଏକ୍ସପ୍ରେସ ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରେଲଓ୍ବକୁ ଏକ ନୂଆ ରୂପ ଏବଂ ଗତି ଦେଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ପରେ ବର୍ତ୍ତମାନ ଅମୃତ ଭାରତ ଏକ୍ସପ୍ରେସ ଟ୍ରାକରେ ଚାଲିବାକୁ ପ୍ରସ୍ତୁତ ଅଛି। ଡିସେମ୍ବର ୩୦ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଲଦାଖରେ ଭୂକମ୍ପ ଅନୁଭୂତ
ଶ୍ରୀନଗର,୨୬।୧୨: ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୩୦ ସମୟରେ ଏହି ଭୂକମ୍ପ…

