ଜାତୀୟ

ଦାଉଦ୍‌ଙ୍କ ୪ ଜମି ଆଜି ନିଲାମ ହେବ

ମୁମ୍ବାଇ,୫।୧:ଭାରତର ମୋଷ୍ଟଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ଙ୍କ ପରିବାର ନାଁରେ ମହାରାଷ୍ଟ୍ରର ରତ୍ନଗିରି ଜିଲାର ମୁମ୍ବାକେ ଗ୍ରାମରେ ଥିବା ୪ଟି ଚାଷଜମି ଶୁକ୍ରବାର ନିଲାମ ହେବ। ଦାଉଦ୍‌ଙ୍କର ଏହା ପୈତୃକ ସମ୍ପତ୍ତି। ନିଲାମ ପାଇଁ ଏହାର ରିଜର୍ଭ ପ୍ରାଇସ୍‌ ମାତ୍ର ୧୯ ଲକ୍ଷ…

ପଞ୍ଜାବ ଡିଏସ୍‌ପି ହତ୍ୟାକାରୀଙ୍କୁ ଧରିଲା ପୋଲିସ: କିଏ ସେ…

ଚଣ୍ଡିଗଡ଼,୪।୧: ପଞ୍ଜାବ ଡିଏସ୍‌ପି ଦଲବୀର ସିଂ ଦେଓଲଙ୍କ ମୃତଦେହ ବୁଧବାର ଜଳନ୍ଧରରୁ ମିଳିଥିବା ବେଳେ ତାଙ୍କୁ ଜଣେ ଅଟୋ ଚାଳକ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଏକ ସାମନ୍ୟ ଘଟଣାକୁ ନେଇ ପାଟିତୁଣ୍ଡରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ,୪।୧: ଭାଇସ୍‌ ଆଡମିରାଲ ଦିନେଶ ତ୍ରିପାଠୀ ଗୁରୁବାର ଦେଶର ନୌସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ଭାଇସ୍‌ ଆଡମିରାଲ ସଞ୍ଜୟ ଜେ. ସିଂଙ୍କୁ ଓ୍ବେଷ୍ଟର୍ନ ନାଭାଲ କମାଣ୍ଡ୍‌ର ଫ୍ଲାଗ୍‌ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ କରାଯାଇଛି। ଭାଇସ୍‌…

ଆସନ ଭାଗବଣ୍ଟା ପୂର୍ବରୁ ଜେଡିୟୁର ବଡ ବୟାନ, ସଂଯୋଜକ କାହିଁକି… ନୀତୀଶ ହୁଅନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ପାଟନା,୪।୧: ଜେଡିୟୁ କୋଟାରୁ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମଦନ ସହନି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ଇଣ୍ଡି ଆଲାଇନ୍ସରେ ସିଟ ବାଣ୍ଟିବା ପୂର୍ବରୁ ମଧ୍ୟ ଜେଡିୟୁ ନେତା ଏହି ବିବୃତ୍ତି ଦେଇ ରାଜନୈତିକ…

ଧମେନ୍ଦ୍ର ପ୍ରଧାନ,ମନମୋହନ ସିଂ, ସଞ୍ଜୟ ସିଂଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏହି ବର୍ଷ ଶେଷ ହେବ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି। ଉକ୍ତ ଆସନର ଏଏପି ନେତା ସଞ୍ଜୟ…

ରାଏବରେଲି ଆସନ ଛାଡିପାରନ୍ତି ସୋନିଆ, ଏହି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ପାସ୍‌ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ,୪।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ତେଲଙ୍ଗାନା କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନେଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିରେ ତେଲଙ୍ଗାନା କଂଗ୍ରେସ ସାଧାରଣ ନିର୍ବାଚନରେ ସୋନିଆଙ୍କୁ ରାଜ୍ୟର…

ଦିଲ୍ଲୀରୁ ଧରାପଡ଼ିଲେ ମୋଷ୍ଟଓ୍ବାଣ୍ଟେଡ୍‌ ହିଜ୍‌ବୁଲ ଆତଙ୍କବାଦୀ

ନୂଆଦିଲ୍ଲୀ,୪।୧: ଜମ୍ମୁ-କଶ୍ମୀରର ମୋଷ୍ଟଓ୍ବାଣ୍ଟେଡ୍‌ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଜାଭିଦ ଅହମଦ ମାଟ୍ଟୁଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ଗୁରୁବାର ତାଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜାଭିଦ କଶ୍ମୀରର ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ଥିଲେ। ସେ ସୁରକ୍ଷା ବଳର ୧୦…

ବାନ୍ଧବୀଙ୍କ ପୋଷାକୁକୁରକୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ିଗଲେ ବିଟେକ୍‌ ସ୍ନାତକ

ଭୋପାଳ,୪।୧: ଭୋପାଳ ଏନ୍‌ଆଇଟିର ଜଣେ ବି.ଟେକ୍‌ ସ୍ନାତକ ତାଙ୍କ ବାନ୍ଧୀଙ୍କ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି। ହେଲେ କୁକୁରଟି ପହଁରି କୂଳକୁ ପଳାଇଆସିଛି। ମୃତ ୨୩ ବର୍ଷୀୟ ସରଲ ନିଗମ ତାଙ୍କ ମା’ବାପାଙ୍କ ଏକମାତ୍ର ପୁଅ…

ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ, ‘ଭାରତ ନ୍ୟାୟ ଯାତ୍ରା’ ବଦଳରେ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୪।୧: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଯାତ୍ରା କରିବାକୁ ଯାଉଛନ୍ତି। ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାର ନାମ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’। କଂଗ୍ରେସ ନେତା ଜୟରାମ ରମେଶ…

୨୬ ହଜାର କର୍ମଚାରୀଙ୍କୁ ମିଳିବ ଓଲ୍ଡ ପେନସନ ସ୍କିମର ଲାଭ

ମୁମ୍ବାଇ,୪।୧: ନଭେମ୍ବର ୨୦୦୫ ପରେ ସେବାରେ ଯୋଗ ଦେଇଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମ (ଓପିଏସ) ସୁବିଧା ପ୍ରଦାନ କରିବାର ବିକଳ୍ପ ପ୍ରଦାନ କରିବାକୁ ମହାରାଷ୍ଟ୍ର କ୍ୟାବିନେଟ ଗୁରୁବାର ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ସରକାରୀ ଏବଂ ଅର୍ଦ୍ଧ…

ଓ୍ବାୟନାଡ ଆସନରୁ ହିଁ ଲଢିବେ ରାହୁଲ, ସ୍ପଷ୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧: ଲୋକ ସଭା ନିର୍ବାଚନ ପ୍ରସ୍ତୁତିର ଚର୍ଚ୍ଚା ମଧ୍ୟରେ ପ୍ରଶ୍ନ ଉଠିଛି କି ରାହୁଲ ଗାନ୍ଧୀ କେଉଁ ଆସନରୁ ନିର୍ବାଚନ ଲଢିବେ। ଏହାରି ଭିତରେ କଂଗ୍ରେସ ସ୍ପଷ୍ଟ କରିଛି କି ରାହୁଲ ଓ୍ବାୟନାଡ ଆସନରୁ ହିଁ ନିର୍ବାଚନ ଲଢିବେ। ବିରୋଧୀ ସହଯୋଗୀ…

ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର ରୋଗୀ

ନୂଆଦିଲ୍ଲୀ,୪।୧:କ୍ୟାନସର୍‌ ଏପରି ଏକ ମାରାତ୍ମକ ରୋଗ, ଯାହାଦ୍ୱାରା ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟାଇଥାଏ। କ୍ୟାନସର୍‌ ରୋଗ ଭାରତରେ ଏହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏସିଆ ମହାଦେଶରେ ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର୍‌ ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?