ଜାତୀୟ

ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…

ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରିଛି।…

ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…

ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ ପର୍ଶୁରାମ…

‘ସବୁଜ ରାକ୍ଷସ’ର ରହସ୍ୟ ଫିଟାଇଲା ନାସା

ଓ୍ବାଶିଂଟନ୍‌,୧୧ା୧: ମହାକାଶରେ ଗତବର୍ଷ ଠାବ ହୋଇଥିବା ଗ୍ରିଞ୍ଚ ନାମକ ଏକ ‘ସବୁଜ ରାକ୍ଷସ’ର ରହସ୍ୟ ଭେଦ କରିବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସଦ୍ୟ ଅଧ୍ୟୟନ। ଏନେଇ ସ୍ପେସ୍‌ ଡଟ୍‌ କମ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି।…

ସାବଧାନ ! ରାମ ମନ୍ଦିର ଉଦଘାଟନ ପୂର୍ବରୁ ଠକେଇ ଆରମ୍ଭ: ଭିଭିଆଇପି ଦର୍ଶନ କରାଇବାକୁ କହି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର…

ନୂଆଦିଲ୍ଲୀ,୧୧।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଦେଶରେ ଠକେଇ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି। ହ୍ୟାକରମାନେ ଶ୍ରଦ୍ଧାଳୁଙ୍କୁ ଅନଲାଇନରେ ବିଭିନ୍ନ ଲୋଭ ଦେଖାଇ ଠକିବା ଆରମ୍ଭ କରିଛନ୍ତି। ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଠକମାନେ ପ୍ରଭୁ…

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ବରିଷ୍ଠ ଭାଜପା ନେତା ଏଲ.କେ ଆଡ଼ଭାନୀ

ନୂଆଦିଲ୍ଲୀ, ୧୦।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ଭାଜପା ବରିଷ୍ଠ ନେତା ଏଲକେ ଆଡ଼ଭାନୀ। ଏନେଇ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ କାର୍ଯ୍ୟକାରିଣୀ ସଭାପତି ଆଲୋକ କୁମାର ବୁଧବାର ସୂଚନା ଦେଇଛନ୍ତି। ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ…

ଟଙ୍କା ହେରଫେର ମାମଲାରେ ହାଜର ହେବାକୁ ଫାରୁଖ ଅବଦୁଲ୍ଲାଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ, ୧୦।୧: ଜମ୍ମୁ କଶ୍ମୀର କ୍ରିକେଟ୍ ଆସୋସିଏସନରେ ଟଙ୍କା ହେରଫେର ଅଭିଯୋଗରେ ଆସନ୍ତାକାଲି ଅର୍ଥାତ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନ୍ୟାସନାଲ କନଫରେନ୍ସ ନେତା ତଥା ଲୋକସଭା ସଦସ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ ଫାରୁକ୍ ଅବଦୁଲ୍ଲା ମଧ୍ୟ…

ମାତ୍ର ୮ ଦିନରେ ରାଜନୀତି ଛାଡିବାର କାରଣ ବଖାଣିଲେ ଅମ୍ବାତି ରାୟୁଡୁ

ହାଇଦ୍ରାବାଦ୍‌,୧୦।୧: ନିକଟରେ କ୍ରିକେଟର୍‌ ଅମ୍ବତି ରାୟୁଡୁ ରାଜନୀତିରେ ଯୋଗ ଦେଇଥିଲେ। ସେ YSRCP ପାର୍ଟିରେ ଯୋଗ ଦେଇଥିଲେ। ମାତ୍ର ୮ ଦିନ ମଧ୍ୟରେ ଦଳ ଛାଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଏବେ ସେ ପୁଣି ଥରେ ୟୁ ଟର୍ନ ନେଇଛନ୍ତି।…

ବେଙ୍ଗାଲୁରୁ ସିଇଓଙ୍କ ପୁଅର ଅନ୍ତିମ ସଂସ୍କାର ଶେଷ

ବେଙ୍ଗାଲୁରୁ,୧୦।୧: ଏଆଇ ସିଇଓ ମା’ଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୪ ବର୍ଷୀୟା ପୁଅଙ୍କ ଅନ୍ତିମ ସଂସ୍କାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶେଷ ହୋଇଛି। ମୃତ ଶିଶୁଙ୍କ ବାପା ଭେଙ୍କଟ ରମଣ ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ମଙ୍ଗଳବାର…

Viral Video: ଘନକୁହୁଡ଼ିରେ ବି ଫୁଲ୍‌ ସ୍ପିଡ୍‌ରେ ଟ୍ରେନ୍‌ ଚଳାଉଛନ୍ତି ପାଇଲଟ୍‌, ଭିଡିଓ ଦେଖିଲେ…

ଭାରତରେ ଟ୍ରେନ୍‌କୁ ସବୁଠାରୁ ସୁଗମ ସାଧନ ମଧ୍ୟରେ ଗଣାଯାଏ। ଏଥିପାଇଁ ଦେଶର ଅଧିକାଂଶ ଲୋକେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଶୀତଦିନ ଚାଲିଥିବା ବେଳେ ଘନକୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ହେଲେ ଟ୍ରେନ୍‌ ଯାତ୍ରୀଙ୍କୁ ତାର ଡର…

ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର

ଇମ୍ଫାଲ,୧୦।୧: ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି। ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ…

ବିନାଶକାଳେ ବିପରୀତ ବୁଦ୍ଧି…ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ନ ଦେବା ନିଷ୍ପତ୍ତିକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୧୦।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେବେ ନାହିଁ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଏମ୍‌ପି ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ନିମନ୍ତ୍ରଣକୁ…

ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା: ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ

ନୂଆଦିଲ୍ଲୀ,୧୦।୧: ମହାରାଷ୍ଟ୍ର ବାଚସ୍ପତି ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି। ଦେଢ଼ବର୍ଷ ପୂର୍ବେ ୨୦ ଜୁନ୍ ୨୦୨୨ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?