ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ ଜେଏନ.୧ହେତୁ କରୋନା ସଂକ୍ରମଣ କେବଳ ବିଶ୍ୱରେ ବୃଦ୍ଧି ପାଇନାହିଁ, ବରଂ ୧୦ ହଜାରରୁ ଅଧିକ…
ଉତ୍ତରକାଶୀ ଟନେଲର ହିରୋଙ୍କୁ ଭେଟିଲେ ଶାହାରୁଖ, ନେଲେ ସେଲଫି
ମୁମ୍ବାଇ,୧୧।୧: ସୁପରଷ୍ଟାର ଶାହାରୁଖ ଖାଁ ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ, ସେ ଉତ୍ତରକାଶୀ ଟନେଲରେ ଫସି ଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ସେହି ହିରୋମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହ ସେଲଫି…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନୀତୀଶଙ୍କୁ ମିଳିଲା ନିମନ୍ତ୍ରଣ
ପାଟନା,୧୧।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଉଛି । ଏଥି ସହିତ ବିହାର ମୁଖ୍ୟମନ୍ତ୍ରୀ…
‘ଓ୍ବାନ୍ ନେଶନ୍,ଓ୍ବାନ୍ ଇଲେକ୍ସନ’ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲେ ମମତା
କୋଲକତା,୧୧।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ‘ଓ୍ବାନ୍ ନେଶନ୍,ଓ୍ବାନ୍ ଇଲେକ୍ସନ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ‘ଓ୍ବାନ୍ ନେଶନ୍,ଓ୍ବାନ୍ ଇଲେକ୍ସନ’ ଠିକ ନୁହେଁ। ଏହା ଭାରତର ସାମ୍ବିଧାନିକ ମୌଳିକ ଢାଞ୍ଚା ବିରୋଧରେ ହେବ ବୋଲି ମମତା କହିଛନ୍ତି। ‘ଓ୍ବାନ୍…
ଗୁଜରାଟ, ଉତ୍ତରାଖଣ୍ଡ ପରେ ଆସାମରେ ଲାଗୁ ହେବ ଏହି ନିୟମ, ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି
ଗୁଆହାଟି,୧୧।୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଖୁବ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ପରି ୟୁସିସି ଆଣିବୁ। ଆସାମର ୟୁନିଫର୍ମ ସିଭିଲ…
ଆଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୧।୧: ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ସ ଅବସରରେ ଆଜମେର ଶରିଫ ଦରଗାହଠାରେ ଏକ ଚାଦର ଚଢାନ୍ତି। ଚଳିତବର୍ଷ ମଧ୍ୟ ସେ ଚାଦର ପଠାଇଛନ୍ତି। ସେ ପଠାଇଥିବା ଚାଦର ଜାନୁଆରୀ ୧୩ରେ ଚଢାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆଜମେର ଶରିଫ…
ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର,୧୧।୧: ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଯାତ୍ରାର ଲୋଗୋ ଉନ୍ମୋଚନ କରିବା ଅବସରରେ ଏହି ସୂଚନା…
ହୋଟେଲ୍ ରୁମ୍ରେ ପଶି ଦମ୍ପତିଙ୍କୁ ଗୋଇଠା, ବିଧା ମାରିଲେ ୬ ବ୍ୟକ୍ତି
ବେଙ୍ଗାଲୁରୁ,୧୧।୧: କର୍ନାଟକରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲ୍ରେ ଥିବା ଏକ ରୁମ୍ରେ ପ୍ରବେଶ କରି ଦମ୍ପତିଙ୍କୁ ମାଡ ଦିଆଯାଇଥିଲା। ଏହି ଦମ୍ପତିଙ୍କର ଏକମାତ୍ର ଦୋଷ ଥିଲା ଯେ ଦୁହେଁ ଭିନ୍ନ ଧର୍ମର ଥିଲେ। ରୁମ୍ରେ ମୋଟ…
ମେହବୁବା ମୁଫତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ଶ୍ରୀନଗର,୧୧।୧: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କଶ୍ମୀରର ଅନନ୍ତନାଗକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସୁରକ୍ଷା ଅଧିକାରୀମାନେ କୌଣସି ଗୁରୁତର ଆହତ ନ ହୋଇ ବଞ୍ଚିଯାଇଛନ୍ତି। ପିଡିପି ସୋସିଆଲ…
ପୁଣି ଥରିଲା ରାଜଧାନୀ
ନୂଆଦିଲ୍ଲୀ,୧୧ା୧: ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍ସିଆର୍ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍-ଆଫଗାନିସ୍ତାନ ସୀମା ଏହି…
ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…
ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର…
ମା’ ପୁଅଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ହରଡ଼ଘଣାରେ ୟୁଟୁବ୍, ନୋଟିସ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୧।୧: ଜାତୀୟ ଶିଶୁ ସୁରକ୍ଷା କମିଶନ(ଏନସିପିସିଆର) ୟୁଟ୍ୟୁବ ଇଣ୍ଡିଆର ସରକାରୀ ବ୍ୟାପାର ତଥା ଲୋକସମ୍ପର୍କ ମୁଖ୍ୟଙ୍କୁ ଜାନୁଆରୀ ୧୫ ରେ ହଜାର ହେବାକୁ କହିଛି। ୟୁଟୁବ ପ୍ଳାର୍ଟଫର୍ମରେ ମା’ ପୁଅଙ୍କ ଅଶ୍ଳୀଳ ଭିଡିଓ ଦେଖାଉଥିବା ଚ୍ୟାନେଲଗୁଡିକର ତାଲିକା ସହିତ ବ୍ୟକ୍ତିଗତ…

