Posted inଜାତୀୟ

ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…

ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର ହେବେ। ଗଣମାଧ୍ୟମକୁ ଏକ ବିବୃତ୍ତି ଦେବାବେଳେ ସେନା ମୁଖ୍ୟ କହିଛନ୍ତି ଯେ ଚାଇନା ଏଲଏସି ଉତ୍ତର ସୀମାରେ ସ୍ଥିତି ସ୍ଥିର ରହିଛି, ତଥାପି ଆମେ ବିଶ୍ୱାସ କରୁ ଏହି ପ୍ରସଙ୍ଗ ସମ୍ବେଦନଶୀଳ ଏବଂ ସେନା ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ସେନା ଭିତରେ ପଶୁ ପରିବହନ ହ୍ରାସ ପାଇଛି, ବର୍ତ୍ତମାନ ଏହାକୁ ଡ୍ରୋନ ଦ୍ୱାରା ବଦଳାଯାଇଛି। ଅଗ୍ନିବୀର ଯୋଜନା ଅନ୍ତର୍ଗତ ଦୁଇଟି ବ୍ୟାଚ ଅଗ୍ନିବୀର ଫିଲ୍ଡରେ ନିୟୋଜିତ ହୋଇଛନ୍ତି।

ଚଳିତ ବର୍ଷ ଜାନୁଆରୀ ୧୫ରେ ଲକ୍ଷ୍ନୌରେ ପ୍ରଥମ ଥର ପାଇଁ ୭୬ ତମ ସେନା ଦିବସ ପରେଡ ଆୟୋଜିତ ହେବ। କିନ୍ତୁ ଏହା ପୂର୍ବରୁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମସ୍ତ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଜାନୁଆରୀ ୧୪ ରେ ଏକ ସାମରିକ ବ୍ୟାଣ୍ଡ କନ୍ସର୍ଟ ହେବ ବୋଲି ସେ କହିଛନ୍ତି। ଏହି ଅବଧି ମଧ୍ୟରେ ଆର୍ମି ଡେ ପ୍ୟାରେଡ ଏବଂ ଶୌର୍ଯ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମର ରିହର୍ସାଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Video: ଏଭରେଷ୍ଟ ବେସ କ୍ୟାମ୍ପ ନିକଟରେ ୨ ହେଲିକପ୍ଟର ମୁହାଁମୁହିଁ ଧକ୍କା

କାଠମାଣ୍ଡୁ,୩।୧: ନେପାଳର ସୋଲୁଖୁମ୍ବୁରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ବଡ଼ଧରଣର ଆତଙ୍କ ସୃଷ୍ଟି ହୋଇଛି। ଏହି…

ଗ୍ଲେନ ମ୍ୟାକ୍ସୱେଲଙ୍କ ରହିଗଲା ଅବଶୋଷ: ପୂରଣ ପୂର୍ବରୁ କ୍ରିକେଟ୍‌କୁ କହିଦେଲେ ଅଲବିଦା

ନୂଆଦିଲ୍ଲୀ,୩।୧୧:ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ, ଫାଷ୍ଟ କ୍ଲାସ ଓ ଲିଷ୍ଟ-ଏ କ୍ରିକେଟ୍‌ରୁ ମଧ୍ୟ ସେ…

‘ଆମେ ଯୁଦ୍ଧ ଜିତି ସାରିଛୁ’ ଟ୍ରମ୍ପଙ୍କ ବଡ଼ ଦାବି; କହିଲେ, ‘ଶାନ୍ତି ପାଇଁ ଭିକ ମାଗୁଛି ତେହରାନ’

ଓ୍ବାଶିଂଟନ,୩।୧୧: ଆମେରିକା ଏବଂ ଇରାନ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାଲିଥିବା ବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେଶମ ଦ୍ୱୀପ (Qeshm Island)…

ଦିନିକିଆ ସିରିଜ୍‌ ପୂର୍ବରୁ ଶୁବମନ ଗିଲ୍‌ଙ୍କ ବଡ଼ ବୟାନ: କହିଲେ, ବୁମ୍‌ରା-ପାଣ୍ଡ୍ୟାଙ୍କ ବିନା ବି ଆମେ…

ନୂଆଦିଲ୍ଲୀ,୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ରୁ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କ…

ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କଲା ରୁଷିଆ; ୨୬ ମୃତ, ୨୭ ନିଖୋଜ

କ୍ୱିଭ,୩।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଉ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ରୁଷୀୟ ସେନା ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଥିବା…

ଅକଲ୍ୟାଣ୍ଡ ଦିନିକିଆ ପୂର୍ବରୁ ବଢ଼ିଲା ଶୁବମନ ଗିଲଙ୍କ ଚିନ୍ତା; ବିଜୟ ହାସଲ କରିବାକୁ ହେଲେ ଭାରତକୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସିରିଜର ପ୍ରଥମ ମ୍ୟାଚ ଅକଲାଣ୍ଡର…

ଖେଳାଳିଙ୍କୁ ହୋମଓ୍ବାର୍କ ଦେଲେ କୋଚ ଗୌତମ ଗମ୍ଭୀର: କରିବାକୁ ପଡ଼ିବ ଏମିତି କାମ

ନୂଆଦିଲ୍ଲୀ,୩।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଏବେ ବ୍ରେକ୍‌ରେ ଅଛନ୍ତି ଭାରତୀୟ ଟି-୨୦ ଦଳର ଖେଳାଳି। ପରବର୍ତ୍ତୀ ଟି-୨୦ ସିରିଜ ପୂର୍ବରୁ ସେମାନଙ୍କ ପାଖରେ ଏକ…

ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନଜରରେ ୪ ଐତିହାସିକ ରେକର୍ଡ: ହାତରେ ରହିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୪ରୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜ୍‌ରେ ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?