ଜାତୀୟ

ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍‌ର ଏସବୁ କଳାକାର

ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ବର ପରି ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରାଣ ପ୍ରତିଷ୍ଠା ଉତ୍ସବ: ନଡ୍ଡା-ଶାହା କାହିଁକି ଯିବେନି…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ରବିବାର ସନ୍ଧ୍ୟାଠାରୁ ଅତିଥିମାନେ ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ତେବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଜାତୀୟ…

ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…

ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍‌ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ,…

ପ୍ରାଣ ପ୍ରତିଷ୍ଠା: ‘ଆରତି’ ସମୟରେ ଅଯୋଧ୍ୟାରେ ଫୁଲ ବର୍ଷା କରିବ ସେନା ହେଲିକପ୍ଟର

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଆରତି ସମୟରେ ଫୁଲ ବର୍ଷା କରାଇବ ଭାରତୀୟ ସେନା ହେଲିକପ୍ଟର ଏବଂ ମନ୍ଦିରରେ ଆରତୀ ସମୟରେ ୩୦ କଳାକାର ମନ୍ଦିର ପରିସରରେ ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ର ବଜାଇବେ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମନ୍ଦିର…

ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗ ଦେବେନି ଲାଲକୃଷ୍ଣ ଆଡଭାଣୀ, ଏହା ହେଉଛି କାରଣ…

ଅଯୋଧ୍ୟା,୨୨।୧ : ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାଣୀ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂତ୍ରରୁ ପ୍ରକାଶ , ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା କମ। ଥଣ୍ଡା ଯୋଗୁ ଆଡଭାଣୀ ତାଙ୍କର…

ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧ କୋଟି…

ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସହର ଉପରେ ୧୦,୭୧୫ ଏଆଇ କ୍ୟାମେରା ନଜର…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦,୭୧୫ ଏଆଇ ଆଧାରିତ କ୍ୟାମେରା ସହର ଉପରେ ନଜର ରଖିଛି। ଏନଏସଜିର ଦୁଇଟି ସ୍ନାଇପର ଦଳ ନିୟୋଜିତ ହୋଇଛନ୍ତି। ବିସ୍ଫୋରକ ସାମଗ୍ରୀ ପାଇଁ ଭୂମି ଯାଞ୍ଚ କରିବା ପାଇଁ ଆଣ୍ଟି-ମାଇନ…

ରାମମନ୍ଦିର ପ୍ରାଣପ୍ରତିଷ୍ଠା: ପଞ୍ଚମ ୧୨୧ ଆଚାର୍ଯ୍ୟଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ, ୨୨।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିନୀତି ଜାରି ରହିଛି। ପଞ୍ଚମ ଦିନରେ ଅନୂ୍ୟନ ୧୨୧ ଆଚାର୍ଯ୍ୟ ବିଭିନ୍ନ ଧର୍ମୀୟ ଉତ୍ସବ ଅନୁଷ୍ଠାନ କରିଛନ୍ତି। ପ୍ରଥମ ଦୁଇଦିନରେ ଧାର୍ମିକ କ୍ରିୟାକର୍ମ ମନ୍ଦିର କମ୍ପ୍ଲେକ୍ସ…

୬ ରାମମନ୍ଦିରରେ ହୋଇଥାଏ ଭକ୍ତଙ୍କ ସମାଗମ

ନୂଆଦିଲ୍ଲୀ, ୨୨।୧: ଭଗବାନ ରାମଙ୍କ ଜନ୍ମଭୂମି କୁହାଯାଉଥିବା ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ସହ ବହୁ ଆଡ଼ମ୍ବର ସହକାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିପାଇଁ ଗଣମାଧ୍ୟମଠାରୁ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରଚାର ଜାରି ରହିଛି। ଫଳରେ ଅଯୋଧ୍ୟା ସହର…

୮୪ ସେକେଣ୍ଡର ଅଭିଜିତ ମୂହୁର୍ତ୍ତକୁ ଅପେକ୍ଷା…

ଅଯୋଧ୍ୟା ,୨୨।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତକୁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ଶୁଭ ଅଭିଜିତ ମୂହୁର୍ତ୍ତକୁ ଚୂଡାନ୍ତ କରାଯାଇଛି। ଶୁକ୍ଳ କୁର୍ମ ଦ୍ୱାଦଶୀ, ବିକ୍ରମ…

ଅଯୋଧ୍ୟାରେ ସୁଦର୍ଶନଙ୍କ ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୨।୧: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରବିବାର ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ୫୦୦ କ୍ଷୁଦ୍ର ପ୍ରତିରୂପ ସ୍ଥାନିତ…

ଅଓ୍ବଧପୁରୀ ଅଭେଦ୍ୟ ଦୁଗ: ଏଆଇ ସିସିଟିଭି, ଡ୍ରୋନ୍‌, ୧୩ ହଜାର ସୁରକ୍ଷା କର୍ମୀ

ନୂଆଦିଲ୍ଲୀ, ୨୨।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବାରୁ ଅଯୋଧ୍ୟା ସହର ଏକ ଦୁର୍ଗରେ ପରିଣତ ହୋଇଛି। ରାଜ୍ୟ ପୋଲିସ ସମେତ ଆର୍‌ପିଏଫ୍‌ ଯବାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?