‘ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ’; ପ୍ରାଣ ପ୍ରତିଷ୍ଠା ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୨।୧: ରାମଲାଲାଙ୍କ ସମର୍ପଣ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ‘ସିୟାବର ରାମଚନ୍ଦ୍ର କି ଜୟ … ଆଜି ଆମର ରାମ ଆସିଗଲେ। ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ,ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ।…
ଅଯୋଧ୍ୟାରେ ଦୁନିଆର ନଜର: ପ୍ରତିବର୍ଷ ରାମନଗରୀରେ ପହଞ୍ଚିବେ ୫ କୋଟି ଶ୍ରଦ୍ଧାଳୁ, ଆରମ୍ଭ ହେବ ଅର୍ଥନୈତିକ ପ୍ରବାହ
ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମ ବିରାଜମାନ କରିଛନ୍ତି। ଏହି ମୁହୂର୍ତ୍ତର ଅଲୌକିକତା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା। ରାମ ମନ୍ଦିରର ଉଦଘାଟନ ଲୋକଙ୍କ ବିଶ୍ୱାସର ମୁଖ୍ୟ କେନ୍ଦ୍ର ହୋଇଥିବାବେଳେ ୮୫,୦୦୦ କୋଟି…
ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଉପସ୍ଥିତ ଅଛନ୍ତି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପିଏମ ମୋଦି କ୍ରିମ ରଙ୍ଗର କୁର୍ତ୍ତା…
ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ
ଅଯୋଦ୍ଧା,୨୨ା୧: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆଜି ସମଗ୍ର ଦେଶ ରାମନାମରେ ପ୍ରକମ୍ପିତ ହୋଇଉଠିଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ…
ପ୍ରାଣପ୍ରତିଷ୍ଠା ପୂର୍ବରୁ ପରସ୍ପରକୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି ୨ ମହିଳା: ଜାଣନ୍ତୁ କାହିଁକି
ଅଯୋଧ୍ୟା,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହର ଚାଲିଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମମନ୍ଦିର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାଧ୍ୱୀ ରୀତାମ୍ବରା ଏବଂ ଉମା ଭାରତୀ ସୋମବାର ରାମମନ୍ଦିର…
ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…
ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ…
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ: ଜାଣନ୍ତୁ ଏହି ଦିବ୍ୟମୁହୂର୍ତ୍ତବେଳେ କିଏ ଥିଲେ ଉପସ୍ଥିତ
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଜଡିତ ଅଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଯୋଗୀ…
ଅଯୋଧ୍ୟାରେ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅଯୋଧ୍ୟା,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଆରଏସଏସ ମୁଖ୍ୟ ମୋହନ ଭଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଅନାନଦିବେନ…
ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବିଷୟରେ କ’ଣ କହୁଛି ପାକିସ୍ତାନୀ ଗଣମାଧ୍ୟମ ?
ଅଯୋଧ୍ୟା,୨୨।୧: ସୋମବାର ଧୁମଧାମ୍ କାର୍ଯ୍ୟକ୍ରମରେ ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ସମାରୋହ ରୀତିନୀତି କରାଯାଇଛି। ଅଯୋଧ୍ୟାରେ ଚାଲିଥିବା ରାମ ଲାଲାଙ୍କ…
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା,୨୨।୧: ବହୁ ପ୍ରତିକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଶହ ଶହ ବର୍ଷ ଧରି ବିଚାରାଧୀନ ଅଯୋଧ୍ୟାରେ ଥିବା ରାମ ମନ୍ଦିର ସୋମବାରଅର୍ଥାତ୍ ୨୨ ଜାନୁଆରୀରେ ଉଦଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ…
ମୁଁ ଏ ପୃଥିବୀର ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି: ଯୋଗୀରାଜ
ଅଯୋଧ୍ୟା,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହର ଆୟୋଜନ ହେଉଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜ ମଧ୍ୟ ଏହି ଅବସରରେ ବହୁତ ଖୁସି…
ସରିଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା
ଅଯୋଧ୍ୟା,୨୨ା୧: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ସରିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୪ ସେକେଣ୍ଡର ଶୁଭ ସମୟ ମଧ୍ୟରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିଥିଲେ। କାଶୀ ପୀଠର ବେଦଜ୍ଞ ପ୍ରାଣପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପ୍ରଭୁ ରାମଲାଲା…

