ଜାତୀୟ

ମୋଦି, ମାକ୍ରୋନଙ୍କ କଥାବାର୍ତ୍ତାରେ ଅନେକେ ସହଭାଗିତାର ରାସ୍ତା ସଫା, ଡିଫେନ୍ସ, ସ୍ପେସ, ଏଆଇ ପର୍ଯ୍ୟନ୍ତ ବଡ ଡିଲ

ନୂଆଦିଲ୍ଲୀ,୨୬।୧: ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସାକ୍ଷାତ ପରେ ଭାରତ ଏବଂ ଫ୍ରାନ୍ସ ଏକ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀ (ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଭାଗିଦାରୀ) ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଯାହା ସାମରିକ, ମହାକାଶ, ସ୍ଥଳ ଯୁଦ୍ଧ,…

କଂଗ୍ରେସ ପାଇଁ ବଢିଲା ଅଡୁଆ: ପଶ୍ଚିମବଙ୍ଗର ସିରୁଗୁଡିରେ ରାହୁଲଙ୍କ ରାଲିକୁ ମନା

ସିରୁଗୁଡି,୨୬।୧: ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଢି ଉଠିଥିଲା ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ। ହେଲେ ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଏବେ ବଡ ବିପର୍ଯ୍ୟୟର ସାମ୍ନା କରୁଛି। ପଶ୍ଚିମବଙ୍ଗରେ…

ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ କୁମାର, ଶନିବାର ପାଟନାରେ ଭାଜପାର ବୈଠକ

ପାଟନା,୨୬।୧: ପୁଣିଥରେ ବିହାରରେ ପ୍ରମୁଖ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସନ ପରିବର୍ତ୍ତନ ପାଇଁ ଆନ୍ଦୋଳନ ତୀବ୍ର ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜ ଭବନରେ ପହଞ୍ଚିଥିଲେ। ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହାଇ…

ପଦ୍ମ ପୁରସ୍କାର ୨୦୨୪: ୪୦ ଓବିସି, ୯ ଖ୍ରୀଷ୍ଟିଆନ, ୮ ମୁସଲମାନ……ଏଥର ସବୁଠାରୁ ଅଧିକ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଗଣତନ୍ତ୍ର ଦିବସ ୨୦୨୪ପୂର୍ବରୁ ଘୋଷଣା କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହା ପ୍ରଥମ ଥର ପାଇଁ ଅନ୍ୟ ପଛୁଆ ବର୍ଗ…

ଶେଷ ହେବ କି ନୀତୀଶଙ୍କ କ୍ୟାରିୟର? ନମ୍ବର ଗେମ ପଡିପାରେ ଭାରି

ପାଟନା,୨୬।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଣମାଧ୍ୟମ ରିପୋର୍ଟ ଏବଂ ନୀତୀଶଙ୍କ ରାଜନୈତିକ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ ସେ ପୁଣି ଥରେ…

୮ ଲକ୍ଷ ପର୍ଯ୍ୟନ୍ତ ଦରମା ହେବ ଟ୍ୟାକ୍ସ ଫ୍ରି, ଫାଇଲ ପ୍ରସ୍ତୁତ

ନୂଆଦିଲ୍ଲୀ, ୨୬।୧: ଦେଶର ସାଧାରଣ ବଜେଟ୍‌ର ଉପସ୍ଥାପନା ପାଇଁ ମାତ୍ର ୫ଦିନ ବାକି ଅଛି। ଏହାର ଅର୍ଥ ହେଉଛି ଦେଶର ମଧ୍ୟବର୍ତ୍ତୀ ବଜେଟ ୧ ଫେବୃଆରୀ ୨୦୨୪ରେ ଉପସ୍ଥାପିତ ହେବ। ବଜେଟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଗଡି

ନୂଆଦିଲ୍ଲୀ,୨୬।୧: ଦେଶର ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ଆଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୱତନ୍ତ୍ର ପଗଡି ଉପରେ ରହିଛି। ବାସ୍ତବରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା…

କର୍ତ୍ତବ୍ୟ ପଥରେ ଭାରତର ଶକ୍ତି ଦେଖିଲା ବିଶ୍ୱ, ଗର୍ଜିଲା ରାଫାଲ, ପ୍ରଜ୍ଞାପନ ମେଢ଼ରେ ଚନ୍ଦ୍ରୟାନ-୩ର ଝଲକ

ନୂଆଦିଲ୍ଲୀ,୨୬।୧: ଶୁକ୍ରବାର ସମଗ୍ର ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲରେ ପହଞ୍ଚତ୍ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି…

Video: ୩ ବର୍ଷ ପରେ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ଗଡ଼ିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଛନ୍ତି। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର,…

ପୁଣି ଚର୍ଚ୍ଚାରେ ମୋଦିଙ୍କ ଲୁକ୍‌

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ତଥା ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି। ଦିଲ୍ଲୀର ଓ୍ବାର୍‌ ମେମୋରିଆଲରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସାଫ୍ରନ ରଙ୍ଗର ‘ବାନ୍ଧନୀ’ ପଗଡ଼ି ପିନ୍ଧିଥିବାର…

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ପରେଡ୍‌ର ଗ୍ରାଣ୍ଡ ଇଭେଣ୍ଟ ଆରମ୍ଭ ହୋଇଛି। ଏହାପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ…

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା-ରୁଷିଆ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୧: ଆମେରିକା ଏବଂ ରୁଷିଆ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଆମେରିକା ଭାରତକୁ ଏହାର ପ୍ରମୁଖ ରଣନୀତିକ ଅଂଶୀଦାର ବୋଲି ବର୍ଣ୍ଣନା କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?