ଜାତୀୟ

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ ଦେଇଛନ୍ତି ଏହି ସ୍ଥାନ ହାସଲ କରିଛନ୍ତି। ଗୌତମ ଆଦାନୀ ହେଉଛନ୍ତି ପ୍ରଥମ ଏସୀୟ...

ଅଭିନେତା କମଲ ଖାନ ଗିରଫ

ମୁମ୍ବାଇ,୩୦।୮: ୨୦୨୦ରେ ବିବାଦୀୟ ଟୁଇଟ ପାଇଁ ଅଭିନେତା କମଲ ରସିଦ ଖାନଙ୍କୁ ମଙ୍ଗଳବାର ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଗିରଫ କରାଯାଇଥିଲା। ଆଜି ଅର୍ଥାତ୍‌ ମଙ୍ଗଳବାର ବୋରିଭାଲୀ କୋର୍ଟରେ ହାଜର କରାଯିବ। କମଲ ରସିଦ...

ଘରେ ସାମୁହିକ ନମାଜ ପରେ ଏଫଆଇଆରକୁ ନେଇ ମୁରାଦାବାଦରେ ବିବାଦ

ମୁରାଦାବାଦ,୩୦ ।୮: ଉତ୍ତର ପ୍ରଦେଶର ମୁରାଦାବାଦରେ ଛଜଲୈଟ ଥାନା ଅନ୍ତର୍ଗତ ଦୁହ୍ଲେପୁରର ଏକ ଘରେ ସାମୁହିକ ଭାବେ ନମାଜ ପାଠକୁ ନେଇ ୨୬ ଜଣଙ୍କ ଉପରେ ମାମଲା ହୋଇଥିଲା । ଏବେ ଏହି ମାମଲା ଉଗ୍ର ରୂପ ଦେବା ସହ...

ଅର୍ଥଶାସ୍ତ୍ରୀ ଅଭିଜିତ ସେନଙ୍କ ପରଲୋକ

ନୂଆଦିଲ୍ଲୀ,୩୦ ।୮: ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ମୁଖ୍ୟ ବିଶେଷଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ପ୍ରଫେସର ଅଭିଜିତ ସେନଙ୍କର ପରଲୋକ ହୋଇଛି । ବେଶ କିଛିଦିନ ହେବ ସେ ରୋଗଗ୍ରସ୍ତ ଥିଲେ । ୭୨ ବର୍ଷ ବୟସରେ ସେ...

ସୋନାଲି ଫୋଗାଟ ମୃତ୍ୟୁ ମାମଲା, ହରିୟାଣା ଯିବ ଗୋଆ ପୋଲିସ

ପଣଜୀ,୩୦ ।୮: ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାର ଯାଞ୍ଚ କରିବାକୁ ଗୋଆ ପୋଲିସର ଏକ ଟିମ ମଙ୍ଗଳବାର ହରିୟାଣା ଯିବାର କାର୍ଯ୍ୟକ୍ରମ ରହିଛି । ଗୋଆ ପୋଲିସର...

ସୋରେନ୍‌ ସରକାରଙ୍କୁ ସମାଲୋଚନା

ରାଞ୍ଚି, ୩୦୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଚର୍ଚ୍ଚା ଜାରିଥିବାବେଳେ ନାବାଳିକାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିରୋଧୀ ଭାଜପା ସୋରେନ୍‌ଙ୍କ ସରକାରକୁ ସମାଲୋଚନା କରିଛି। ରାଜ୍ୟରେ...

ନୋଏଡାର ୧୦୦ ବେଆଇନ ବିଲ୍ଡିଂ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩୦।୮: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁପରଟେକ୍‌ କମ୍ପାନୀର ବେଆଇନ ନିର୍ମିତ ଟୁଇନ୍‌ ଟାଓ୍ବାର ରବିବାର ମାଟିରେ ମିଶିବା ପରେ ଏବେ ନୋଏଡ଼ା କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଗଢ଼ିଉଠିଥିବା ଶତାଧିକ ବିଲ୍ଡିଂ ଉପରେ ନଜର ପକାଇଛନ୍ତି। ସେଥିରୁ ଅଧିକାଂଶ ବିଲ୍ଡିଂକୁ...

ଚୋରି ଶିଶୁ ଭାଜପା ନେତାଙ୍କ ଘରୁ ଉଦ୍ଧାର

ଲକ୍ଷ୍ନୌ,୩୦।୮:ମଥୁରା ରେଳଷ୍ଟେଶନରୁ ଗତ ସପ୍ତାହରେ ଜଣେ ୭ ମାସର ଶିଶୁ ଚୋରି ହୋଇଥିଲା। ଚୋରି ସମୟର ଦୃଶ୍ୟ ଷ୍ଟେଶନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ପୋଲିସ ଖୋଜାଖୋଜି ପରେ୧୦୦ କିଲୋମିଟର ଦୂର ଫିରୋଜାବାଦର ଭାଜପା କର୍ପୋରେଟରଙ୍କ ଘରୁ ଉକ୍ତ ଶିଶୁକୁ...

ଶୋଇଥିବାବେଳେ ଛାତ୍ରୀଙ୍କୁ ଜାଳିଦେଲେ

ରାଞ୍ଚି,୩୦ା୮: ଏକତରଫା ପ୍ରେମ ଓ ଏଥିରେ ବିଫଳତା ଝାଡ଼ଖଣ୍ଡର ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଜୀବନ ନେଇଛି। ବାରମ୍ବାର ପ୍ରେମ ନିବେଦନରେ ବିଫଳ ହେବା ଯୋଗୁ ଅଭିଯୁକ୍ତ ଶାହାରୁଖ ହୁସେନ୍‌ ୧୯ ବର୍ଷୀୟା ଅଙ୍କିତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛନ୍ତି। ସପ୍ତାହେ...

ଓଡ଼ିଶା ସରକାରଙ୍କ ମିଲେଟ ମିଶନକୁ ନୀତି ଆୟୋଗଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୦।୮:ରାଜ୍ୟରେ ମାଣ୍ଡିଆ ଚାଷର ପ୍ରସାର ସହ ପୌଷ୍ଟିକତାରେ ଉନ୍ନତି ଲାଗି ଓଡ଼ିଶା ସରକାର ୨୦୧୭ରେ ଆରମ୍ଭ କରିଥିବା ‘ମିଲେଟ ମିଶନ’କୁ ନୀତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସରକାରଙ୍କ ଏହି...

ଟ୍ୱିନ ଟାୱାର ଭଙ୍ଗାଯିବା ଘଟଣା: ୩୦ ଦିନରେ ହଟିବ ୧୫ ହଜାର ଟନ ବର୍ଜ୍ୟ, ବେସମେଣ୍ଟରେ ଲାଗିଯିବ ୫୦ ହଜାର ଟନ

ନୋଏଡା,୩୦ ।୮: ଉତ୍ତର ପ୍ରଦେଶ ନୋଏଡ଼ାର ଟ୍ୱିନ ଟାୱାର ଭଙ୍ଗାଯିବା ପରେ ଏବେ ଏହାର ବର୍ଜ୍ୟ ବସ୍ତୁକୁ ଉଠାଇବା ପ୍ରକ୍ରିୟା ଗୋଟିଏ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ସେଠାରେ ମରାମତି ଓ ସଫାସୁତୁରା କାମକୁ ଆଗେଇ...

ମହିଳା, ଶିଶୁ ବିରୋଧୀ ଅପରାଧ ୧୫% ବୃଦ୍ଧି

ନୂଆଦିଲ୍ଲୀ, ୩୦ା୮: ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ବିଶେଷକରି ଘରୋଇ ହିଂସାର ଶିକାର ହେଉଥିବାବେଳେ ଅସଦାଚରଣ, ଅପହରଣ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମହିଳା ବିରୋଧୀ ଅପରାଧ ମାମଲା ୨୦୨୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri