ଇସ୍ତଫା ଦେଲେ ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ, ଏସବୁ କାରଣ ଦର୍ଶାଇଲେ…
ଚଣ୍ଡିଗଡ଼,୩।୨ : ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ବନୱାରୀ ଲାଲ ବ୍ୟକ୍ତିଗତ…
ନୀତୀଶ ରଖିଲେ ୩ ବିଭାଗ
ପାଟନା,୩।୨: ବିହାରରେ ମନ୍ତ୍ରୀଙ୍କ ବିଭାଗ ଆବଣ୍ଟନର ସରକାରୀ ତାଲିକା ପ୍ରକାଶ ପାଇଛି। ସୂଚନାନୁସାରେ, ଭାଜପା ହାଇକମାଣ୍ଡରୁ ସବୁଜ ସଙ୍କେତ ପାଇବା ପରେ ନୀତୀଶ କୁମାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗକୁ ରଖିଛନ୍ତି।…
ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ
ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ…
ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା
ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ…
ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩।୨: ଭାରତୀୟ ଜନତା ଦଳର ଭେଟେରାନ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ନିଜେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି…
ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଦୁର୍ଘଟଣା, ପୋଲିସ ଅଧିକାରୀଙ୍କ କାର୍କୁ ଧକ୍କା ଦେଲା ଆମ୍ବୁଲାନ୍ସ
କୋଲକାତା,୩।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ଏକ ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି। ରାହୁଲଙ୍କ କନଭେରେ ସାମିଲ ଏକ ଆମ୍ବୁଲାନ୍ସ ବରିଷ୍ଠ ଜିଲା ପୋଲିସ ଅଧିକାରୀଙ୍କ କାରକୁ ଧକ୍କା ଦେଇଛି। ପଶ୍ଚିମବଙ୍ଗର ବୀରଭୂମ…
ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ
ନୂଆଦିଲ୍ଲୀ,୩।୨: ରହସ୍ୟ ଘେରରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ତାଙ୍କର ମୃତ୍ୟୁ ଗର୍ଭାଶୟ କ୍ୟାନସରରେ ହୋଇଛି କି ନାହିଁ ତାହା ବି ଏବେ ସନ୍ଦେ ଘେରରେ। ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି। କାହିଁକି…
ସିଦ୍ଧୁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବ କଂଗ୍ରେସ
ନୂଆଦିଲ୍ଲୀ,୩।୨: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ପଞ୍ଜାବରେ ମଧ୍ୟ କଂଗ୍ରେସ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ପହିଲାରେ କଂଗ୍ରେସ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…
ସନାତନ ଧର୍ମକୁ ‘ଡେଙ୍ଗୁ-ମ୍ୟାଲେରିଆ’ କହିଥିବା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଲା, ସମନ ଜାରି କଲେ କୋର୍ଟ
ବେଙ୍ଗାଲୁରୁ, ୩।୨: ଗତବର୍ଷ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ଅଡ଼ୁଆ ବଢ଼ିଛି। ବେଙ୍ଗାଲୁରୁ କୋର୍ଟ ଉଦୟାନିଧିଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାର୍ଚ୍ଚ ୪ରେ ତାଙ୍କୁ କୋର୍ଟରେ ହାଜର…
ଥଣ୍ଡା,ଜ୍ୱର, ସୁଗାର ସମେତ ୩୯ ଔଷଧ ହେଲା ଶସ୍ତା
ନୂଆଦିଲ୍ଲୀ,୩।୨: ସାଧାରଣ ଲୋକମାନେ କୌଣସି ରୋଗର ମୁକାବିଲା କରିବା ସମୟରେ ଚିନ୍ତାରେ ପଡିଯାଆନ୍ତି। କରୋନା ମହାମାରୀ ପରେ ଦେଶରେ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଏହି ଦିଗରେ ଏକ…
ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ
ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ ଛାଡ଼ଖଣ୍ଡରେ…
ବ୍ରେକଫାଷ୍ଟ ନ ଦେବାରୁ ରଡରେ ପିଟିପଟି ମାଆକୁ ମାରିଦେଲା ପୁଅ
ବେଙ୍ଗାଲୁରୁ,୩।୨: କର୍ନାଟକର ବେଙ୍ଗାଲୁରୁରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ବ୍ରେକଫାଷ୍ଟ ବା ସକାଳ ଭୋଜନ ମାଆ ପ୍ରସ୍ତୁତ ନ କରି ଦେବାରୁ ନାବାଳକ ପୁଅ ନିଜ ମାଆଙ୍କୁ ହତ୍ୟା କରିଛି। ପରେ ପୁଅ ପୋଲିସ ଷ୍ଟେଶନ ଯାଇ ନିଜ ଦୋଷ…

