କଂଗ୍ରେସର ସବୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛନ୍ତି କେନ୍ଦ୍ର ସରକାର: ଅଜୟ ମାକେନ
ନୂଆଦିଲ୍ଲୀ,୧୬।୨: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ। ଆୟକର ବିଭାଗ ଦ୍ୱାରା ଯୁବ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା କଂଗ୍ରେସ ଦାବି କରିଛି। କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍ ଏହି…
‘ଆମେ କାର୍ଯ୍ୟାଳୟ ହଟାଇବାକୁ ପ୍ରସ୍ତୁତ ହେଲେ…,’ରାଉଜ ଏଭେନ୍ୟୁ ଜମି ମାମଲାକୁ ନେଇ ସୁପ୍ରିମକୋର୍ଟରେ କହିଲା ଏଏପି
ନୂଆଦିଲ୍ଲୀ,୧୬।୨: ଯେଉଁଠାରେ ଆମ ଆଦମୀ ପାର୍ଟି(ଏଏପି)ର କାର୍ଯ୍ୟାଳୟ ଦିଲ୍ଲୀରେ ଅବସ୍ଥିତ ସେହି ଜମି ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ପରେ ଆମ ଆଦମୀ ପାର୍ଟି ବର୍ତ୍ତମାନ କୋର୍ଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ଆମ ଆଦମୀ ପାର୍ଟିର ରାଉଜ ଆଭେନ୍ୟୁରେ ଥିବା ମୁଖ୍ୟ…
ବରିଷ୍ଠ ଭାଜପା ନେତାଙ୍କ ପରଲୋକ, ଭୌରୋସିଂହ ଶେଖାଓ୍ବତଙ୍କୁ ହରାଇ ଆସିଥିଲେ ଚର୍ଚ୍ଚାକୁ
ଜୟପୁର,୧୬।୨: ଫେବୃଆରୀ ୧୬ ସକାଳେ ଭାଜପା ପାଇଁ ଏକ ଦୁଃଖଦ ବାର୍ତ୍ତା ଆଣିଥିଲା। ଗୁରୁବାର ରାତିରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଧେଶୟାମ ଗଙ୍ଗନଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ…
ଦୁନିଆର ସବୁଠୁ କୋଟିପତି ଭିକାରୀ, ମୁମ୍ବାଇ-ପୁଣେରେ ରହିଛି ବିଳାସପୂର୍ଣ୍ଣ କୋଠା, ମୋଟ୍ ସମ୍ପତ୍ତି ଜାଣିଲେ…
ଭୋପାଳ,୧୬ା୨: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ପେଟକୁ ଦୁଇଓଳି ଦାନା ଯୋଗାଡ଼ କରି ନ ପାରି ଭିକ ମାଗି ଚଳିଥାନ୍ତି। କିଛି ଲୋକ ଭିକ ମାଗି ବି ଦୁନିଆରେ କୋଟିପତି ହୋଇପାରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଦୁନିଆର…
ଭାରତ ଯୋଡୋ ନ୍ୟାୟ ଯାତ୍ରାର ବଦଳିଲା ରୁଟ୍
ନୂଆଦିଲ୍ଲୀ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଏକ ମାସ ପୂରଣ ହେବାକୁ ଯାଉଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା…
ଇଲେକ୍ଟୋରାଲ ବଣ୍ଡରେ ଭାଜପାକୁ ମିଳିଛି ସର୍ବାଧିକ ଟଙ୍କା, ଜାଣନ୍ତୁ ବିଜେଡି ପାଇଛି କେତେ ?
ଭୁବନେଶ୍ୱର,୧୬।୨: ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଅଦ୍ୟାବଧି ରାଜନୈତିକ ଦଳଗୁଡ଼ିକୁ ଏହାର ବିକ୍ରିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା। ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା…
ନୋଏଡାରେ ୧୪୪ ଧାରା ଲାଗୁ
ନୋଏଡା,୧୬।୨: ଏମଏସପି ଏବଂ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଦିଲ୍ଲୀ-ଏନସିଆରର ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଏହାର ସମସ୍ତ ପ୍ରସ୍ତୁତି ଚଳାଇଛି। ଦିଲ୍ଲୀ ସୀମାରେ ସୁରକ୍ଷା…
ରାହୁଲ ଗାନ୍ଧୀଙ୍କ କାର୍ର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ
ପାଟନା,୧୬।୨: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ରୋହତସ (ସାସରାମ)ରେ ପହଞ୍ଚିଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ରୋହତସରେ ପହଞ୍ଚିଥିଲେ। ତେଜସ୍ବୀ କେବଳ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ…
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ଅଲିପୁରରେ ଦୁଇଟି ପେଣ୍ଟ ଏବଂ କେମିକାଲ ଗୋଦାମ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିସହିତ ୪ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କୁ ବାବୁ ଜଗଜୀବନ ରାମ ଡାକ୍ତରଖାନା ଏବଂ ଚାରି ଆହତଙ୍କୁ ରାଜା ହରିଶ୍ଚନ୍ଦ୍ର ଡାକ୍ତରଖାନାକୁ…
ସୋନିଆଙ୍କ ପାଖରେ ୮୮ କେଜି ରୂପା ସାଙ୍ଗକୁ ୧ କେଜିରୁ ଅଧିକ ସୁନା, ଇଟାଲୀରେ ରହିଛି ସମ୍ପତ୍ତି
ନୂଆଦିଲ୍ଲୀ,୧୬।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଇଟାଲୀରେ ସମ୍ପତ୍ତି ଅଛି। ସୂଚନାନୁସାରେ, ସୋନିଆର ଇଟାଲୀରେ ତାଙ୍କ ପୈତୃକ ସମ୍ପତ୍ତିରେ ଏକ ଅଂଶ ରହିଛି। ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଦିଆଯାଇଥିବା ଆଫିଡେଭିଟ୍ରେ ସୋନିଆ ଗାନ୍ଧୀ ଇଟାଲୀରେ…
ମୋ ଦ୍ୱାରା ରାଜନୀତି ସମ୍ଭବ ନୁହେଁ କହି ଏମ୍ପି ପଦରୁ ଇସ୍ତଫା ଦେଇଥିବା ମିମି ଚକ୍ରବର୍ତ୍ତୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମିମି ଚକ୍ରବର୍ତ୍ତୀ ଯାଦବପୁର ନିର୍ବାଚନମଣ୍ଡଳୀରୁ ଏମ୍ପି ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ରେ ନିର୍ବାଚନରେ ଜିତିଥିଲେ। ସେ ରାଜ୍ୟ ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ…
ଆଜି ଭାରତ ବନ୍ଦ: ଏସବୁ ରାଜ୍ୟରେ ଅଧିକ ପଡିବ ପ୍ରଭାବ
ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୬ରେ କୃଷକ ସଂଗଠନ ଭାରତ ବନ୍ଦ ଆହ୍ବାନ କରିଛନ୍ତି। ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟ ୧୧ଟି ଦାବି ପାଇଁ କୃଷକମାନେ ପୁଣି ଥରେ ବିରୋଧ କରୁଛନ୍ତି। ସେମାନଙ୍କ ଦାବି ଉପରେ କେନ୍ଦ୍ର ଉପରେ ଚାପ ପକାଇବାକୁ କୃଷକ ସଂଗଠନ…

