ଜାତୀୟ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା: ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା, ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୨୧।୨: ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍‌ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ଭାଙ୍ଗିଗଲା ଷ୍ଟେଜ୍‌, ବସ୍‌ ଉପରେ ଚଢି ଭାଷଣ ଦେଲେ ତେଜସ୍ବୀ ଯାଦବ, ଭାଇରାଲ ହେଉଛି ଭିଡିଓ

ପାଟନା,୨୧।୨: ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିହାରର ସୀତାମଡିରେ ପହଞ୍ଚିଥିଲେ। ହେଲେ ସେଠାରେ ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା । ଯାହା ପରେ ତେଜସ୍ବୀ ବସ୍‌ରେ ଚଢି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।…

ନୀରବି ଗଲେ ‘ବିନାକା ଗୀତାମାଲା’ର ଘୋଷକ ଅମିନ ସୟାନୀ…

ମୁମ୍ବାଇ,୨୧।୨ : ‘ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି। ସେ…

ସିଦ୍ଧୁ ହାତ ଛାଡି ପୁଣି ଧରିବେ ପଦ୍ମ !, ଯୁବରାଜ ଲଢ଼ିବେ ଲୋକସଭା ନିର୍ବାଚନ…

ଚଣ୍ଡିଗଡ଼,୨୧।୨ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନବଜୋତ ସିଦ୍ଧୁ ଏବଂ ଯୁବରାଜ ସିଂଙ୍କ ବିଷୟରେ ସର୍ବଶେଷ ଅପଡେଟ ଆସିଛି। ଉଭୟଙ୍କ ପାଇଁ ଭାଜପା ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରିଛି। କଳ୍ପନାଜଳ୍ପନା ଚାଲିଛି ଯେ ନବଜୋତ ସିଦ୍ଧୁ ପୁଣି…

Land laws across India: ଆପଣଙ୍କ ପାଖରେ ଏତେ ଏକରରୁ ଅଧିକ ଜମି ଥିଲେ ନେଇଯିବେ ସରକାର! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୧।୨: ଲୋକେ ନିବେଶ ପାଇଁ ଜମି କିମ୍ବା ଘର କିଣୁଥିବାର ନିଶ୍ଚୟ ଦେଖିଥିବେ। ସମ୍ପତ୍ତି କିମ୍ବା ଜମିରେ ନିବେଶ କରେ ଏବେ ପ୍ରଚଳିତ ନୁହେଁ ବରଂ ବହୁ ପ୍ରାଚୀନ କାଳରୁ ଏହା ଜାରି ରହିଛି। ଭାରତରେ ଲୋକେ ନିଜର ଅଧିକ ପୁଞ୍ଜି…

ବିବାହ ପୂର୍ବରୁ ମାରିଦେଲା ହସ, ଡାକ୍ତରଖାନାରେ…

ହାଇଦ୍ରାବାଦ,୨୧।୨: ହାଇଦ୍ରାବାଦର ଜଣେ ୨୮ ବର୍ଷୀୟ ବ୍ୟକ୍ତି ବିବାହ ପୂର୍ବରୁ ନିଜ ହସକୁ ପ୍ରଭାବୀ କରିବା ପାଇଁ ଏକ ଡେଣ୍ଟାଲ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କୁ ଅତ୍ୟଧିକ ନିଶ୍ଚେତକ ଦିଆଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ…

ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ଭାରତୀୟ ଓକିଲ ଫଲି ଏସ ନରିମନଙ୍କ ଦେହାନ୍ତ ହୋଇଛି। ବୁଧବାର ୯୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବରିଷ୍ଠ ଓକିଲ ନରିମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର…

ପୋଷ୍ୟ ସନ୍ତାନ ଗ୍ରହଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୨୧ା୨(ପି.ଟି.): ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାର ଅଧିକାରକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନକୁ ଆଣି ମୌଳିକ ଅଧିକାର ବୋଲି ଦାବି କରାଯାଇପାରିବ ନାହିଁ। କେଉଁ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିବେ ତାହା ଚୟନ କରିବା…

ଲାଞ୍ଚ ନେଇ ଧରା ପଡ଼ିବାରୁ କାନ୍ଦିଲେ

ହାଇଦ୍ରାବାଦ, ୨୧।୨: ତେଲଙ୍ଗାନାର ଜନଜାତି କଲ୍ୟାଣ ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କେ. ଜଗା ଜ୍ୟୋତି ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଆଧିକାରିକ ସ୍ତରରେ ଲାଭ ପହଞ୍ଚାଇବା ପାଇଁ ୮୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଚାଷୀଙ୍କ ୧୭୭ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧ା୨: ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦାବିରେ ଚାଲିଥିବା କୃଷକ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଓ୍ବେବ୍‌ ଲିଙ୍କ୍‌କୁ କେନ୍ଦ୍ର ସରକାର ସାମୟିକ ଭାବେ ବ୍ଲକ୍‌ କରିଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁରୋଧକ୍ରମେ ଇଲେକ୍ଟ୍ରୋନିକ୍ସ…

ଅବିବାହିତା ମା‘ ନେଇ ପାରିବେ କି ମାତୃତ୍ୱ ଛୁଟି ? କ‘ଣ କହୁଛି ଆଇନ…

ନୂଆଦିଲ୍ଲୀ,୨୦।୨ : ପ୍ରସବକାଳୀନ ଛୁଟି ହେଉଛି କାର୍ଯ୍ୟରତ ମହିଳାମାନଙ୍କୁ ଦିଆଯାଇଥିବା ଏକ ଅଧିକାର, ଯାହାକୁ କୌଣସି ମହିଳା ବିଶେଷ ପରିସ୍ଥିତିରେ ନେଇପାରିବେ। ବିଶେଷ ପରିସ୍ଥିତିର ଅର୍ଥ ହେଉଛି ଏହି ଛୁଟି ଗର୍ଭାବସ୍ଥାରେ ନିଆଯାଇପାରିବ। ଏଭଳି ପରିସ୍ଥିତିରେ ଅବିବାହିତା ମହିଳାମାନେ ମଧ୍ୟ ଗର୍ଭଧାରଣ…

Reverse Mortgage Scheme: ଅବସର ପରେ ମିଳିବ ଟଙ୍କା…

ନୂଆଦିଲ୍ଲୀ,୨୦।୨ : ସମସ୍ତେ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ଅଧିକ ମୁଦ୍ରାସ୍ଫୀତି ଯୋଗୁ ଏହା କରିବା କଷ୍ଟକର ହୋଇଥାଏ। ପିଲାମାନଙ୍କର ଶିକ୍ଷା ଏବଂ ଘରର ଖର୍ଚ୍ଚ ଏତେ ହୋଇଯାଏ ଯେ ସଞ୍ଚୟ ପାଇଁ କୌଣସି ଟଙ୍କା ରୁହେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?