ଜାତୀୟ

ସରକାରଙ୍କ ବଡ ଘୋଷଣା: ଦଶମ ଛାତ୍ରୀଛାତ୍ରଙ୍କୁ ଦେଲେ ଖୁସି ଖବର, ପରୀକ୍ଷା ପାଇଁ କରିପାରିବେ ମାଗଣା ବସ୍‌ଯାତ୍ରା

ନୂଆଦିଲ୍ଲୀ,୨୯।୨: ଛାତ୍ରାଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବସରେ ଗଲେ ଦେବାକୁ ପଡ଼ିବନି ବସ ଭଡ଼ା। ପରୀକ୍ଷା କେନ୍ଦ୍ରକୁ ଏଥର ମାଗଣାରେ ଯାତ୍ରା କରିପାରିବେ। କିଛି ଛାତ୍ରୀଛାତ୍ରଙ୍କର ଗାଁଠାରୁ ବହୁ ଦୂରରେ ପରୀକ୍ଷା କେନ୍ଦ୍ର ପଡ଼ିିଛି । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ…

ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ

ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ ଏବେ ଏକ ଉତ୍ତମ ବିକଳ୍ପ । ଏବେ ଦୁନିଆର…

କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ଶିମଲା,୨୯।୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଭାଜପାକୁ ଯାଉଥିବା ରାଜ୍ୟ ସଭା ଆସନ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ…

୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ମୋଦି ପ୍ରଥମ: ଜାଣନ୍ତୁ ଟପ୍‌-୧୦ କିଏ ସବୁ ଅଛନ୍ତି

ନୂଆଦିଲ୍ଲୀ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୪ ମୃତ, ୨୧ ଆହତ: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୨୯।୨: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୨୧ ଜଣ ଆହତ ହୋଇଥିବା କୁହାଯାଉଛି। ଏକ ପିକଅପ ଗାଡି ନିୟନ୍ତ୍ରଣ ବାହାରକୁ ଯାଇ ବଡଝର ଘାଟରେ ଓଲଟି ପଡ଼ିଥିଲା। ଦୁର୍ଘଟଣାର ଶିକାର…

‘ବ୍ରେକ୍‌ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ

ଶିମଲା,୨୯।୨: ହିମାଚଳରେ ରାଜନୈତିକ ଝଡ ଧୀରେ ଧୀରେ ଶାନ୍ତ ହେବାକୁ ଲାଗୁଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ତରଫରୁ ଗୁରୁବାର ଶିମଲାରେ ସମସ୍ତ କଂଗ୍ରେସ ବିଧାୟକଙ୍କ ‘ବ୍ରେକ୍‌ଫାଷ୍ଟ ମିଟିଂ’ ଡକାଯାଇଛି। ଡେପୁଟି ସିଏମ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ସିଏମଙ୍କ ସରକାରୀ ବାସଭବନରେ…

କେଜ୍‌ରିଓ୍ବାଲଙ୍କ ବିରୋଧରେ ନିର୍ବାଚନ ଲଢିବେ ମହାଠକ ସୁକେଶ ଚନ୍ଦ୍ରଶେଖର!

ନୂଆଦିଲ୍ଲୀ,୨୯।୨: ତିହାର ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ତଥା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଭାପତି ଅରବିନ୍ଦ କେଜ୍‌ରିୱାଲଙ୍କୁ ଚିଠି ଲେଖିଛନ୍ତି। ସୁକେଶ ଚନ୍ଦ୍ରଶେଖର ଅରବିନ୍ଦ କେଜ୍‌ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।…

ପଶ୍ଚିମବଙ୍ଗରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ

କୋଲକାତା,୨୯।୨: ପଶ୍ଚିମବଙ୍ଗ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ୫୫ ଦିନ ପରେ ଗିରଫ ହୋଇଛନ୍ତି ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମ୍‌ସି ନେତା ଶାହଜାହାନ ଶେଖ। ତାଙ୍କୁ ବୁଧବାର ରାତି ୩ଟାରେ ମୀନାଖାନର ଏକ ଅଜ୍ଞାତ ସ୍ଥାନରୁ ଗିରଫ କରାଯାଇଛି।…

ଅସ୍ତ୍ର ଛାଡ଼ିଲେ ମଣିପୁର ପୋଲିସ କମାଣ୍ଡୋ

ଇମ୍ଫାଲ, ୨୯।୨: ମଣିପୁରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପହରଣ ସହ ତାଙ୍କ ବାସଭବନକୁ ଆକ୍ରମଣ ବିରୋଧରେ ରାଜ୍ୟର ପୋଲିସ କମାଣ୍ଡୋମାନେ ପ୍ରତୀକାତ୍ମକ ବିରୋଧ କରି ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। ଇମ୍ଫାଲ ଘାଟି ଅନ୍ତର୍ଗତ ୪ଟି ଜିଲାର ୧୦୦ରୁ ଅଧିକ କମାଣ୍ଡୋ…

କ୍ୟାନ୍‌ସରରୁ ବଞ୍ଚାଇବ ୧୦୦ ଟଙ୍କାର ସ୍ବଦେଶୀ ଟାବଲେଟ୍‌

ନୂଆଦିଲ୍ଲୀ, ୨୯।୨: ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ସର୍ବାଧିକ କ୍ୟାନ୍‌ସର ରୋଗୀ ଭାରତରେ ଥିବାବେଳେ ଅଧିକାଂଶ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପୁନର୍ବାର କ୍ୟାନ୍‌ସରର ଲକ୍ଷଣ ଦେଖାଦେଇଥାଏ। କର୍କଟ ରୋଗର ସର୍ବବୃହତ୍‌ ମେଡିକାଲ ଟାଟା ମେମୋରିଆଲ୍‌…

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦମୁକ୍ତ

ଶିମଲା/ନୂଆଦିଲ୍ଲୀ,୨୮ା୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏବେ ବିପଦମୁକ୍ତ ହୋଇଛି। ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ…

ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୮ା୨: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଜମ୍ମୁ କଶ୍ମୀରର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ନିକଟରେ ସଚିନ୍‌ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବା ସହ ସ୍ଥାନୀୟ ଯୁବକ ମାନଙ୍କ ସହ କ୍ରିକେଟ ଖେଳିଥିଲେ। ଏହାର ଭିଡିଓ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?