ଜାତୀୟ

ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ

ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ କରୁଥିବା…

ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର

ଶିମ୍‌ଲା,୨୮।୨: ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର କରିବାକୁ…

୨୦୨୮ ରେ ଚନ୍ଦ୍ରାୟନ-୪ ଲଞ୍ଚ କରିବ ଭାରତ, ଚନ୍ଦ୍ରରୁ ପଥର ନେଇ ପୃଥିବୀକୁ ଫେରିବ

ନୁଆଦିଲ୍ଲୀ,୨୮।୨: ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ଚନ୍ଦ୍ର ଯାତ୍ରା ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି ଯାହା ପ୍ରାୟ ୨୦୨୮ ମସିହାରେ ଲଞ୍ଚ ହେବ। ଇସ୍ରୋର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର (ଏସ୍‌ଏଏସ୍‌)…

କ୍ୟାଡବରୀ ଡେରି ମିଲ୍କ ଚକୋଲେଟରୁ ବାହାରିଲା ପୋକ, ଖାଇବା ଅସୁରକ୍ଷିତ ଘୋଷଣା କଲା ଷ୍ଟେଟ୍‌ ଫୁଡ ଲାବୋରେଟାରୀ

ନୁଆଦିଲ୍ଲୀ,୨୮।୨: ହାଇଦ୍ରାବାଦ ସହରର ଏକ ଦୋକାନ ବଜାରରେ ବିକ୍ରି ହେଉଥିବା କ୍ୟାଡବରୀ ଡେରି ମିଲ୍କ ଚକୋଲେଟର ଦୁଇଟିରେ ଧଳା କିଟ ବାହାରିବା ପରେ ଏହା ଖାଇବାକୁ ଅନୁପଯୋଗି ଘୋଷଣା କରାଯାଇଛି । ତଲେଙ୍ଗାନା ଷ୍ଟେଟ୍‌ ଫୁଡ ଲାବୋରେଟାରୀ(SFL) ଘୋଷଣା କରିଛି ଯେ…

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେନ୍‌ ଧକ୍କାରେ ୧୨ ମୃତ, ଅନେକ ଆହତ

ରାଞ୍ଚି,୨୮ା୨: ଜାମତରା-କର୍‌ମାତାଣ୍ଡ ରେଳ ବିଭାଗର କଳାଝରିଆ ନିକଟରେ ଟ୍ରେନ୍‌ ଧକ୍କାରେ ବୁଧବାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବେଙ୍ଗାଲୁରୁ-ଯଶବନ୍ତପୁର ଏକ୍ସପ୍ରେସ ଡାଉନ ଲାଇନରେ ଯାଉଥିବା ବେଳେ ଲାଇନ ପାର୍ଶ୍ୱରେ ପକାଯାଇଥିବା ବୋଲ୍‌ଡର ଗୁଣ୍ଡ ଉଡ଼ିଥିଲା। ଡ୍ରାଇଭର…

ରାଜ୍ୟ ସଭାରେ ବଦଳିଯିବ ଗଣିତ, ଭାଜପାକୁ ମିଳିବ ମ୍ୟାଜିକ୍‌ ନମ୍ବର

ନୂଆଦିଲ୍ଲୀ,୨୮ା୨: ଚଳିତ ବର୍ଷ ଏପ୍ରିଲରେ ଶାସକ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲାଇନ୍ସ (ଏନ୍‌ଡିଏ) ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। ଯେତେବେଳେ ନାମାଙ୍କିତ ବର୍ଗ ଅନ୍ତର୍ଭୁକ୍ତ ଅବଶିଷ୍ଟ ୬ଟି ସିଟ୍‌ ପୂରଣ ହେବ ଏବଂ ନୂତନ ନିର୍ବାଚିତ…

ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲଙ୍କୁ ସମ୍ମାନଜନକ ନାଇଟହୁଡ୍ ମାନ୍ୟତା ପ୍ରଦାନ କଲେ ବ୍ରିଟେନ ରାଜା

ନୂଆଦିଲ୍ଲୀ,୨୮ା୨: ପ୍ରଥମ ଭାରତୀୟ ନାଗରିକ ଭାବେ ଭାରତୀ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ମିଳିଛି ସମ୍ମାନଜନକ ନାଇଟହୁଡ୍ ମାନ୍ୟତା। ଭାରତ-ବ୍ରିଟେନର ବ୍ୟବସାୟିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ପୁରସ୍କାର ପାଇବା…

FASTag KYC: ଫେବୃଆରୀ ୨୯ ପୂର୍ବରୁ ଅପ୍‌ଡେଟ୍‌ କରି ନିଅନ୍ତୁ ଫାଷ୍ଟଟ୍ୟାଗ୍‌ କଓ୍ବୋଇସି, ନଚେତ ଟୋଲ୍‌ରେ ଅସୁବିଧାରେ ପଡ଼ିବେ…

ନୂଆଦିଲ୍ଲୀ,୨୮।୨: ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକାରୀ କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି, ତାଙ୍କର ଟ୍ୟାଗ୍‌କୁ ଫେବୃୟାରୀ ୨୯ ପରଠାରୁ ବ୍ଲାକ୍‌ଲିଷ୍ଟ କରିଦିଆଯିବ। ଏଥିପାଇଁ ଆପଣ ଯଦି ନିଜର ଯାନକୁ ଫାଷ୍ଟଟ୍ୟାଗ୍‌ ବ୍ୟାଙ୍କରୁ କଓ୍ବୋଇସି…

ଡିଏମ୍‌କେ ବିଜ୍ଞାପନରେ ଚାଇନା ପତାକା ଦେଖି ରାଗିଗଲେ ମୋଦି

ଚେନ୍ନାଇ,୨୮।୨:ତାମିଲନାଡୁର ତିରୁନେଲଭେଲିରେ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇସ୍ରୋର ଲଞ୍ଚ ପ୍ୟାଡ ସମ୍ବନ୍ଧ ବିଜ୍ଞାପନରେ ଚାଇନାର ପତାକା ଥିବାରୁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) କୁ ଟାର୍ଗେଟ କରିଥିଲେ ଏବଂ…

ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ: ଉଦ୍ଧବଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ମନ୍ତ୍ରୀ

ପୁଣେ,୨୮।୨: ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନାକୁ ଟାର୍ଗେଟ୍‌ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ଗୋଟିଏ ଆସନ ଜିତିବାକୁ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ଠାକରେ ଏକ ବିବୃତ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରରେ ପରାଜୟକୁ…

‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ…

ଅଖିଳେଶଙ୍କୁ ସିବିଆଇ ନୋଟିସ୍‌: ଗୁରୁବାର ହାଜର ହେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୮।୨: ଏସପି ଜାତୀୟ ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ବେଆଇନ ଖଣି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ସାକ୍ଷୀ ଭାବେ ଡକାଯାଇଛି। ଫେବୃଆରୀ ୨୯ରେ ତାଙ୍କୁ ଦିଲ୍ଲୀରେ ସିବିଆଇରେ ହାଜର ହେବାକୁ ଡକାଯାଇଛି। ଅଖିଳେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?