ଭାଇ ଧୋକା ଦେବା ପରେ ମମତା କହିଲେ, ମୁଁ ତାକୁ ମୋ ପରିବାରର ସଦସ୍ୟ ଭାବୁନାହିଁ
କୋଲକତା,୧୩।୩:୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁଧବାର ସ୍ଭାଇଙ୍କ ଏହି ନିଷ୍ପତ୍ତି ଉପରେ ଦିଦି ଏବଂ ତୃଣମୂଳ ମୁଲ କଂଗ୍ରେସ (ଟିଏମସି) ମୁଖ୍ୟ…
ଭୋଜପୁରୀ ଷ୍ଟାର ପଓ୍ବନ ସିଂଙ୍କ ୟୁ ଟର୍ନ, ନିର୍ବାଚନ ଲଢିବା ନେଇ କଲେ ଘୋଷଣା
କୋଲକତା,୧୩।୩: ନିକଟରେ ପଶ୍ଚିମବଙ୍ଗର ଆସନସୋଲରୁ ନିର୍ବାଚନ ଲଢିବେନି ବୋଲି ମନା କରିଥିଲେ ଭୋଜପୁରୀ ଷ୍ଟାର ପଓ୍ବନ ସିଂ। ହେଲେ ବୁଧବାର ନିର୍ବାଚନ ଲଢିବା ନେଇ ସେ ଘୋଷଣା କରିଛନ୍ତି। ଏକ୍ସ’ରେ ଟ୍ବିଟ୍ କରି ସେ କହିଛନ୍ତି, ‘ଜନତା ଜନାର୍ଦ୍ଦନ ଓ ମା’…
ଆଜି ବଡ଼ ସୂଚନା ଦେବେ ନିର୍ବାଚନ ଆୟୋଗ, ହେବ କି ତାରିଖ ଘୋଷଣା
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଦାତା ସମ୍ମିଳନୀ ବୁଧବାର ଜମ୍ମୁରେ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ। ଲୋକ ସଭା…
ବନ୍ଦ ହୋଇଯିବ Paytm, ଆଉ ବ୍ୟବହାର କରିପାରିବେନି ପେଟିଏମର ଏହି ସର୍ଭିସ
ନୂଆଦିଲ୍ଲୀ,୧୩।୩: ବନ୍ଦ ହୋଇଯିବ Paytm। ଆଉ ମାତ୍ର ଦୁଇଟା ଦିନ ପରେ ଆପଣ ବ୍ୟବହାର କରିପାରିବେନି ପେଟିଏମ ବ୍ୟାଙ୍କ। ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ପେଟିଏମକୁ ମାର୍ଚ୍ଚ ୧୫ ଯାଏଁ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଆଉ ଦୁଇଟା ଦିନ…
ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡିଲେ ବଡ଼ ନେତା
ଲକ୍ଷ୍ନୌ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁସାରେ, ୟୁପିରେ କାନପୁରର ବିଧାୟକ ଅଜୟ କପୁର ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଅଜୟ କପୁର କଂଗ୍ରେସର ଜାତୀୟ ସଚିବ ଥିଲେ। କଂଗ୍ରେସ ତାଙ୍କୁ…
ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍ ପଡିଲେ ଏହି ବରିଷ୍ଠ ନେତା
ଚଣ୍ଡିଗଡ,୧୩।୩: ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଶପଥ ଗ୍ରହଣ କରିଛନ୍ତି। ତେବେ ଭାଜପା ନୂଆ କ୍ୟାବିନେଟରୁ ଆଉ ଏକ ବ ନାଁକୁ ବାଦ ଦେଇଛି। ଅନୀଲ ବିଜ୍ ହରିଆଣା ଭାଜପାରର ସବୁଠାରୁ ଟାଣୁଆ ନେତା। ଖଟ୍ଟରଙ୍କ ପରେ ସେ…
ହରିୟାଣାରେ ନୂଆ ସରକାରଙ୍କ ଆଜି ଅଗ୍ନି ପରୀକ୍ଷା, ପ୍ରମାଣ କରିବାକୁ ହେବ ବହୁମତ
ଚଣ୍ଡିଗଡ,୧୩।୩: ହରିୟାଣାରେ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଦଳ ୟଜେଜେପି ସହିତ ମେଣ୍ଟ ଭାଙ୍ଗି ନାୟବ ସିଂ ସଇନିଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରିଛି। ମଙ୍ଗଳବାର ନାୟବ ସିଂ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ…
ନିଜ ଜମି ଦାନ କରିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହାକୁ ଦେଲେ
ନୂଆଦିଲ୍ଲୀ,୧୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ରାଜଧାନୀ ଗାନ୍ଧୀନଗରସ୍ଥିତ ତାଙ୍କ ପ୍ଲଟକୁ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି ତାଙ୍କର ସମ୍ମାନ ଏବଂ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଏହି ଜମି…
ପ୍ରଘଟ ନ କରିବାକୁ ରାଷ୍ଟ୍ରପତିଙ୍କୁ ଏସ୍ସିବିଏ ମୁଖ୍ୟଙ୍କ ପତ୍ର
ନୂଆଦିଲ୍ଲୀ,୧୩।୩: ଇଲେକ୍ଟୋରାଲ ବଣ୍ଡ୍ ସମ୍ପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ବଢ଼ାଇବା ନିମନ୍ତେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଏଥିସହ ମଙ୍ଗଳବାର ଅଫିସ ସମୟ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ…
ସିଏଏକୁ ବିରୋଧ ବଢ଼ୁଛି
ନୂଆଦିଲ୍ଲୀ/ଗୁଆହାଟୀ/କୋଲକାତା,୧୩ା୩: ଲୋକ ସଭା ନିର୍ବାଚନକୁ କିଛି ସପ୍ତାହ ବାକି ଥିବାବେଳେ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ ବିରୋଧ ବଢ଼ିବାରେ ଲାଗିଛି। ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ…
ଜେକେଏନ୍ଏଫ୍କୁ ୫ ବର୍ଷ ବ୍ୟାନ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୩।୩: ଜମ୍ମୁ-କଶ୍ମୀର ନ୍ୟାଶନାଲ ଫ୍ରଣ୍ଟ (ଜେକେଏନ୍ଏଫ୍)କୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି। ଲୋକଙ୍କ ମଧ୍ୟରେ ଅସନ୍ତୋଷର ମଞ୍ଜି ବୁଣିବା ଏବଂ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟରେ ସମ୍ପୃକ୍ତ ରହିବା ଅଭିଯୋଗରେ…
ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି
ନୂଆଦିଲ୍ଲୀ, ୧୨।୩: ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ…

