ଜାତୀୟ

PM Suraj Portal ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏଥିରୁ କ’ଣ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌ ସୁରଜ ପୋର୍ଟାଲ ଲଞ୍ଚ କରିଛନ୍ତି। ତେବେ ଜନସାଧାରଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ପୋର୍ଟାଲ କ’ଣ ଏବଂ ଏହାର ଲାଭ କ’ଣ ଏବଂ କିଏ ପାଇବ? ଆସନ୍ତୁ ଜାଣିବା… ପିଏମ୍‌ ସୁରଜ ପୋର୍ଟାଲ…

ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ

ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ଷ୍ଟାଲୱାର୍ଟଙ୍କ ନାମ…

ସମଗ୍ର ଦେଶବାସୀ ମୋ ପରିବାର: ମୋଦି

ନୂଆଦିଲ୍ଲୀ,୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ସାମାଜିକ ଉନ୍ନତି ଏବଂ ନିଯୁକ୍ତି ଭିତ୍ତିକ ଜନ କଲ୍ୟାଣ (ପିଏମ୍‌-ସୁରଜ) ଜାତୀୟ ପୋର୍ଟାଲ ଲଞ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଆମ ସରକାର ସଫେଇ ମିତ୍ରଙ୍କୁ (ସ୍ବେରେଜ ଏବଂ…

ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି। ଏମାନେ…

ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଉତ୍ତରାଖଣ୍ଡର ନାଗରିକତ୍ୱ ସଂଶୋଧନ ଆଇନ (ୟୁସିସି) ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏବେ ଏହା ଆଇନରେ ପରିଣତ ହୋଇଛି। ୟୁସିସି ବିଲରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୟୁସିସି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି…

୫ ବର୍ଷରେ କିଣା ଯାଇଛି ୨୨,୨୧୭ ନିର୍ବାଚନୀ ବଣ୍ଡ, ବ୍ୟବହାର ହୋଇଛି ୨୨,୦୩୦

ନୂଆଦିଲ୍ଲୀ,୧୩।୩: ନିର୍ବାଚନ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏକ ଆଫିଡେଭିଟ୍ ଦାଖଲ କରି ସୂଚନା ଦେଇଛି ଯେ ଏହା ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗ (ଇସି) ନିକଟରେ ଦାଖଲ କରିଛି।…

ଶକ୍ତି ପରୀକ୍ଷାରେ ପାସ୍‌ ହେଲେ ସୈନି ସରକାର

ଚଣ୍ଡିଗଡ,୧୩।୩: ହରିୟାଣାର ନୟାବ ସିଂ ସାଇନି ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ବୁଧବାର ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଧ୍ୱନିମତ ଦ୍ୱାରା ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।…

ମୋଦି ସରକାରଙ୍କ ଉପରେ ବର୍ଷିଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୩।୩: ମିଳିତ ଜାତିସଂଘ (ଜାତିସଂଘ) ଏବଂ ଆମେରିକା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସିଏଏକୁ ଭେଦଭାବକାରୀ ବୋଲି ବର୍ଣ୍ଣନା କରିଥିବାବେଳେ ଆମେରିକା କହିଛି, ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ଆମେରିକାର ବୈଦେଶିକ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମେଟ୍ରୋର ଦୁଇଟି ନୂତନ କରିଡରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଥିପାଇଁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର କ୍ୟାବିନେଟର ବୈଠକ ପରେ ବୁଧବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି…

୩୩ ବର୍ଷ ପୁରୁଣା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୩।୩: ମାଫିଆ ମୁଖତାର୍‌ ଅନସାରୀଙ୍କୁ ୩୩ ବର୍ଷ ୩ ମାସ ୯ ଦିନ ପୁରୁଣା ଗାଜିପୁର ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା…

କଂଗ୍ରେସକୁ ଲାଗିବ ୧୦୫ କୋଟିର ଝଟ୍‌କା

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ହାଇକୋର୍ଟ ବୁଧବାର ୧୦୫ କୋଟି ଟଙ୍କାର ବକେୟା ଟିକସ ପୁନରୁଦ୍ଧାର ପାଇଁ ଆୟକର ନୋଟିସରେ ରହିବାକୁ ଦଳର ଆବେଦନକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଏକ ଝଟକା ଦେଇଛନ୍ତି। ମାର୍ଚ୍ଚ ୨୦୨୪ରେ କଂଗ୍ରେସ ଦଳ ଏହି ମାମଲାରେ କୋର୍ଟଙ୍କ ନିକଟରେ…

ଭାଇ ଧୋକା ଦେବା ପରେ ମମତା କହିଲେ, ମୁଁ ତାକୁ ମୋ ପରିବାରର ସଦସ୍ୟ ଭାବୁନାହିଁ

କୋଲକତା,୧୩।୩:୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁଧବାର ସ୍‌ଭାଇଙ୍କ ଏହି ନିଷ୍ପତ୍ତି ଉପରେ ଦିଦି ଏବଂ ତୃଣମୂଳ ମୁଲ କଂଗ୍ରେସ (ଟିଏମସି) ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?