ଜାତୀୟ

ଜାଣିଶୁଣି ରମଜାନ ପୂର୍ବରୁ ସିଏଏ ଆଣିଲା ଭାଜପା: ମମତା

କୋଲକାତା,୧୨।୩: ସୋମବାର (୧୧ ମାର୍ଚ୍ଚ) କେନ୍ଦ୍ରରେ ମୋଦି ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ର ବିଜ୍ଞପ୍ତି ଜାରି କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି। ବିରୋଧୀ ଦଳ ମଧ୍ୟ ଏହି…

ନାୟବ ସିଂ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ

ଚଣ୍ଡିଗଡ,୧୨।୩: ନାୟବ ସିଂ ସଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ଶପଥଗ୍ରହଣ କରିବେ ବୋଲି ସୂଚନା ମିଳିଛି। ବସିଥିବା ଭାଜପା ବିଧାୟକ ଦଳ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିଛି। ମଙ୍ଗଳବାର…

ନିର୍ବାଚନ ଲଢିବେ ନାହିଁ ଗେହଲୋଟ-ପାଇଲଟ! କଂଗ୍ରେସ କହିଲା ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୨।୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ ଏବଂ ଉତ୍ତରପ୍ରଦେଶ ପାଇଁ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଆୟୋଜିତ ହୋଇଥିବା…

ଦୁଇ ଦିନରେ ୨ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଲେ

ନୂଆଦିଲ୍ଲୀ,୧୨।୩: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନେୈତିକ ଉସ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨ ଦିନ ମଧ୍ୟରେ ଦୁଇ ଭାଜପା ଏମ୍‌ପି ଦଳ ଛାଡ଼ି କଂଗ୍ରେସ ହାତ ଧରିଛନ୍ତି। ହରିୟାଣା ହିସାର ଏମ୍‌ପି ବ୍ରଜେନ୍ଦ୍ର ସିଂହଙ୍କ ପରେ…

କଂଗ୍ରେସର ଖେଳ ବିଗାଡିବେ ମମତା

କୋଲକାତା,୧୨।୩: କଂଗ୍ରେସ ଏବଂ ତୃଳମୂଳ କଂଗ୍ରେସ ମଧ୍ୟରେ ମତଭେଦ ସମାପ୍ତ ହେଉନାହିଁ । ପଶ୍ଚିମବଙ୍ଗ ପରେ ଟିଏମ୍‌ସି ଏବେ ମେଘାଳୟର ତୁରା ଲୋକ ସଭା ଆସନ ସହିତ ଆସାମର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଖୁବ୍‌ଶୀଘ୍ର ଟିକେଟ ଘୋଷଣା…

‘ଭାରତ ଶକ୍ତି’ ଯୁଦ୍ଧାଭ୍ୟାସର ସାକ୍ଷି ହେବେ ମୋଦି

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ରାଜସ୍ଥାନର ପୋଖରାନରେ ରହି ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାର ସାହସିକତା ଦେଖିବେ। ଯେଉଁଠାରେ ସେ ତିନି ସୈନ୍ୟବାହିନୀର ‘ଭାରତ ଶକ୍ତି’ ଏକ୍ସରସାଇଜର ସାକ୍ଷୀ ହେବେ। ଏହି ସମୟରେ ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରର ଶକ୍ତି ଏବଂ କ୍ଷମତା ଦେଖାଯିବ।…

କିଏ ସେହି ନାୟବ ସିଂ, ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୨।୩: ହରିୟାଣାରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ପୂରା କ୍ୟାବିନେଟ ଇସ୍ତଫା ଦେଇଥିବା ସୂଚନା ରହିଛି। ସୂଚନାନୁସାରେ, ନାୟବ ସିଂ ସୌନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରରନ୍ତି। ବାସ୍ତବରେ,…

ମନୋହର ଲାଲ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ

ଚଣ୍ଡିଗଡ଼,୧୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ହରିୟାଣାରେ ଭାଜପା-ଜେଜେପି ମେଣ୍ଟ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ନୂତନ ସରକାର ଗଠନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ବିଧାନସଭା ପାର୍ଟି ବୈଠକ ପରେ ଏହା ଘୋଷଣା କରାଯାଇପାରେ। ହରିୟାଣାର ସ୍ବାଧୀନ ବିଧାୟକ…

ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସମେତ ପୂରା କ୍ୟାବିନେଟ ଦେଲେ ଇସ୍ତଫା

ଚଣ୍ଡିଗଡ଼,୧୨।୩: ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଚଣ୍ଡିଗଡ଼ର ମୁଖ୍ୟମନ୍ତ୍ରୀ ବାସଭବନରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଭାଜପାି (ହରିୟାଣା ଭାଜପା) ହରିୟାଣାରେ ନିଜେ ସରକାର ଗଠନ କରିବାକୁ ଯାଉଛି। ମନୋହର…

ଆଜି ଆସିପାରେ ଦ୍ୱିତୀୟ ତାଲିକା: ରାଏବରେଲୀ, ଆମେଠି ଉପରେ ହୋଇଛି ନିଷ୍ପତ୍ତି, ଆଶ୍ଚର୍ଯ୍ୟଜନକ ହେବ କଂଗ୍ରେସର ଦ୍ୱିତୀୟ ତାଲିକା

ନୂଆଦିଲ୍ଲୀ,୧୨।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। କଂଗ୍ରେସ ନିର୍ବାଚନ କମିଟି (ସିଇସି)ର ବୈଠକରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର…

ନାୟବ ସିଂ ହୋଇପାରନ୍ତି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୨।୩: ହରିୟାଣାରେ ଭାଜପା ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗିପାରେ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତାଙ୍କ ସ୍ଥାନରେ ଭାଜପା ଦଳର ରାଜ୍ୟ ସଭାପତି ନାୟବ ସିଂ ସାଇନିଙ୍କୁ…

ଏହି ବରିଷ୍ଠ ନେତାଙ୍କ ପୁଅଙ୍କୁ କଂଗ୍ରେସର ଦ୍ୱିତୀୟ ତାଲିକା ଲିଷ୍ଟରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଏବଂ କମଲ ନାଥଙ୍କ ପୁଅ ଦଳ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ସ୍ଥାନ ପାଇପାରନ୍ତି। ଏକ ସୂତ୍ରରୁ ଏହି ସୂଚନା ମିଳିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?