ଜାତୀୟ

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା…

ୟୁପି-ବିହାର ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ ୟୁପି-ବିହାର ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଜ୍ୟଗୁଡିକରେ ମୁକ୍ତ, ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବଚନ ବଜାୟ ରଖିବା ଦିଗରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି।…

ଥରକେ ୩ ଆସନରୁ ଲଢିଥିଲେ ବାଜପେୟୀ, ଜାଣନ୍ତୁ ଜଣେ ପ୍ରାର୍ଥୀ କେତେଟା ଆସନରୁ ଲଢିପାରିବେ ନିର୍ବାଚନ

ନୂଆଦିଲ୍ଲୀ,୧୮।୩: ରାହୁଲ ଗାନ୍ଧୀ ୱାୟାନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ ସେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସନ୍ଦେହ ରହିଛି। ୨୦୧୯ ନିର୍ବାଚନରେ ସେ ଉଭୟ ଆମେଠି ଏବଂ ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ଆମେଠିରୁ…

ଟ୍ରାକ୍ଟରକୁ ଧକ୍କା ଦେଲା ଏସ୍‌ୟୁଭି: ବାପା, ଦୁଇ ପୁଅଙ୍କ ସମେତ ଚାଲିଗଲା ୯ ଜୀବନ

ପାଟନା,୧୮।୩: ବିହାରରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖାଗରିଆର ରାଜପଥରେ ଏକ ଏସୟୁଭି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବାପା ଏବଂ ଦୁଇ ପୁଅଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ…

ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ଦଳକୁ ଦେଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍‌ଗୁଡିକର ସବିଶେଷ ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ କେଉଁ କମ୍ପାନୀଗୁଡିକ କେଉଁ ରାଜନୈତିକ ଦଳମାନଙ୍କୁ ଇଲେକ୍ଟୋରାଲ ବଣ୍ଡ୍‌…

ରାଜ୍ୟ ସରକାର-ରାଜ୍ୟପାଳ ପୁଣି ମୁହାଁମୁହିଁ

ଚେନ୍ନାଇ,୧୮।୩: ତାମିଲନାଡୁରେ ରାଜ୍ୟ ସରକାର ଏବଂ ରାଜ୍ୟପାଳ ପୁଣି ମୁହାଁମୁହିଁ ହୋଇଛନ୍ତି। ସିଏମ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ବିଧାୟକ ଭାବେ ପୁନଃସ୍ଥାପିତ ହୋଇଥିବା କେ. ପୋନମୁଡିଙ୍କୁ ରାଜ୍ୟପାଳ ଆର.ଏନ ରବି ଶପଥ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଆୟରୁ ଅଧିକ ସମ୍ପତ୍ତି…

‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତିଙ୍କ ରୂପ, ମୁଁ ତାଙ୍କ ପୂଜାରୀ’

ହାଇଦ୍ରାବାଦ,୧୮ା୩: ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି…

ଲୋକ ସଭା ନିର୍ବାଚନ ପୂର୍ବରୁ ଏଏପିକୁ କିଏ ଦେଲା ଚାନ୍ଦା, ଇଲେକ୍ଟୋରାଲ ବଣ୍ଡ୍‌ର ନୂଆ ସୂଚନାରେ ଖୁଲାସା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ଗୋଟିଏ ପଟେ ବଣ୍ଡ୍‌କୁ ନେଇ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳ ଟାର୍ଗେଟ୍‌ରେ ଥିବା ବେଳେ ଆମ ଆଦମୀ ପାର୍ଟିକୁ ମିଳିଥିବା ର୍ନିବାଚନ ବଣ୍ଡ୍‌…

ଚାଇନାକୁ ପାନେ ଦେଲା ଭାରତ

ନୂଆଦିଲ୍ଲୀ,୧୮।୩: ସ୍ମାର୍ଟଫୋନ ଉତ୍ପାଦନରେ ଚାଇନା ବହୁତ ମଜଭୁତ। କିନ୍ତୁ ଏହି ଏକଚାଟିଆକୁ ଭାଙ୍ଗିବା ପାଇଁ ଆମେରିକୀୟ କମ୍ପାନୀଗୁଡିକ ଚାଇନାରୁ ଭାରତକୁ ଆସି ଉତ୍ପାଦନ ଆରମ୍ଭ କଲେ। କିଛି ବର୍ଷ ମଧ୍ୟରେ ଭାରତ ଚାଇନାକୁ ପାନେ ଦେବା ଆରମ୍ଭ କରିଛି। ଭାରତ ବର୍ତ୍ତମାନ…

ଇସ୍ତଫା ଦେଲେ ରାଜ୍ୟପାଳ: ଲଢିପାରନ୍ତି ନିର୍ବାଚନ

ହାଇଦ୍ରାବାଦ୍‌,୧୮।୩: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ଇସ୍ତଫା ଦେଇଛନ୍ତି। ତାମିଲନାଡୁରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ଭାଜପା ମୁଖ୍ୟ ଥିବା ସୌନ୍ଦରାଜନଙ୍କୁ ସେପ୍ଟେମ୍ବର ୨୦୧୯ର ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନର…

ଏସ୍‌ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍‌କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍‌ବିଆଇକୁ ଦେବାକୁ ପଡିବ

ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନିର୍ବାଚନ ବଣ୍ଡ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି…

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍‌ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା

ଭୁବନେଶ୍ୱର,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାଜପା ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଭାଜପା ଘନ ଘନ ବୈଠକ କରୁଛି। ଆଜି ଦିଲ୍ଲୀରେ ଭାଜପାର କୋର କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?