ଜାତୀୟ

ପ୍ରଶାନ୍ତ କିଶୋରଙ୍କ ମେଣ୍ଟକୁ ନେଇ ବଡ ବୟାନ!

ନୂଆଦିଲ୍ଲୀ,୧୯।୩: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଯାହାକୁ ନେଇ ଖାସ୍‌ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ନିଦ ହଜି ଯାଇଛି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଏଥର…

ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଏନଡିଏରେ ଯୋଗଦେବେ ଠାକରେ!

ମୁମ୍ବାଇ,୧୯।୩: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ବୃଦ୍ଧି ପାଉଛି। ଏହି ଭିତରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଯେଉଁଠାରେ କଳ୍ପନାଜଳ୍ପନା ଲାଗିରହିଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଠାକରେ ଏନିଏରେ ମିଶି ପାରନ୍ତି। ଏନଡିଏ…

ପୁର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବଡ ଝଟକା

ମୁମ୍ବାଇ,୧୯।୩: ନଭେମ୍ବର ୨୦୦୬ ଲଖନଭୈୟା ନକଲି ଏନକାଉଣ୍ଟର ମାମଲାରେ ୧୨ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଟ୍ରାଏଲ କୋର୍ଟର ଦଣ୍ଡାଦେଶ ଶୁଣାଇଛନ୍ତି। ଟ୍ରାଏଲ କୋର୍ଟ ୧୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ପ୍ରଦୀପ ଶର୍ମାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ ହାଇକୋର୍ଟ…

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍‌ମିଟ୍‌ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ…

ଜେଡିୟୁକୁ ବଡ ଝଟ୍‌କା, ପଦ ଛାଡିଲେ ମହାସଚିବ

ଦରଭଙ୍ଗା,୧୯।୩: ଜନତା ଦଳ ୟୁନାଇଟେଡର ଜାତୀୟ ସାଧାରଣ ସମ୍ପାଦକ ବା ରାଷ୍ଟ୍ରୀୟ ମହାସଚିବ ଅଲି ଅଶରଫ ଫାତମି, ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ମଙ୍ଗଳବାର ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ ଜେଡିୟୁର…

ଜେଲରୁ କେ. କବିତାଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ‘ତିହାର କ୍ଲବ’ରେ କେ.କବିତାକୁ ସ୍ବାଗତ କରି ଆଉ ଏକ ବିସ୍ଫୋରକ ଚିଠି ଜାରି କରିଛନ୍ତି। ଏହି ଚିଠିରେ ସେ ଦାବି କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଷୟରେ…

ଭାଜପାକୁ ଯେଉଁ ସମର୍ଥନ ମିଳିଛି ତାକୁ ଦେଖି ଉଡିଛି ଡିଏମକେର ନିଦ: ମୋଦି

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦକ୍ଷିଣରେ ଭାଜପାର ମିଶନ ଜାରି ରହିଛି। କେରଳରେ ଏକ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାମିଲନାଡୁରେ ପହଞ୍ଚିଛନ୍ତି। ତାମିଲନାଡୁର ସାଲେମରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏଠାରେ…

ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ

ନୂଆଦିଲ୍ଲୀ,୧୯।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ସମୟ ମାଗିଛନ୍ତି। ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ଇନ୍ଦିରା ଜୟସିଂହ…

ମୋତେ ନିର୍ବାଚନ ଜିତିବା ପାଇଁ ବ୍ୟାନର ପୋଷ୍ଟରର ଆବଶ୍ୟକତା ନାହିଁ: ଗଡକରୀ

ନୂଆଦିଲ୍ଲୀ,୧୯।୩: ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ସେ କେବେବି ଭାଜପା ଛାଡିବେ ନାହିଁ। ନିତିନ ଗଡକରୀ ତାଙ୍କ ବିଜୟର ପୂର୍ବାନୁମାନ କରୁଥିବାବେଳେ…

ଭାଜପାରେ ଯୋଗଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏବେ କୁହାଯାଉଛି ଯେ ସେ ଭାଜପା ସହ ହାତ ମିଳାଇଛନ୍ତି। ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ…

ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି

ନୂଆଦିଲ୍ଲୀ,୧୯।୩: ଦୁଇ ଭାଇ ହେଲେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ। ସେମାନେ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ବିକାଶ ସହାୟ ଗୁଜରାଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ…

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି ନୂଆଦିଲ୍ଲୀ,୧୯।୩: ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି। ବାସ୍ତବରେ, ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଲକୃଷ୍ଣାଙ୍କୁ ଅବମାନନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?