ଜାତୀୟ

ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି

ହାଇଦ୍ରାବାଦ୍‌,୪।୪: ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି। ମାଙ୍ଗଡ ମୃତଦେହ ଥିବା ପଚାସଢା ପାଣିକୁ…

କାମ ଦେବନି ମୋଦି ମ୍ୟାଜିକ୍‌: ସର୍ଭେରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ ରାଜନୈତିକ ବିଗୁଲ ବାଜିସାରିଛି। ସମସ୍ତ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଗତ ଦୁଇଥର କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାରକୁ ଫେରିବାକୁ ଚେଷ୍ଟା କରିବ। ଏଥି ସହିତ କଂଗ୍ରେସ ନେତୃତ୍ୱାଧୀନ…

ପ୍ରେମିକାଙ୍କୁ ବାହା ହୋଇପାରିଲେନି ବୋଲି ରାଜନୀତିକୁ ଆସିଛନ୍ତି ରାହୁଲ, କଙ୍ଗନାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୪।୪: ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ତେବେ ଗୁରୁବାର ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରେମିକାଙ୍କୁ…

ରାହୁଲଙ୍କ ପ୍ରତିଦ୍ୱନ୍ଦୀ ଆନି ରାଜାଙ୍କ ପାଖରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୪।୪: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ଆନି ରାଜା। ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଦୁହେଁ ୱାୟାନାଡରୁ ନାମାଙ୍କନ ଦାଖଲ କରିଛନ୍ତି। ସିପିଆଇର ନ୍ୟାଶନାଲ ଫେଡେରେସନ ଅଫ…

ମୋଦି-ଶାହାଙ୍କୁ ଚ୍ୟାଲେଞ୍ଜ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୪।୪:ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହେବା ପରେ ଆମ ଆଦମୀ ପାର୍ଟୀ ଏମ୍‌ପି ସଞ୍ଜୟ ସିଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ତିହାର ଜେଲରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ…

ଜେଲ୍‌ରୁ ମୁକୁଳିବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ AAP ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି। ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରି ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତାମାନେ ଏପ୍ରିଲ ୭ରେ ଯନ୍ତରମନ୍ତରରେ ଅନଶନ କରିବେ। ଦିଲ୍ଲୀ ଆପ୍‌ ଆବାହକ ଗୋପାଳ ରାଏ ବୁଧବାର ଏହି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି…

ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା

ନୂଆଦିଲ୍ଲୀ,୪।୪: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ ୨୨…

ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ, ଏମିତି କହି ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୪।୪: କଂଗ୍ରେସକୁ ଗୁରୁବାର ଏକ ବଡ ଝଟ୍‌କା ଲାଗିଛି। ଗୌରବ ବହ୍ଲବ ଦଳରୁ ଇସ୍ତଫା ଦେଇଛନ୍ତି। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ। ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ପତ୍ର ହାଇକମାଣ୍ଡକୁ ପଠାଇଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଝିଅଙ୍କ ପାଠପଢ଼ାରେ କେନ୍ଦ୍ର କଣ୍ଟା

ଭୁବନେଶ୍ୱର,୪ା୪(ଅନିଲ ଦାସ)‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା କେନ୍ଦ୍ର ସରକାର ଝିଅଙ୍କ ପାଠପଢ଼ାରେ କଣ୍ଟା ସାଜିଛନ୍ତି। ଏକକ କନ୍ୟାସନ୍ତାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ମିଳିବ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ…

ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍

ନୂଆଦିଲ୍ଲୀ,୩।୪: ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍। ବୁଧବାର ବିଳମ୍ବିତ ରାତିରେ ବିଶ୍ଵବ୍ୟାପୀ ୟୁଜରମାନେ ହ୍ୱାଟସ୍ ଆପ୍ ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଇନଷ୍ଟାଗ୍ରାମରେ ଫିଡ୍ ଅପଡେଟ କରି ପାରୁ ନାହାନ୍ତି। ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଆଉଟେଜ୍ ରିପୋର୍ଟ…

ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ସାଧାରଣ ନିର୍ବାଚନ ୨୦୨୪ ସୁନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୪: ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?