ଜାତୀୟ

ନାମାଙ୍କନ ପତ୍ର ଦାଖଲ ପରେ ଏମିତି ପ୍ରତିଶ୍ରୁତି ଦେଲେ ହେମାମାଳିନୀ

ଲକ୍ଷ୍ନୌ,୪।୪: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏ ସମ୍ପର୍କରେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀି ମଥୁରା ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ…

ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍‌ରୁ କେଜ୍‌ରିଓ୍ବାଲ ପଠାଇଥିବା ବାର୍ତ୍ତା

ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା ଏକ…

ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍‌ କୁନାଲ କପୁର

ନୂଆଦିଲ୍ଲୀ,୪।୪: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ୍‌ କୁନାଲ କପୁର। ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ…

ଜେଲ୍‌ରେ ଏସବୁ କାମ କରୁଛନ୍ତି କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ସେ ଜେଲ୍‌ରେ ରହି ଧ୍ୟାନ, ବହି ପଢିବା ଏବଂ ଯୋଗ କରିବାରେ ଅତିବାହିତ କରୁଛନ୍ତି। ଜେଲ ସୂତ୍ର ଗୁରୁବାର ଏହି ସୂଚନା…

ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌

ନୂଆଦିଲ୍ଲୀ,୪।୪: ବହୁ ଲୋକପ୍ରିୟ ପଞ୍ଜାବ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି, କଂଗ୍ରେସ ତାଙ୍କୁ ଟିକଟେ୍‌ ଦେଇଛି। ଏହାପୂର୍ବରୁ ମୁସଓ୍ବୋଲାଙ୍କ ବାପା ବଲକୌର ସିଂହ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଥିଲେ। ତେବେ…

‘ହାତ’ ଛାଡିବାର ମାତ୍ର କିଛି ଘଣ୍ଟା ପରେ ‘ପଦ୍ମ’ ଧରିଲେ ଗୌରବ

ନୂଆଦିଲ୍ଲୀ,୪।୪: କଂଗ୍ରେସର ପୂର୍ବତନ ନେତା ଗୌରବ ବହ୍ଲଭ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଗୁରୁବାର ସକାଳେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରର ଏକ ଫଟୋ ସୋସିଆଲ…

ଏହି ରାଜନେତାଙ୍କୁ ନିଜ ସାନ ଭାଇ କହିଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା,୪।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଜାମୋଇରେ ପହଞ୍ଚିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଚିରାଗ ପାସୱାନଙ୍କୁ ତାଙ୍କ ସାନ ଭାଇ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ନିର୍ବାଚନ ପୂର୍ବରୁ ନବନୀତଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୪।୪: ନକଲି କାଷ୍ଟ ସାର୍ଟିଫିକେଟ ମାମଲାରେ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନବନୀତ ଏସସି ସାର୍ଟିଫିକେଟ ହାଇକୋର୍ଟ ଦ୍ୱାରା…

ପୁଣି ଖାରଜ ହେଲା କେଜ୍‌ରିଓ୍ବାଲଙ୍କ ଆବେଦନ

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏହି ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ବେଳେବେଳେ ବ୍ୟକ୍ତିଗତ ସ୍ବାର୍ଥ ଜାତୀୟ ସ୍ବାର୍ଥ ଅଧୀନରେ ରହିବା ଆବଶ୍ୟକ।…

କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୪।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟେଇବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ…

ଶାଢି ପିନ୍ଧିଲେ ହୋଇପାରେ କ୍ୟାନସର୍‌, ଜାଣନ୍ତୁ ଏହାର ଲକ୍ଷଣ

ଶାଢି ଭାରତୀୟ ସଂସ୍କୃତି ସହିତ ଜଡିତ। ଏଠାରେ ଥିବା ମହିଳାମାନେ ଯେକୌଣସି ପ୍ରକାରର ପାର୍ଟି, ପର୍ବ, ପୂଜାରେ ଶାଢି ପିନ୍ଧନ୍ତି। ଶାଢି କେବଳ ପାରମ୍ପରିକ ଢଙ୍ଗରେ ନୁହେଁ,ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଏ। କିନ୍ତୁ ଏବେ ଶାଢି ପିନ୍ଧୁଥିବା ମହିଳାଙ୍କ ପାଇଁ ଏକ…

ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଛୁରୀରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ବେଙ୍ଗାଲୁରୁ,୪।୪: ମାମଲା ଶୁଣାଣି ହେଉଥିବା ସମୟରେ କୋର୍ଟରୁମ୍‌ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବ୍ୟକ୍ତି। ଏପରି ମାମଲା ପୁଣି ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ହୋଇଥିବା ସୂଚନା ମିଳିଛି। ଘଟଣା ହେଉଛି, କର୍ନାଟକ ହାଇକୋର୍ଟରେ ମୁଖ୍ୟ ବିଚାରପତି ବିପିନଚନ୍ଦ୍ର ଅଞ୍ଜାରିଆ ଏକ ମାମଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?