ରାହୁଲଙ୍କ ପାଖରେ ଅଛି ନଗଦ ମାତ୍ର ୫୫ ହଜାର ଟଙ୍କା! ଶେୟାର ବଜାରରେ କୋଟି କୋଟି ନିବେଶ; ଜାଣନ୍ତୁ ମୋଟ ସମ୍ପତ୍ତି କେତେ…
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି। ୨୦୨୨-୨୩ରେ…
ଜେଲ୍ରୁ ବାହାରିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୩ା୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍ରେ ୬ ମାସ ରହିବା ପରେ ବରିଷ୍ଠ ଆମ୍ ଆଦ୍ମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ ବୁଧବାର ଜେଲ୍ରୁ ବାହାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ…
ଆଇଫୋନ୍, ଆଇପ୍ୟାଡ୍, ମ୍ୟାକବୁକ ୟୁଜରଙ୍କ ପାଇଁ ଚେତାବନୀ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୩।୪: ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି। ଏହା ସହିତ ବିଭିନ୍ନ ଆପଲ୍…
କୋର୍ଟରେ ASG ଙ୍କ ବଡ଼ ଘୋଷଣା, ଏଏପିର ସମ୍ପତ୍ତି ଜବତ କରିବ ଇଡ଼ି
ନୂଆଦିଲ୍ଲୀ,୩।୪: ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍କା। କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ କରିବା ପରେ ଏବେ ଆମ ଆଦମୀ ପାର୍ଟିର ସମ୍ପତ୍ତିକୁ ଜବତ କରିବାକୁ ଯାଉଛି ଇଡି। ଅବକାରୀ ଦୂର୍ନୀତି ମାମଲାରେ ଦୁଇ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ…
୨୦୨୪ରେ ୭.୫% ରହିବ ଭାରତର ଜିଡିପି, ନିର୍ବାଚନୀ ବର୍ଷରେ ବଡ଼ ଆକଳନ କଲା ବିଶ୍ବବ୍ୟାଙ୍କ
ନୂଆଦିଲ୍ଲୀ,୩।୪: ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ। ୨୦୨୪ରେ ଭାରତୀୟ ଅର୍ଥନୀତି ୭.୫% ହାରରେ ଅଭିବୃଦ୍ଧି କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ପୂର୍ବରୁ ଭାରତର ଅଭିବୃଦ୍ଧି ହାର ୬.୩% ଆକଳନ କରିଥିବା ବେଳେ ଏବେ ସଦ୍ୟ ପ୍ରକାଶିତ…
ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ
ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଭାଜପାରେ…
ନରେନ୍ଦ୍ର ମୋଦିଙ୍କ ବିକଳ୍ପ କିଏ, ଜାଣନ୍ତୁ କ’ଣ କହିଲେ ଶଶି ଥରୁର
ନୂଆଦିଲ୍ଲୀ,୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶରେ ନୁହେଁ, ବିଦେଶରେ ବି ବେଶ୍ ଲୋକପ୍ରିୟ। ତାଙ୍କ ନେତୃତ୍ୱରେ ତୃତୀୟଥର ଭାଜପା ଦେଶରେ ଶାସନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ତେବେ ଦେଶରେ ନରେନ୍ଦ୍ର ମୋଦିଙ୍କ ବିକଳ୍ପ କିଏ ତାହାକୁ ନେଇ ବେଶ୍…
ଆତିଶୀଙ୍କ ବଢିଲା ଅଡୁଆ, ମାନହାନୀ ନୋଟିସ୍ ପଠାଇଲା ଭାଜପା
ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ବଢିଲା ଅଡୁଆ। ବୁଧବାର ଭାଜପା ତାଙ୍କୁ ମାନହାନୀ ନୋଟିସ ପଠାଇଛି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ, ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ଭାଜପା ତାଙ୍କୁ ଦଳରେ ଯୋଗଦେବାକୁ…
ଓ୍ବାୟନାଡରୁ ଆରମ୍ଭ ହେଲା ଲଢେଇ, ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରାହୁଲ…
କ୍ୟାନସର ସହ ଲଢୁଛନ୍ତି ସୁଶୀଲ ମୋଦି, ଲଢ଼ିବେନି ନିର୍ବାଚନ
ନୂଆଦିଲ୍ଲୀ,୩।୪: ଭାଜପା ନେତା ତଥା ବିହାରର ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦି କ୍ୟାନସରରେ ପୀଡିତ ଅଛନ୍ତି। ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଗତ ୬ ମାସ ଧରି କ୍ୟାନସର ସହ ସଂଘର୍ଷ କରୁଛି। ଲୋକ…
୧୨ ଦିନ ଭିତରେ କେଜ୍ରିଓ୍ବାଲ୍ଙ୍କ ଓଜନ ୪-୫ କିଲୋ କମିଗଲାଣି
ନୂଆଦିଲ୍ଲୀ,୩।୪: ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ…
ଶର୍ମିଲା କଡ଼ପାରୁ ଲଢ଼ିବେ
ନୂଆଦିଲ୍ଲୀ,୩ା୪(ପି.ଟି.): ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେଥିରେ ଓଡ଼ିଶାରୁ ୮ ଜଣ ଥିବାବେଳେ ଆନ୍ଧ୍ରରୁ ୫, ବିହାରରୁ ୩ ଏବଂ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ…

