ଜାତୀୟ

“ଜାତିସଂଘର ମୋତେ କହିବା ପାଇଁ ଆବଶ୍ୟକ ନାହିଁ …”: ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ବୟାନରେ ଜୟଶଙ୍କରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୫।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ଭାରତରେ ନିର୍ବାଚନ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଖାରଜ କରି କହିଛନ୍ତି ଯେ ଦେଶରେ ନିର୍ବାଚନ “ମୁକ୍ତ ଏବଂ ନିରପେକ୍ଷ” ହେବା ପାଇଁ ତାଙ୍କୁ…

‘ମିଥ୍ୟା ଏବଂ ଉଦେଶ୍ୟମୂଳକ’, ପାକିସ୍ତାନରେ ଟାର୍ଗେଟ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ, ୫।୪: ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପାକିସ୍ତାନରେ ଟାର୍ଗେଟ ହତ୍ୟା କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବ୍ରିଟେନର ଖବର କାଗଜ ଦି ଗାର୍ଡିଆନ୍‌ର ଏକ ରିପୋର୍ଟରେ ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଥ୍ୟା ତଥା ଉଦେଶ୍ୟମୂଳକ…

ସୋରେନ୍‌ଙ୍କ ୩୧ କୋଟି ଟଙ୍କାର ଜମିକୁ ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୫ା୪(ପି.ଟି.):ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି। ଇତିମଧ୍ୟରେ ରାଞ୍ଚତ୍ରେ ଥିବା ସୋରେନ୍‌ଙ୍କ ୮.୮୬ ଏକର ଜମିକୁ ଇଡି ବାଜ୍ୟାପ୍ତ କରିଥିବା ଗୁରୁବାର କହିଛି। ଉକ୍ତ ସମ୍ପତ୍ତିର…

ମୋଦି ମିଛୁଆଙ୍କ ସର୍ଦ୍ଦାର: ଖାର୍ଗେ

ଜୟପୁର,୫ା୪(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛନ୍ତି। ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନା ଅନୁପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ରାଜସ୍ଥାନର ଚିତ୍ତୋରଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖାର୍ଗେ…

ଅମେଠିରୁ ଲଢ଼ିପାରନ୍ତି ରବର୍ଟ ଭଦ୍ରା

ନୂଆଦିଲ୍ଲୀ, ୫।୪ (ପି.ଟି.):କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଗୁରୁବାର ସକ୍ରିୟ ରାଜନୀତିରେ ଯୋଗଦେବା ନେଇ ସଙ୍କେତ ଦେଇଛନ୍ତି। ସେ ଚଳିତ ଥର ଅମେଠିରୁ ଲୋକ ସଭା ନିର୍ବାଚନ ଲଢ଼ନ୍ତୁ ବୋଲି ଏଠାକାର ଜନସାଧାରଣ ଚାହୁଁଥିବା, ରବର୍ଟ…

ବିନା ଭୋଟର ପରିଚୟପତ୍ରରେ ଭୋଟ ଦେଇହେବ

ନୂଆଦିଲ୍ଲୀ,୫ା୪(ପି.ଟି.):କୌଣସି ଜଣେ ବି ପ୍ରକୃତ ଭୋଟର ଯେପରି ମତଦାନ ଅଧିକାରରୁ ବଞ୍ଚତ୍ତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି କିମ୍ବା…

ଗଣତନ୍ତ୍ରକୁ ତା’ ବାଟରେ ଯିବାକୁ ଦିଆଯାଉ

ନୂଆଦିଲ୍ଲୀ,୫ା୪: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ତୃତୀୟ ଥର ପାଇଁ ଖାରଜ କରିଦେଇଛନ୍ତି। ଗଣତନ୍ତ୍ରକୁ ତା’ ବାଟରେ ଯିବାକୁ…

ରାଜ ପରିବାର ଉପରେ ଭାଜପାର ଭରସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନରେ, ଭାଜପା ଅନେକ ପ୍ରାର୍ଥୀଙ୍କ ଟିକେଟ କାଟିଛି । ଏହି ସମୟରେ ପାର୍ଟିର ଭେଟେରାନ ନେତାମାନେ ଏନଡିଏ ପାଇଁ…

କରୋନ ଭାଇରସଠାରୁ ବି ଅଧିକ ଘାତକ H5N1 ଭାଇରସ, ଏକ୍ସପର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ,/ଓ୍ବାଶିଂଟନ,୪।୪: ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ କରୋନା ଭାଇରସ ଭଳି ମହାମାରୀଠାରୁ ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଇତି ମଧ୍ୟରେ, କୋଭିଡ ଠାରୁ ଅଧିକ ମାରାତ୍ମକ ରୋଗ ହେଉଛି H5N1 ବା ବାର୍ଡ ଫ୍ଲୁ ଯାହା ବହୁପରିମାଣରେ ବିସ୍ତାର କରିବାର ସମ୍ଭାବନା ରହିଥିବା…

ଲୋକ ସଭା ନିର୍ବାଚନ: ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୁଜରାଟରେ ତିନିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦଳ ସୁରେନ୍ଦ୍ରନଗର ଆସନରୁ ଋତ୍ୱିକ ଭାଇ ମକୱାନା, ଜୁନାଗଡରୁ ହିରବାଇ…

ଗୋଟିଏ ପଟେ ନୀତୀଶ ଦେଉଥିଲେ ଭାଷଣ, ଅନ୍ୟପଟେ କୁଶଓ୍ବାହଙ୍କୁ ପାଖ ଆସନ ଦେଇ ମୋଦି କହିଲେ…

ପାଟନା,୪।୪: ରାଜ୍ୟରେ ଲୋକ ସଭା ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ସଭାପତି ଉପେନ୍ଦ୍ର କୁଶୱାହଙ୍କ ସହ କଥା ହୋଇଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମୋଇରେ ବିଧାନସଭା ମଞ୍ଚକୁ ଆସିବା…

ଜାମିନ୍‌ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ

ନୂଆଦିଲ୍ଲୀ,୪।୪: ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ତିହାର ଜେଲରେ ବନ୍ଦ ଅଛନ୍ତି। ପିଲାଙ୍କ ପରୀକ୍ଷାକୁ ଦର୍ଶାଇ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ମାଗିଛନ୍ତି। କବିତା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?