ଇଲୋକ୍ଟ୍ରାଲ ବଣ୍ଡର ସବିଶେଷ ତଥ୍ୟ ଦେବାକୁ ମନାକଲା ଏସବିଆଇ
ନୂଆଦିଲ୍ଲୀ,୧୧।୪: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ସୂଚନା ଅଧିକାର(ଆରଟିଆଇ) ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗ(ଇସି)ଙ୍କୁ ଦିଆଯାଇଥିବା ଇଲୋକ୍ଟ୍ରାଲ ବଣ୍ଡର ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ତେବେ ରେକର୍ଡ ଆୟୋଗର ଓ୍ବେସାଇଟରେ ସାର୍ବଜନିନ ହୋଇସାରିଛି। ବ୍ୟାଙ୍କ ଦାବି କରିଛି ଯେ ଏହା…
ଗଳାରେ ରୁଦ୍ରାକ୍ଷ, ମଥାରେ ତିଳକ, ଗେରୁଆ ବସ୍ତ୍ର… ଏହି ମନ୍ଦିରରେ ମୁତୟନ ହେଲେ ଏପରି ସୁରକ୍ଷା କର୍ମୀ
ନୂଆଦିଲ୍ଲୀ,୧୧।୪: ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ମାନଙ୍କରେ ଗତ କିଛି ବର୍ଷ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ ରେକର୍ଡ ଭାଙ୍ଗିବା ସହ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି…
ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନୀ ବଣ୍ଡ ବିବରଣୀ ପ୍ରକାଶ କରିବାକୁ ମନା କଲା ଏସବିଆଇ
ନୂଆଦିଲ୍ଲୀ,୧୧।୪: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗ (ଇସି) କୁ ଦିଆଯାଇଥିବା ନିର୍ବାଚନୀ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି। ଯଦିଓ ଏହା ରେକର୍ଡରେ ଅଛି, ଏହା ଏକ ବ୍ୟକ୍ତିଗତ ସୂଚନା…
ସ୍କୁଲରେ ପଢାଉଥିବାବେଳେ ଫୋନ୍ ଆସିଲା ମିଳିଛି ଭାଜପା ଟିକେଟ୍: ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ଦେଲେ ଏମିତି ପ୍ରତିକ୍ରିୟା
ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ଗାଜିପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ପାରସନାଥ ରାୟଙ୍କୁ ପ୍ରାର୍ଥୀ କରି ଭାଜପା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାରସନାଥ ନିଜେ ବିଶ୍ୱାସ କରିପାରୁ ନଥିଲେ ଯେ ସେ ଟିକେଟ ପାଇଛନ୍ତି। ଯେତେବେଳେ ପାରସନାଥଙ୍କ ନାମ ଘୋଷଣା ହେଲା, ସେତେବେଳେ…
ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍, ଖୋଲୁନାହିଁ ଆକାଉଣ୍ଟ
ନୂଆଦିଲ୍ଲୀ,୧୧।୪: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର) ଡାଉନ୍ ହୋଇଛି। ଗୁରୁବାର ସକାଳ ୧୦.୪୧ରେ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା। ଫଳରେ ବ୍ୟବହାରକାରୀ ଟୁଇଟ୍ ପୋଷ୍ଟ କରିବା ଏବଂ ପେଜ୍ ଖୋଲିବାରେ ଅସମର୍ଥ ହୋଇଥିଲେ। ଏବେ ଡାଉନ୍…
ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍ କଭର ପେଜ୍ରେ ମୋଦି
ନୂଆଦିଲ୍ଲୀ,୧୧।୪: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଦୀର୍ଘ ୯୦ ମିନିଟ ଧରି ନ୍ୟୁଜ୍ୱିକ୍କୁ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତକାର ଦେଇଛନ୍ତି।…
ବଢିଲା କବିତାଙ୍କ ଅଡୁଆ, ଗିରଫ କଲା ସିବିଆଇ
ନୂଆଦିଲ୍ଲୀ,୧୧।୪: ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗୁରୁବାର ଦିଲ୍ଲୀ ଲିକର ପଲିସି ମାମଲାରେ ସିବିଆଇ ଗିରଫ କରିଛି। ସୂଚନାଯୋଗ୍ୟ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ମଙ୍ଗଳବାର ଅର୍ଥାତ୍…
କଂଗ୍ରେସକୁ ଝଟ୍କା, ପିତାଙ୍କ ଅସୁସ୍ଥତା ଦର୍ଶାଇ ଟିକେଟ ଫେରାଇ ଥିବା ନେତା ଏବେ ଭାଜପାରେ ସାମିଲ
ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ଗୁଜରାଟର କଂଗ୍ରେସ ନେତା ରୋହନ ଗୁପ୍ତା ଭାଜପାରେ ଯୋଗ ଦେଇଛନ୍ତି। ଗତ ମାସରେ, ମାର୍ଚ୍ଚ ୨୨ ରେ, ରୋହନ ଗୁପ୍ତା ଦଳର ଯୋଗାଯୋଗ ବିଭାଗ ସହ…
‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ
ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ ବଡ଼…
ମୋଦି କହିଲେ, କେଶକୁ କଲର୍ କରି ଧଳା କରିବାର କାରଣ…
ନୂଆଦିଲ୍ଲୀ,୧୧।୪: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ବର୍ତ୍ତମାନ ମୋଦି ଗେମିଂ ସମ୍ପ୍ରଦାୟର କିଛି ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦି ସେମାନଙ୍କୁ ଏକ କୌତୁହଳପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ନିଜ କେଶକୁ…
‘ଲା ନିନା’, ପ୍ରଭାବରେ ସଅଳ ଆସିବ ମୌସୁମୀ, ପ୍ରବଳ ବର୍ଷିବା ସମ୍ଭାବନା
ନୂଆଦିଲ୍ଲୀ,୧୧।୪: ଭାରତୀୟ ପାଣିପାଗ ବିଭାଗ ଖୁବଶୀଘ୍ର ବହୁ ପ୍ରତୀକ୍ଷିତ ମୌସୁମୀ ଆଗମନକୁ ନେଇ ଆଗୁଆ ଆକଳନ ସୂଚନା ଦେଇପାରେ। ଏହାପୂର୍ବରୁ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଭାରତ ମହାସାଗର ପାଣିପାଗ ସ୍ଥିତି ଏବଂ ଲା ନିନା ସ୍ଥିତିର ଏକକାଳୀନ ସକ୍ରିୟତା ଦ୍ୱାରା…
କଂଗ୍ରେସ ନେତାଙ୍କ ପାଇଁ କର ବା ମର ପରିସ୍ଥିତି, ପୁଅଙ୍କୁ ଟିକେଟ୍ ମିଳିବାରୁ ଅଡୁଆରେ ନେତା
ବେଙ୍ଗାଲୁରୁ,୧୧।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ କ୍ଷମତାସୀନ ରାଜ୍ୟ କର୍ନାଟକରେ। ତେବେ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଥିବାରୁ ଏବେ ନିର୍ବାଚନୀ ମାହୋଲ…

