ଜାତୀୟ

କର୍ନାଟକରୁ ୪୫.୬୭ କୋଟି ଟଙ୍କା ଜବତ

ବେଙ୍ଗାଲୁରୁ,୧୧ା୪: ଲୋକ ସଭା ନିର୍ବାଚନ ଲାଗି ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କର୍ନାଟକରୁ ନଗଦ ୪୫.୬୭ କୋଟି ଟଙ୍କା ଏବଂ ୧୪୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ଗୁରୁବାର ସୂଚନା…

କେଜ୍‌ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର ପରେ ଏଭଳି ଅଭିଯୋଗ ଆଣିଲା ଆପ୍‌

ନୂଆଦିଲ୍ଲୀ,୧୧ା୪: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବହିଷ୍କାର କରାଯାଇଛି। କେନ୍ଦ୍ରୀୟ ସିଭିଲ୍‌ ସର୍ଭିସ ନିୟମାବଳୀର ଉଲ୍ଲଂଘନ କରାଯାଇ ବୈଭବଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ…

କଂଗ୍ରେସର ବଡ ଦାବି, ଆସାମରେ ଇଲେକ୍ଟୋରାଲ ବଣ୍ଡଠାରୁ ବି ହୋଇଛି ବଡ ଘୋଟାଲା

ନୂଆଦିଲ୍ଲୀ,୧୧।୪: କଂଗ୍ରେସ ଏମ ପି ଗୌରବ ଗୋଗୋଇ ଅଭିଯୋଗ କରିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମ୍ପର୍କୀୟ ତଥା କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଭାଜପା ସହ ଜଡିତ ଲୋକମାନେ ରାଜ୍ୟରେ ଦେବାଳିଆ ଚା’ ବଗିଚା କିଣୁଛନ୍ତି ଏବଂ ସେହି…

୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା

ଖଜୁରାହୋ,୧୧।୪: ମଧ୍ୟପ୍ରଦେଶର ଖଜୁରାହୋ ସଂସଦୀୟ ଆସନ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ତଥା ଦଳର ପ୍ରଧେଶ ଅଧ୍ୟକ୍ଷ ବିଷ୍ଣୁ…

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଶୁକ୍ରବାର (ଏପ୍ରିଲ ୧୨) ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ। ଏହା…

ଓଲଟିଲା ସ୍କୁଲ ବସ୍‌: ଚାଲିଗଲା ୬ ଛାତ୍ରୀଛାତ୍ରଙ୍କ ଜୀବନ

ଚଣ୍ଡିଗଡ଼,୧୧ା୪: ହରିୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳରେ ଗୁରୁବାର ଏକ ସ୍କୁଲବସ୍‌ ଓଲଟିପଡ଼ିବାରୁ ୬ ଛାତ୍ରୀଛାତ୍ର ପ୍ରାଣ ହରାଇବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ସ୍କୁଲର ଉକ୍ତ ବସ୍‌କୁ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଦେଶରେ ପ୍ରତ୍ୟେକ ନାଗରିକଙ୍କର ଧର୍ମ ପରିବର୍ତ୍ତନ ପାଇଁ ରହିଛି…

ପ୍ରୟାଗରାଜ,୧୧।୪: ନିକଟରେ ହୋଇଥିବା ଏକ ରାୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ, ତଥାପି ଏଭଳି ପରିବର୍ତ୍ତନ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ। ଜଷ୍ଟିସ…

ଅଟା, ଡାଲି, ତେଲର ଦାମ୍‌ ଶେୟାର କଲେ ରାହୁଲ, କହିଲେ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଇଦ୍‌ ଅବସରରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଟା, ଡାଲି ଏବଂ ତେଲର ମୂଲ୍ୟ ଶେୟାର କରିଛନ୍ତି।…

ଭାଜପା ବିରୋଧରେ ଲାଗିଲା ପୋଷ୍ଟର ‘ଦୁର୍ନୀତି ଦେଖିବାକୁ ସ୍କାନ୍ କରନ୍ତୁ’

ନୂଆଦିଲ୍ଲୀ,୧୧।୪: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟକୁ ଆଉ କିଛି ଦିନ ବାକି ଥିବାବେଳେ ବିଭିନ୍ନ ରାଜ୍ୟରେ ପ୍ରଚାର ସରଗରମ ହୋଇଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଘୋଟାଲା ହୋଇଥିବା ପୋଷ୍ଟର ତାମିଲନାଡୁର ଅନେକ ସ୍ଥାନରେ ଛପା ହୋଇଛି।…

ଉଦ୍ଧବଙ୍କୁ ଟାର୍ଗେଟ କଲେ କଙ୍ଗନା

ଶିମଲା,୧୧।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଗୁରୁବାର ଶିବସେନା(ୟୁବିଟି)ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମୁଁ ସମସ୍ତ ପପୁଙ୍କୁ ଚ୍ୟାଲେଞ୍ଜ କରୁଛି। ଏହା ତୁମ ମାତାପିତାଙ୍କ ସମ୍ପତ୍ତି ନୁହେଁ ଯେ ମୋତେ ଡରାଇ ଧମକାଇ ବିକ୍ରି କରିଦେବ।…

ଆମେଠିରେ ପ୍ରାର୍ଥୀ ଘୋଷଣା କରିବାକୁ କାହିଁକି ଡେରି କରିଛି କଂଗ୍ରେସ, ଅସଲ କଥା କହିଲେ ସ୍ମୃତି

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ବିରୋଧୀ ଦଳକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ସିଟିଂ ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ…

‘ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମସ୍ତ ଭାଜପା ନେତା ଜେଲ ଯିବେ’

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ତୁଷ୍ଟୀକରଣ ପଙ୍କରେ ବୁଡ଼ିଥିବା ଦଳ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ଆର୍‌ଜେଡି ନେତା ମିସା ଭାରତୀ ବଡ଼ ବିବୃତ୍ତି ଦେଇଛନ୍ତି, ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଭାଜପା ଲାଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?